ମନ ରହିଗଲା ତୁମରି ଠାରେ

୧୯୯୯ର ଓଡ଼ିଆ କଥାଚିତ୍ର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆ କଥାଚିତ୍ର ମନ ରହିଗଲା ତୁମରି ଠାରେ [୩] ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୪]

ମନ ରହିଗଲା ତୁମରି ଠାରେ
ନିର୍ଦ୍ଦେଶକମହମ୍ମଦ ମହସୀନ୍
ପ୍ରଯୋଜକବସନ୍ତ ନାୟକ
ସଂଳାପ(ସଂଳାପ): ବିଜୟ ମିଶ୍ର
ଚିତ୍ରନାଟ୍ୟମହମ୍ମଦ ମହସୀନ୍
କାହାଣୀବସନ୍ତ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଅନୁ ଚୌଧୁରୀ, ଜ୍ୟୋତି ମିଶ୍ର
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୧୧ଜୁନ ୧୯୯୯ [୧] [୨]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୮ଲକ୍ଷ ୩୬ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ୤ ‘ମନ ରହିଗଲା ତୁମରି ଠାରେ’ର ଗୀତଗୁଡ଼ିକରେ ଇରା ମହାନ୍ତି, ତୃପ୍ତି ଦାସ, ଟି. ସୌରୀ ଓ ସୁବାଷ ଦାସ ପ୍ରମୁଖ କଣ୍ଠଦାନ କରିଥିଲେ ୤

ଆଧାରସମ୍ପାଦନ କରନ୍ତୁ

  1. ଧରିତ୍ରୀ (୨୩ଡିସେମ୍ବର୧୯୯୯)
  2. ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
  3. ଇଣ୍ଟରନେଟ ମୁଭି ଡାଟାବେସରେ ମନ ରହିଗଲା ତୁମରି ଠାରେ
  4. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 24 August 2018. Retrieved 24 August 2018.