ମମତାର ଡୋରି

୧୯୮୯ର ଓଡ଼ିଆ କଥାଚିତ୍ର


ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମମତାର ଡୋରି ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।[୨]

ମମତାର ଡୋରି
ନିର୍ଦ୍ଦେଶକମହମ୍ମଦ ମହସିନ
ପ୍ରଯୋଜକଏ. ଆହଟ
ଚିତ୍ରନାଟ୍ୟମହମ୍ମଦ ମହସିନ
କାହାଣୀମହମ୍ମଦ ମହସିନ
କଳାକାରସୁଜାତା ଆନନ୍ଦ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଶ୍ରୀରାମ ପଣ୍ଡା
ଚିତ୍ରଗ୍ରହଣଦିଲ୍ଲିପ ରାୟ
ସମ୍ପାଦକମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ
୧୯୮୯
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୪୫ଲକ୍ଷ ୨୫ହଜାର

ଅଭିନୟ ସମ୍ପାଦନା


ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  2. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. {{cite news}}: |access-date= requires |url= (help)
  3. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  4. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.

ବାହାର ଆଧାର ସମ୍ପାଦନା