କଳ୍କୀ (ଓଡ଼ିଆ କଥାଚିତ୍ର)
୨୦୧୫ର ଓଡ଼ିଆ କଥାଚିତ୍ର
କଳ୍କୀ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅଭିନେତା ଅରିନ୍ଦମ ରାୟ । ଏହି ଚଳଚ୍ଚିତ୍ରର କାହାଣୀ ଏବଂ ସଂଳାପ ଲେଖିଥିଲେ ଭରଦ୍ୱାଜ ପଣ୍ଡା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।[୧]
କଳ୍କୀ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ଅରିନ୍ଦମ ରାୟ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ଅରିନ୍ଦମ ରାୟ, ରିୟା ଦେ, ଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୱକୀ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସୁନୀଲ ସଙ୍ଖୁଆ |
ସଙ୍ଗୀତ | ବିଭୂତି ଭୁଷଣ ଗଡ଼ନାୟକ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ନଞ୍ଜ, ସବ୍ୟସାଚୀ |
ମୁକ୍ତିଲାଭ ତାରିଖ | ୨୫ ନଭେମ୍ବର ୨୦୧୫ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ରାୟ ଏବଂ ନାୟିକା ରିୟା ଦେ । ଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୱକୀ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସୁନୀଲ ସଙ୍ଖୁଆ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଅରିନ୍ଦମ ରାୟ
- ରିୟା ଦେ
- ଜ୍ୟୋତିର୍ମୟୀ ବଳ
- ହରିହର ମହାପାତ୍ର
- ସାତ୍ୱକୀ ମିଶ୍ର
- ପ୍ରଦ୍ୟୁମ୍ନ ଲେଙ୍କା
- ଅସୀତ ପତି
- ସୁନୀଲ ସଙ୍ଖୁଆ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ବଞ୍ଜାରା" | |
2. | "ବି. ଏ. ପାସ୍" | |
3. | "ଭାଙ୍ଗ ଖାଇବୁ ଆଲୋ" | |
4. | "କଳ୍କୀ" |
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ କଳ୍କୀ