ମନ ରହିଗଲା ତୁମରି ଠାରେ
୧୯୯୯ର ଓଡ଼ିଆ କଥାଚିତ୍ର
ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆ କଥାଚିତ୍ର ମନ ରହିଗଲା ତୁମରି ଠାରେ [୩] ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୪]
ମନ ରହିଗଲା ତୁମରି ଠାରେ | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସୀନ୍ |
ପ୍ରଯୋଜକ | ବସନ୍ତ ନାୟକ |
ସଂଳାପ | (ସଂଳାପ): ବିଜୟ ମିଶ୍ର |
ଚିତ୍ରନାଟ୍ୟ | ମହମ୍ମଦ ମହସୀନ୍ |
କାହାଣୀ | ବସନ୍ତ ନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଅନୁ ଚୌଧୁରୀ, ଜ୍ୟୋତି ମିଶ୍ର |
ସଙ୍ଗୀତ | ସ୍ୱରୂପ ନାୟକ |
ମୁକ୍ତିଲାଭ ତାରିଖ | ୧୧ଜୁନ ୧୯୯୯ [୧] [୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୮୮ଲକ୍ଷ ୩୬ହଜାର |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ‘ମନ ରହିଗଲା ତୁମରି ଠାରେ’ର ଗୀତଗୁଡ଼ିକରେ ଇରା ମହାନ୍ତି, ତୃପ୍ତି ଦାସ, ଟି. ସୌରୀ ଓ ସୁବାଷ ଦାସ ପ୍ରମୁଖ କଣ୍ଠଦାନ କରିଥିଲେ
ଆଧାର
ସମ୍ପାଦନା- ↑ ଧରିତ୍ରୀ (୨୩ଡିସେମ୍ବର୧୯୯୯)
- ↑ ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ମନ ରହିଗଲା ତୁମରି ଠାରେ
- ↑ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.