ସାତ୍ୟକି ମିଶ୍ର

ଓଡ଼ିଆ ଅଭିନେତା

ସାତ୍ୟକି ମିଶ୍ର (ଜନ୍ମ: ୨୫ ସେପ୍ଟେମ୍ବର ୧୯୭୧) ଜଣେ ଓଡ଼ିଆ ଅଭିନେତା, ଯିଏକି କଥାଚିତ୍ର ଓ ଧାରାବାହିକରେ କାମ କରନ୍ତି । ଓଡ଼ିଆ କଥାଚିତ୍ରରେ ସେ ଖଳନାୟକ, ହାସ୍ୟ ଅଭିନେତା ତଥା ପାର୍ଶ୍ୱ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । ସେ ୨୦ରୁ ଅଧିକ ଓଡ଼ିଆ ଧାରାବାହିକରେ କାମ କରିଛନ୍ତି ।[୧]

ସାତ୍ୟକି ମିଶ୍ର
ଜନ୍ମ (1971-09-25) ୨୫ ସେପ୍ଟେମ୍ବର ୧୯୭୧ (ବୟସ ୫୨)
ବୃତ୍ତିଅଭିନେତା (ଓଡ଼ିଆ)
ବୈବାହିକ-ସାଥୀସୁଚିସ୍ମିତା ମିଶ୍ର (୧୦ ମଇ ୨୦୦୦ – ଏବେଯାଏଁ)
ସନ୍ତାନ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସାତ୍ୟକି ମିଶ୍ର ୧୯୭୧ ମସିହାର ସେପ୍ଟମ୍ବର ୨୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ୨୦୦୦ ମସିହାରେ ସେ ସୁଚିସ୍ମିତା ମିଶ୍ରଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଜଣ ପୁଅ ଅଛନ୍ତି । ସେ ମୁଖ କର୍କଟରେ ଆକ୍ରାନ୍ତ ହୋଇଥିଲେ ଏବଂ ୨୦୨୩ ମସିହାରେ ତାଙ୍କ ଅସ୍ତ୍ରୋପଚାର ପରେ ସୁସ୍ଥ ହେବା ପରେ ନିଶା ସେବନ ଠାରୁ ଦୂରେଇ ରହିବାକୁ ବାର୍ତ୍ତା ଦେଇଥିଲେ ।[୨][୩][୪]

ଅଭିନୟ ଜୀବନ ସମ୍ପାଦନା

ଅଭିନୀତ କଥାଚିତ୍ର ସମ୍ପାଦନା

ମସିହା ଚଳଚ୍ଚିତ୍ର ଭୂମିକା
୧୯୯୫ କୁଳ ନନ୍ଦନ ପ୍ରେମ ଶଙ୍କର ଚୌଧୁରୀ
୧୯୯୭ ବାପା
ଗଙ୍ଗା ଯମୁନା ରବି
୧୯୯୯ ସରପଞ୍ଚ ବାବୁ
ମା' ପରି କିଏ ହେବ ରଣଜିତ ବଳବନ୍ତ ରାୟ
ଧର୍ମ ନିକିତି ପ୍ରତାପ
୨୦୦୧ ଗାରେ ସିନ୍ଦୂର ଧାରେ ଲୁହ
୨୦୦୨ ସମୟ ଚକରେ ସଂସାର ରଥ ରଣଜିତ ଚୌଧୁରୀ
ମନ ରହିଗଲା ତୁମରି ଠାରେ ପ୍ରକାଶ
୨୦୦୩ ଏଇଠି ସ୍ୱର୍ଗ ଏଇଠି ନର୍କ
କଥା ଦେଇଥିଲି ମା'କୁ ବିକ୍ରମ
ବିଧାତା ଶକ୍ତି
୨୦୦୪ ହରିଭାଇ ହାରେନା ଗୌରାଙ୍ଗ
୨୦୦୭ ନାରୀ ନୁହେଁ ତୁ ନାରାୟଣୀ
୨୦୦୮ କଳିଙ୍ଗ ପୁତ୍ର ସତ୍ୟାନନ୍ଦ
ମତେ ତ ଲଭ୍ ହେଲାରେ ପୋଲିସ୍ ଇନିସ୍‌ପେକ୍ଟର ଲେଙ୍କା
୨୦୦୯ ତୁ ମୋରି ପାଇଁ
୨୦୧୦ ଡନ୍
ମୁଁ କ'ଣ ଏତେ ଖରାପ ବାବାଜି
ଆମ ଭିତରେ କିଛି ଅଛି
୨୦୧୧ ମୋଷ୍ଟ ୱାଣ୍ଟେଡ୍ ବାବାଜି
ପ୍ରେମ୍ ୱେଡସ୍ ପ୍ରିୟା କାହ୍ନା
କ୍ରିମିନାଲ୍ ଦଶରଥ ଚୌଧୁରୀ
୨୦୧୨ ରାଜା ଝିଅ ସଙ୍ଗେ ହେଇଗଲା ଭାବ କଲ୍ୟାଣୀର ଭାଇ
ପର୍ଶୁରାମ ମାମା
୨୦୧୩ ପାରିବେନି କେହି ଅଲଗା କରି ମାମୁଁ
ସୁପରଷ୍ଟାର୍
ମୁଁ ଏକା ତୁମର ଅଙ୍କଲ୍
୨୦୧୪ ଲେଖୁ ଲେଖୁ ଲେଖିଦେଲି ଅମ୍ରିତାର ବାପା
ପାଗଳ କରିଚୁ ତୁ କାକାର ଲୋକ
୨୦୧୫ କଳ୍କୀ ମିହିର
୨୦୧୬ ପ୍ରେମରେ ପ୍ରେମରେ
୨୦୨୨ ଅଧାଲେଖା ଗପ
୨୦୨୩ ଧୋ'ରେ ବାବୁ ଧୋ'

ଅଭିନୀତ ଧାରାବାହିକ ସମ୍ପାଦନା

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ଅପା ଇଟିଭି ଓଡ଼ିଆ ଅରଣ୍ୟ
ଜୀବନ ସାଥି ସାର୍ଥକ ଟିଭି

ଆଧାର ସମ୍ପାଦନା

  1. "Diagnosed With Oral Cancer, Odia Actor Urges People To Shun Tobacco". Odisha Bytes (in ଆମେରିକୀୟ ଇଂରାଜୀ). 27 December 2023. Archived from the original on 27 December 2023. Retrieved 27 December 2023.
  2. "୨ ବର୍ଷ ଧରି କର୍କଟ ସହ ଲଢ଼ିବା ପରେ ମୁହଁରେ ହେଲା ଅପରେସନ୍ । ନିଶା ସେବନ ଠାରୁ ଦୂରେଇ ରହିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ". Kanak News. 27 December 2023. Archived from the original on 27 December 2023. Retrieved 27 December 2023.
  3. "ମୁଖ କର୍କଟ ରୋଗରେ ଆକ୍ରାନ୍ତ ଅଭିନେତା ସାତ୍ୟକି ମିଶ୍ର କହିଲେ ନିଜ ମନକଥା". ସମ୍ବାଦ. 27 December 2023. Archived from the original on 27 December 2023. Retrieved 27 December 2023.
  4. "Actor satyaki mishra appeal said plz avoid tabacco". Prameya News7. 27 December 2023. Archived from the original on 27 December 2023. Retrieved 27 December 2023.

ବାହାର ଆଧାର ସମ୍ପାଦନା