ପାରିବେନି କେହି ଅଲଗା କରି
୨୦୧୩ର ଓଡ଼ିଆ କଥାଚିତ୍ର
ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ପାରିବେନି କେହି ଅଲଗା କରି ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।[୨],
ପାରିବେନି କେହି ଅଲଗା କରି | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ (ସାର୍ଥକ ଫିଲ୍ମସ୍) |
ସଂଳାପ | (ସଂଳାପ): ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ରଣଜିତ ପଟ୍ଟନାୟକ |
କଳାକାର | ଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | କେ ଭି ରମନ୍ନା |
ମୁକ୍ତିଲାଭ ତାରିଖ | ୧୧ ଜାନୁଆରୀ ୨୦୧୩ [୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନା- ଅରିନ୍ଦମ ରାୟ
- ପ୍ରିୟା ଚୌଧୁରୀ[୩]
- ସ୍ନିଗ୍ଧା ମହାନ୍ତି
- ପ୍ରେମାଞ୍ଜନ ପରିଡା
- ମିଟୁ ମିଥୁନ
- ହରି ହର
- ମୁସ୍କାନ
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ପ୍ରେମ ଆନନ୍ଦ
- ଗୀତିକାର: ଶ୍ରୀକାନ୍ତ ଗୌତମ
ଟୀକା
ସମ୍ପାଦନା- ↑ "Paribeni Kehi Alaga Kari Oriya Movie". incredibleorissa.com. 2013. Retrieved 16 January 2013.
Release Date – 11 January 2013
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ପାରିବେନି କେହି ଅଲଗା କରି
- ↑ "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.