ଘର ବାହୁଡ଼ା

୧୯୭୩ର ଓଡ଼ିଆ କଥାଚିତ୍ର

ଘର ବାହୁଡ଼ା ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର।[୧] ଏକାମ୍ର ଚିତ୍ରମ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ କଥାଚିତ୍ର ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।

ଘର ବାହୁଡ଼ା
Ghara Bahuda1 (1973).jpeg
ଘର ବାହୁଡ଼ା କଥାଚିତ୍ରର ପୋଷ୍ଟର
ନିର୍ଦ୍ଦେଶକସୋନା ମୁଖାର୍ଜୀ
ପ୍ରଯୋଜକସୋମନାଥ ସାହୁ
ସଂଳାପକିଶୋରୀ ଚରଣ ଦାସ
ମୂଳ ଆଧାରକମଳଲୋଚନ ମହାନ୍ତିଙ୍କ ନାଟକ ସଂଗ୍ରାମୀ
କଳାକାରସୁଜାତା ଆନନ୍ଦ, ନିରଞ୍ଜନ ଶତପଥୀ, ସାମୁଏଲ ସାହୁ
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୬ ଫେବୃଆରୀ୧୯୭୩
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୭ଲକ୍ଷ୨୦ ହଜାର ଟଙ୍କା

ଅଭିନୟରେସମ୍ପାଦନ କରନ୍ତୁ

'ଘର ବାହୁଡ଼ା' କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[୨]ସମ୍ପାଦନ କରନ୍ତୁ

ଗୀତସମ୍ପାଦନ କରନ୍ତୁ

  1. ଏ ମାୟାବିନି ମନ ଜୋଛନା
  2. ମୋ ସାଙ୍ଗେ ଲାଗନାରେ, ମୋତେ ତୁ ଛୁଁନା ଆଜି
  3. ତୁକି ବୁଲି ବାହାରିଲୁ ସହର, ତୁ ତ ନିଜେ ଗୋଟେ

ଆଧାରସମ୍ପାଦନ କରନ୍ତୁ

  1. "ସ୍ମରଣୀୟ ଓଡ଼ିଆ ଫିଲ୍ମ- ଘର ବାହୁଡ଼ା". ନଜର୍ (ନିତିଦିନ). Retrieved 2 October 2016.
  2. "Ghara Bahuda :: Odia Music Songs Collection". odiamusic.com. 2012. Retrieved 29 October 2012. Film : Ghara Bahuda Singer(s) : Sikandar Alam & Nirmala Mishra Lyricist : Shibabrata Das Music Director : Akshaya Mohanty {{cite web}}: horizontal tab character in |quote= at position 22 (help)

ଅଧିକ ତଥ୍ୟସମ୍ପାଦନ କରନ୍ତୁ