ପର୍ଶୁରାମ (ଓଡ଼ିଆ କଥାଚିତ୍ର)

୨୦୧୨ର ଓଡ଼ିଆ କଥାଚିତ୍ର

ପର୍ଶୁରାମ, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ ।[୧] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସମ୍ପାଦନା କରିଥିଲେ । ସୁଧାଂଶୁ ମୋହ‌ନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪]

ପର୍ଶୁରାମ
ନିର୍ଦ୍ଦେଶକସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟସୁଶାନ୍ତ ମଣି
କଳାକାରଅରିନ୍ଦମ ରାୟ
ବର୍ଷା ପ୍ରିୟଦର୍ଶିନୀ
ସିଦ୍ଧାନ୍ତ ମହାପାତ୍ର
ପ୍ରଦ୍ୟୁମ୍ନ ଲେଙ୍କା
ହରିହର ମହାପାତ୍ର
ସଙ୍ଗୀତମନ୍ମଥ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୧ ଅକ୍ଟୋବର ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ବର୍ଷା ପ୍ରିୟଦର୍ଶିନୀ ।[୫][୨][୩] ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଅଙ୍କିତା ଭୌମିକ, ଅଜିତ ଦାସ, ସରୋଜ ଦାସ, ମାନସ ମିଶ୍ର, ସାତ୍ୱକୀ ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୃଥିରାଜ ନାୟକ, ପିଙ୍କି ପ୍ରଧାନ, ପ୍ରିତୀରାଜ ସତପଥୀ ଆଦି କଲାକାରମାନେ ଏହିକଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ରଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ମଣିଷ ସମୟର ଦାସ" 
2."ହୃଦୟର ସ୍ପନ୍ଦନରେ" 
3."ପର୍ଶୁରାମ" 
4."ପ୍ରେମ ନ ମିଳିଲେ" 
5."ଝିଟିପିଟି ଝିଟିପିଟି" 
6."ସାରାରା ସିଲି ସିଲି" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ Mohapatra, Mrudu M. (21 October 2012). "Odia Film Parshuram reviews". Odia Live. Retrieved 16 November 2017.
  2. ୨.୦ ୨.୧ "Parshuram New Film of Sarthak". Incredible Orissa. 8 July 2012. Retrieved 16 November 2017.
  3. ୩.୦ ୩.୧ ୩.୨ "Parshuram Odia Movie Official Posters". Incredible Orissa. 8 September 2012. Retrieved 16 November 2017.
  4. ୪.୦ ୪.୧ "Parshuram Oriya Movie Mahurat". Incredible Orissa. 11 August 2012. Retrieved 16 November 2017.
  5. "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 1 September 2018. Retrieved 1 September 2018.
  6. "ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍‌ ଭୂମିକା  | Sambad". Sambad. 3 September 2018. Retrieved 4 September 2018. no-break space character in |title= at position 68 (help)

ବାହାର ଆଧାରସମ୍ପାଦନ କରନ୍ତୁ