ହାକିମ ବାବୁ

୧୯୮୫ର ଓଡ଼ିଆ କଥାଚିତ୍ର

ହାକିମ ବାବୁ ୧୯୮୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସକୁ କାହାଣୀରେ ରୂପାନ୍ତର କରିଥିଲେ ପ୍ରଣବ ଦାସ[] ଅମିୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରଣବ ଦାସ[]

ହାକିମ୍ ବାବୁ
ନିର୍ଦ୍ଦେଶକପ୍ରଣବ ଦାସ
ପ୍ରଯୋଜକଅମିୟ ରଞ୍ଜନ ପଟ୍ଟନାୟକ[][]
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟପ୍ରଣବ ଦାସ
କାହାଣୀବିଭୂତି ପଟ୍ଟନାୟକ
କଳାକାରସୁଜାତା ଆନନ୍ଦ
ଅଜିତ ଦାସ
ବିଜୟ ମହାନ୍ତି
ହେମନ୍ତ ଦାସ
ସଙ୍ଗୀତସରୋଜ ପଟ୍ଟନାୟକ
ଚିତ୍ରଗ୍ରହଣରାଜନ କିନ୍ନାଗୀ
ସମ୍ପାଦକମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର କାହାଣୀ କେନ୍ଦୁଝର ଅଞ୍ଚଳର ହୋଇଥିବାରୁ ଏହାର ୭୫ ଭାଗ ସୁଟିଂ କେଉଁଝର ଅଞ୍ଚଳରେ ହୋଇଥିବା ବେଳେ ବାକି ସୁଟିଂ କଳିଙ୍ଗ ଷ୍ଟୁଡିଓରେ ହୋଇଥିଲା ।[] ଏହି କଥାଚିତ୍ରର କଳା ନିର୍ଦ୍ଦେଶକ ଥିଲେ ନିଖିଲ ବରଣ ସେନ୍‌ଗୁପ୍ତା ।[]

ସୁଜାତା ଆନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ଜୟା ସ୍ୱାମୀ, ବିଜୟା ଜେନା, ବିଜୟ ମାହାନ୍ତି, ଅସିତ ପତି, ଜୟୀରାମ ସାମଲ, ସାମୁଏଲ ସାହୁ, ଦୁଃଖୀରାମ ସ୍ୱାଇଁ, ଚୌଧୁରୀ ବିକାଶ ଦାସ, ପୀତବାସ, ସୁବୋଧ ପଟ୍ଟନାୟକ, ସୁକେଶ, ସୁଚିତ୍ର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଗୀତ ଓ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ[]

ପୁରସ୍କାର

ସମ୍ପାଦନା

ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଏବଂ ଏହି ଚଳଚ୍ଚିତ୍ରର ଅଭିନେତା ଅଜିତ ଦାସଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧୧]

  1. "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
  2. "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
  3. ୩.୦ ୩.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.[permanent dead link]
  4. "ଆମ ଷ୍ଟାରମାନଙ୍କ ସଙ୍ଗେ ସନ୍ଧ୍ୟାଟିଏ". ନିତିଦିନ (ନଜର୍). 26 June 2022. p. ୧୪. Archived from the original on 26 June 2022. Retrieved 26 June 2022.
  5. ୫.୦ ୫.୧ ୫.୨ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  6. "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.
  7. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  8. "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021. {{cite web}}: Check date values in: |date= and |archivedate= (help)
  9. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  10. "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 14 October 2020. Retrieved 1 October 2018.{{cite news}}: CS1 maint: unrecognized language (link)
  11. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟ

ସମ୍ପାଦନା