ହାକିମ ବାବୁ
୧୯୮୫ର ଓଡ଼ିଆ କଥାଚିତ୍ର
ହାକିମ ବାବୁ - ୧୯୮୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସକୁ କାହାଣୀରେ ରୂପାନ୍ତର କରିଥିଲେ ପ୍ରଣବ ଦାସ ।[୩] ଅମିୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରଣବ ଦାସ ।[୪]
ହାକିମ୍ ବାବୁ | |
---|---|
ନିର୍ଦ୍ଦେଶକ | ପ୍ରଣବ ଦାସ |
ପ୍ରଯୋଜକ | ଅମିୟ ରଞ୍ଜନ ପଟ୍ଟନାୟକ[୧][୨] |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ପ୍ରଣବ ଦାସ |
କାହାଣୀ | ବିଭୂତି ପଟ୍ଟନାୟକ |
କଳାକାର | ସୁଜାତା ଆନନ୍ଦ, ଅଜିତ ଦାସ, ବିଜୟ ମହାନ୍ତି, ହେମନ୍ତ ଦାସ |
ସଙ୍ଗୀତ | ସରୋଜ ପଟ୍ଟନାୟକ |
ଚିତ୍ରଗ୍ରହଣ | ରାଜନ କିନ୍ନାଗୀ |
ସମ୍ପାଦକ | ମୁକ୍ତାର ଅହମ୍ମଦ |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର କାହାଣୀ କେନ୍ଦୁଝର ଅଞ୍ଚଳର ହୋଇଥିବାରୁ ଏହାର ୭୫ ଭାଗ ସୁଟିଂ କେଉଁଝର ଅଞ୍ଚଳରେ ହୋଇଥିବା ବେଳେ ବାକି ସୁଟିଂ କଳିଙ୍ଗ ଷ୍ଟୁଡିଓରେ ହୋଇଥିଲା ।[୫] ଏହି କଥାଚିତ୍ରର କଳା ନିର୍ଦ୍ଦେଶକ ଥିଲେ ନିଖିଲ ବରଣ ସେନ୍ଗୁପ୍ତା ।[୫]
ଅଭିନୟସମ୍ପାଦନ କରନ୍ତୁ
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ ।[୫]
ପୁରସ୍କାରସମ୍ପାଦନ କରନ୍ତୁ
ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଏବଂ ଏହି ଚଳଚ୍ଚିତ୍ରର ଅଭିନେତା ଅଜିତ ଦାସଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧୧]
ଆଧାରସମ୍ପାଦନ କରନ୍ତୁ
- ↑ "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
- ↑ "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
- ↑ ୩.୦ ୩.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.
- ↑ "ଆମ ଷ୍ଟାରମାନଙ୍କ ସଙ୍ଗେ ସନ୍ଧ୍ୟାଟିଏ". ନିତିଦିନ (ନଜର୍). 26 June 2022. p. ୧୪. Archived from the original on 26 June 2022. Retrieved 26 June 2022.
- ↑ ୫.୦ ୫.୧ ୫.୨ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
- ↑ "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.
- ↑ "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}
: Check date values in:|date=
and|archivedate=
(help) - ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
- ↑ "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 1 October 2018. Retrieved 1 October 2018.
{{cite news}}
: CS1 maint: unrecognized language (link) - ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link)
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ହାକିମ ବାବୁ