ବିଧାତା (୨୦୦୩ର ଚଳଚ୍ଚିତ୍ର)

୨୦୦୩ର ଓଡ଼ିଆ କଥାଚିତ୍ର

ବିଧାତା, ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଫେଲୁ ମହାନ୍ତି ଓ ବିଷ୍ଣୁ ଦତ୍ତ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ବିଧାତା
ନିର୍ଦ୍ଦେଶକସଂଗ୍ରାମ ବିଶ୍ୱାଳ
ପ୍ରଯୋଜକଫେଲୁ ମହାନ୍ତି, ବିଷ୍ଣୁ ଦତ୍ତ
ସଂଳାପଶୀର୍ଷାନନ୍ଦ ଦାସ କାନୁନଗୋ
ଚିତ୍ରନାଟ୍ୟସଂଗ୍ରାମ ବିଶ୍ୱାଳ
କାହାଣୀସଂଗ୍ରାମ ବିଶ୍ୱାଳ
କଳାକାରସିଦ୍ଧାନ୍ତ ମହାପାତ୍ର
ମିହିର ଦାସ
ନମ୍ରତା ଦାସ
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ସଙ୍ଗୀତଦୀପକ କୁମାର
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୮ଲକ୍ଷ ୭୫ହଜାର

ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ନମ୍ରତା ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଇଲୁ ବାନାର୍ଜୀ, ପ୍ରଦ୍ୟୁମ୍ନ ଲେଙ୍କା, ମୀନକେତନ, ସାତ୍ୱକି ମିଶ୍ର, ପ୍ରେମାଞ୍ଜନ ପରିଡ଼ା, ରାଇମୋହନ, ବୀରେନ ରାଉତରାୟ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର । ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. "ଓଲିଉଡ଼୍‍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 10 September 2018. Retrieved 10 September 2018.{{cite news}}: CS1 maint: unrecognized language (link)
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.

ବାହାର ଆଧାରସମ୍ପାଦନ କରନ୍ତୁ