ମୁଁ କ'ଣ ଏତେ ଖରାପ
ମୁଁ କ'ଣ ଏତେ ଖରାପ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମଦନଲାଲ ଅଗ୍ରୱାଲ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଓମପ୍ରକାଶ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ମୁଁ କ'ଣ ଏତେ ଖରାପ | |
---|---|
ନିର୍ଦ୍ଦେଶକ | ମଦନଲାଲ ଅଗ୍ରୱାଲ |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କଳାକାର | ଅନୁଭବ ମହାନ୍ତି, ଅର୍ପିତା ମୁଖାର୍ଜୀ, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ସାତ୍ୟକି ମିଶ୍ର |
ସଙ୍ଗୀତ | ଓମପ୍ରକାଶ ମହାନ୍ତି |
ମୁକ୍ତିଲାଭ ତାରିଖ | ୯ ଅପ୍ରେଲ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଅର୍ପିତା ମୁଖାର୍ଜୀ । ମିହିର ଦାସ, ବିଜୟ ମହାନ୍ତି, ମୀନକେତନ ଦାସ, ସାତ୍ୟକି ମିଶ୍ର, ମୁନ୍ନା ଖାନ୍, ସୁନମ, ହରିହର ମହାପାତ୍ର, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ଅଙ୍କିତା ଭୌମିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମପ୍ରକାଶ ମହାନ୍ତି । ଦେବଦାସ ଛୋଟରାୟ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ରୀଚରଣ, ସୁବାସ ଦାସ, ସୁସ୍ମିତା ଦାସ, ପାମେଲା ଜୈନ, ନମ୍ରତା ମହାନ୍ତି, ଉଦିତ ନାରାୟଣ, ଶୈଳାଭାମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଧିରେ ଧିରେ ମୋ ଜୀବନରେ ଆ" | |
2. | "ଇଟିକିଲି ମିଟିକିଲି" | |
3. | "ହାଏରେ ହାଏ ମୋ ଓଢ଼ଣୀ ଉଡ଼ିଯାଏ" | |
4. | "ଜୟ ଜଗନ୍ନାଥ ସ୍ୱାମୀ" | |
5. | "ମନ କାଗଜରେ ପ୍ରେମ କଲମରେ" |
ଆଧାର
ସମ୍ପାଦନା- ↑ "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
- ↑ "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ କ'ଣ ଏତେ ଖରାପ