ତୁ ମୋରି ପାଇଁ
ତୁ ମୋରି ପାଇଁ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦିବ୍ୟ ଜ୍ୟୋତି, ଚିତ୍ତରଞ୍ଜନ ପୃଷ୍ଟି ଏବଂ ଅଶୋକ ସାହୁ । ଦିପ୍ତିମୟୀ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜୟପ୍ରକାଶ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ତୁ ମୋରି ପାଇଁ | |
---|---|
ନିର୍ଦ୍ଦେଶକ | ଜୟପ୍ରକାଶ ମହାନ୍ତି |
ପ୍ରଯୋଜକ | ଦିବ୍ୟ ଜ୍ୟୋତି, ଚିତ୍ତରଞ୍ଜନ ପୃଷ୍ଟି, ଅଶୋକ ସାହୁ |
ସଂଳାପ | ପ୍ରଦୀପ ନନ୍ଦ |
ଚିତ୍ରନାଟ୍ୟ | ଦିପ୍ତିମୟୀ ମହାନ୍ତି |
କାହାଣୀ | ଦିପ୍ତିମୟୀ ମହାନ୍ତି |
କଳାକାର | ସବ୍ୟସାଚୀ ମିଶ୍ର, ଲିପି ପରିଡ଼ା, ମିହିର ଦାସ, ରୁନୁ ପରିଜା, ଜର୍ଜ ତିଆଡ଼ି, ଅନିତା ଦାସ, ଜୟୀରାମ ସାମଲ |
ସଙ୍ଗୀତ | ପ୍ରେମ ଆନନ୍ଦ, ଜୟପ୍ରକାଶ ମହାନ୍ତି |
ଚିତ୍ରଗ୍ରହଣ | ଅଶୋକ ଦର୍ଶନ |
ସମ୍ପାଦକ | ଅଜୟ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ଲିପି ପରିଡ଼ା ।[୧] ମିହିର ଦାସ, ରୁନୁ ପରିଜା, ଜର୍ଜ ତିଆଡ଼ି, ଅନିତା ଦାସ, ଜୟୀରାମ ସାମଲ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ରିମ୍ଝିମ୍, ନିରଞ୍ଜନ ପତି, ସଲିଲ୍ ମିତ୍ର, ସାତ୍ୱକୀ ମିଶ୍ର, ମିଟୁ ମିଥୁନ, ବ୍ରଜ ସିଂହ, ସଂଗ୍ରାମ, ଶୁଭଙ୍କର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ଓ ଜୟପ୍ରକାଶ ମହାନ୍ତି । ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ଜୟପ୍ରକାଶ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତପୁ ମିଶ୍ର, ଶକ୍ତି ମିଶ୍ର, ଜୟପ୍ରକାଶ ମହାନ୍ତି, ସଞ୍ଜୁ ମହାନ୍ତି, ସୌରଭ, ଶ୍ରୀଚରଣ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିରଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ପ୍ରଥମ ପ୍ରେମର" | |
2. | "ଚେନାଏ ଚଇତି" | |
3. | "ମୋ ଝୁମୁକା ଲାଗୁଚି" | |
4. | "ତୁ ମୋରି ପାଇଁ" | |
5. | "କିଛି ପ୍ରେମ ପିନ୍ଧେ ସିନା" | |
6. | "ଚୋରା ଚଇତି" | |
7. | "ତୁ ମତେ ମୋ ଠାରୁ" |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ବୁଦ୍ଧାଦିତ୍ୟ-ଲିପିଙ୍କ ରୋମାନସ୍ ପରଦାକୁ ଆସି ପାରିନାହିଁ". sambad.in. 7 November 2017. Retrieved 31 December 2017.
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋରି ପାଇଁ