ପ୍ରେମରେ ପ୍ରେମରେ
ପ୍ରେମରେ ପ୍ରେମରେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ରୱାଲ ଏବଂ ନିର୍ଦ୍ଦେଶନା ଦେଇଥିଲ ସୁଧାଂଶୁ ମୋହନ ସାହୁ ।[୨] ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ପ୍ରେମରେ ପ୍ରେମରେ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୀତାରମ ଅଗ୍ରୱାଲ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ରଣଜିତ ପଟ୍ଟନାୟକ |
କଳାକାର | ଅରିନ୍ଦମ ରାୟ ଶୀତଲ ପାତ୍ର ହରିହର ମହାପାତ୍ର ସାତ୍ୟକି ମିଶ୍ର ଚାନ୍ଦିନୀ ଅଞ୍ଜନା ଇମିଲି |
ସଙ୍ଗୀତ | ବିକାଶ ଦାସ[୧] |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରଟି ୨୦୧୬ ମସିହାରେ ରଜ ସମୟରେ ଜୁନ ୧୨ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ଏବଂ ନାୟିକ ଶୀତଲ ।[୪] ଚଳଚ୍ଚିତ୍ରର ବିଭିନ୍ନ ସହକାରୀ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର, ସାତ୍ୟକି ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପ୍ରେମରେ ପ୍ରେମରେ" | ବାପୁ ଗୋସ୍ୱାମୀ | ସୌରିନ ଭଟ୍ଟ, ନିବେଦିତା | ୦୪:୧୧ |
2. | "ମୋତ ଭୁଲି କେମିତି ରହିଚୁ ତୁ" | ମୋହିତ ଚକ୍ରବର୍ତ୍ତୀ | ନିବେଦିତା, ଲଳିତ | ୦୩:୧୫ |
3. | "ଆ ଥରେ ଆ" | ବାପୁ ଗୋସ୍ୱାମୀ | ଆର୍. ଏସ୍. କୁମାର | ୦୪:୦୭ |
4. | "ମୁଁ ରାଓଡ଼ି ରଙ୍ଗବତୀ" | ବାପୁ ଗୋସ୍ୱାମୀ | ଦିବ୍ୟା | ୦୩:୨୬ |
5. | "ଏମିତି ହୁଏ ପଡ଼ିଲେ ପ୍ରେମରେ" | ବାପୁ ଗୋସ୍ୱାମୀ | ସୌରିନ ଭଟ୍ଟ, ନିବେଦିତା | ୦୩:୫୫ |
ଆଧାର
ସମ୍ପାଦନା- ↑ "Premare Premare New Odia Film of Arindam and Seetal". New Odisha. 10 April 2016. Archived from the original on 26 July 2017. Retrieved 23 July 2017.
{{cite news}}
:|first=
missing|last=
(help) - ↑ "In This Rajo Sarthak Home Production Present's Odia Movie "Premare Premare"". E News ଓଡ଼ିଆ. 22 March 2016. Retrieved 23 July 2017.
- ↑ "Premare Premare". Odia Movie Database. Archived from the original on 20 July 2017. Retrieved 23 July 2017.
- ↑ ""ପ୍ରେମରେ ପ୍ରେମରେ' ପରେ ପୁଣି ଏକାଠି ନଜର ଆସିବେ ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ". ସମ୍ବାଦ. 26 June 2016. Retrieved 23 July 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମରେ ପ୍ରେମରେ