ସିନ୍ଦୁର ବିନ୍ଦୁ

୧୯୭୬ର ଓଡ଼ିଆ କଥାଚିତ୍ର
(ସିନ୍ଦୂର ବିନ୍ଦୁରୁ ଲେଉଟି ଆସିଛି)

ସିନ୍ଦୁର ବିନ୍ଦୁ ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ[୧][୨] ମହାଲକ୍ଷ୍ମୀ ଫିଲ୍ମସ୍‌ଦ୍ୱାରା ତିଆରି ହେଇଥିଲା । ‘ସିନ୍ଦୁର ବିନ୍ଦୁ’ର କାହାଣୀ ଚିନ୍ତାମଣି ଜେନାଙ୍କ ରଚିତ ଉପନ୍ୟାସ ‘ସରପଞ୍ଚ ପୁଅ’ ଉପରେଆଧାରିତ ହୋଇଥିଲା ।[୩]

ସିନ୍ଦୁର ବିନ୍ଦୁ
ନିର୍ଦ୍ଦେଶକଶିଶିର ମିଶ୍ର
ମୂଳ ଆଧାରଚିନ୍ତାମଣି ଜେନାଙ୍କ 'ସରପଞ୍ଚ ପୁଅ'
କଳାକାରପ୍ରଶାନ୍ତ ନନ୍ଦ,
ଶ୍ରୀରାମ ପଣ୍ଡା,
ସୁଜାତା ଆନନ୍ଦ,
ତ୍ରିପୁରା ମିଶ୍ର
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଦିଲୀପ ଦତ୍ତ
ମୁକ୍ତିଲାଭ ତାରିଖ
୨୪ ସେପ୍ଟେମ୍ବର ୧୯୭୬
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ସିନ୍ଦୁର ବିନ୍ଦୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
  3. "'ସିନ୍ଦୂର ବିନ୍ଦୁ'ର କାହାଣୀକାର ନାଟ୍ୟକାର ଚିନ୍ତାମଣି ଆଉ ନାହାନ୍ତି". ସମ୍ବାଦ. Archived from the original on 9 July 2017. Retrieved 5 July 2017.
  4. "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.
  5. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  6. "ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com". Dharitri.com (in ଇଂରାଜୀ). Archived from the original on 24 August 2018. Retrieved 24 August 2018.

ଅଧିକ ତଥ୍ୟ ସମ୍ପାଦନା