ଧର୍ମ ନିକିତି

୧୯୯୯ର ଓଡ଼ିଆ କଥାଚିତ୍ର

ଧର୍ମ ନିକିତି, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଫେଲୁ ମହାନ୍ତି ଓ କନ‌ୱାଲଜିତ୍ ସିଂହ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଶୀର୍ଷାନନ୍ଦ ଦାସ କାନୁନ‌୍‌ଗୋ ଏହି କଥାଚିତ୍ରଟି ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ଧର୍ମ ନିକିତି
ନିର୍ଦ୍ଦେଶକସଂଗ୍ରାମ ବିଶ୍ୱାଳ
ପ୍ରଯୋଜକଫେଲୁ ମହାନ୍ତି, କନ‌ୱାଲଜିତ୍ ସିଂହ
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
କଳାକାରସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଦେବୁ ବ୍ରହ୍ମା, ସୁରେଶ ବଳ, ମୀନକେତନ
ସଙ୍ଗୀତଦୀପକ କୁମାର
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଦେବୁ ବ୍ରହ୍ମା, ସୁରେଶ ବଳ, ମୀନକେତନ, ନମ୍ରତା ଦାସ, ସରୋଜ ଦାସ, ରାକେଶ ଜୈନ, ପ୍ରଦ୍ୟୁମ୍ନ ଲେଙ୍କା, ଶ୍ୱେତା ମଲ୍ଲିକ, ମାମିନା, ରବି ମିଶ୍ର, ସାତ୍ୱକୀ ମିଶ୍ର, ଉଷସୀ ମିଶ୍ର, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ରାଇମୋହନ ପରିଡ଼ା, ଇନ୍ଦୁ ପାତ୍ର, ଅଦିକନ୍ତ ରାଉତ, କୁଳମଣି ସାହୁ, ଜୟୀରାମ ସାମଲ, ବ୍ରଜ ସିଂହ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାରଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଫେଲୁ ମହାନ୍ତି, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ସୋନୁ ନିଗମ, ପୂ୍ର୍ଣ୍ଣିମା, ମହମଦ ସାଜିଦ୍, କୁମାର ସାନୁ, ସାଧନା ସରଗମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ଓଲିଉଡ଼୍‍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 10 September 2018. Retrieved 10 September 2018.CS1 maint: unrecognized language (link)
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.

ବାହାର ଆଧାରସମ୍ପାଦନ କରନ୍ତୁ