ଗାରେ ସିନ୍ଦୂର ଧାରେ ଲୁହ

୨୦୦୧ର ଓଡ଼ିଆ କଥାଚିତ୍ର

ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ଗାରେ ସିନ୍ଦୂର ଧାରେ ଲୁହ ୨୦୦୨ ମସିହାରେ ମୁକ୍ତିଲାଭ କରିଥିଲା ।[୩] ଚଳଚ୍ଚିତ୍ରଟି ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ "ଧୂଳିଘର" ଉପରେ ପର୍ଯ୍ୟବସିତ ।[୪]

ଗାରେ ସିନ୍ଦୂର ଧାରେ ଲୁହ
ନିର୍ଦ୍ଦେଶକଗୋବିନ୍ଦ ତେଜ
ସଂଳାପବିଭୂତି ପଟ୍ଟନାୟକ[୧]
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ[୨]
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୨୦୦୨
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୯୭ଲକ୍ଷ ୬୦ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆକଥାଚିତ୍ର ‘ଗାରେ ସିନ୍ଦୂର ଧାରେ ଲୁହ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୨(ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର)[୭]

ଆଧାରସମ୍ପାଦନ କରନ୍ତୁ

  1. http://www.thesundayindian.com/or/story/odiya-cinema/7/3033/
  2. http://www.odisha360.com/odia-personalities/anu-chowdhury/
  3. "Ollywood Stars Anu & Sritam To Recreate Magic In 'Maa Ra Mamata'". Odisha Bytes. 1 August 2021. Archived from the original on 7 December 2021. Retrieved 7 December 2021.
  4. http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/
  5. http://odishatoday.com/viewnews.php?news_id=2049
  6. Palit, Ashok (28 July 2021). "Odia film 'Maa ra Mamata' is all set to release soon". Odisha News Times. Archived from the original on 7 December 2021. Retrieved 7 December 2021.
  7. http://odisha.gov.in/e-magazine/orissaannualreference/2014/pdf/120.pdf

ବାହାର ଆଧାରସମ୍ପାଦନ କରନ୍ତୁ