ବ୍ୟବହାରକାରୀ:MKar/ଅତୀତର ନବକଳେବର
- ୨୦୧୫: ଦିବ୍ୟସିଂହ ଦେବ (ଚତୁର୍ଥ) । ବ୍ରହ୍ମ ସ୍ଥାନାନ୍ତରରେ ଅବ୍ୟବସ୍ଥା, ମଧ୍ୟରାତ୍ର ପରିବର୍ତ୍ତେ ମଧ୍ୟାହ୍ନରେ କାର୍ଯ୍ୟ ସମାପନ ହେଇଥିଲା ।
- ୧୯୯୬: ଦିବ୍ୟସିଂହ ଦେବ (ଚତୁର୍ଥ)। ଦୀନବନ୍ଧୁ ସ୍ଵାଇଁ ମହାପାତ୍ର ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ କରିଥିଲେ ।
- ୧୯୭୭: ଦିବ୍ୟସିଂହ ଦେବ (ଚତୁର୍ଥ) ।
- ୧୯୬୯: ବୀରକେଶରୀ ଦେବ (ତୃତୀୟ)ଙ୍କ ୧୫ଅଙ୍କ । ସତ୍ୟବାଦୀ ସ୍ଵାଇଁ ମହାପାତ୍ର ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ କରିଥିଲେ ।
- ୧୯୫୦: ରାମଚନ୍ଦ୍ର ଦେବ (ଚତୁର୍ଥ)ଙ୍କ ୨୯ଅଙ୍କ । ସାଧୁ-ପୁଲିସ ଗଣ୍ଡଗୋଳ ହେଇଥିଲା, ଏହା ପରଠାରୁ ନାଗା ସନ୍ନ୍ୟାସୀମାନେ ନବକଳେବରରେ ଅଂଶଗ୍ରହଣ କରୁନାହାନ୍ତି ।[୧]
- ୧୯୩୧: ରାମଚନ୍ଦ୍ର ଦେବ (ଚତୁର୍ଥ) ସପ୍ତମ ଅଙ୍କ । ଶଗଡ଼ି ଚକତଳେ ପଡ଼ି ବାଲିଗୁଆଳି ଗାଆଁର ଗୁଣ୍ଡିଚା ପ୍ରଧାନ ମୃତ୍ୟୁବରଣ କରିଥିଲେ ।[୨]
- ୧୯୧୨: ମୁକୁନ୍ଦଦେବ (ତୃତୀୟ) । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ସମସ୍ତ ଦାୟିତ୍ଵ ନିର୍ବାହ କରିଥିଲେ । ନବକଳେବର ଦର୍ଶନ ହୋଇପାରିନଥିଲା ।[୩]
- ୧୮୯୩: ମୁକୁନ୍ଦ ଦେବ (ତୃତୀୟ) । ଆର୍ଥିକ ପରିସ୍ଥିତ ସୁଦୃଢ଼ ନଥିବାରୁ ଆଂଶିକ ନବକଳେବର ହେଇଥିଲା ।[୪]
- ୧୮୭୪: ଦିବ୍ୟସିଂହ ଦେବ (ତୃତୀୟ)
- ୧୮୫୫: ବୀରକେଶରୀ (ଦ୍ଵିତୀୟ)
- ୧୮୨୮: ରାମଚନ୍ଦ୍ର ଦେବ (ତୃତୀୟ)
- ୧୮୦୯: ମୁକୁନ୍ଦ ଦେବ (ଦ୍ଵିତୀୟ)
- ୧୭୯୦: ବୀରକେଶରୀ ଦେବ (ପ୍ରଥମ)
- ୧୭୮୦: ଯୋଡ଼ା ପଡ଼ିଥିଲେ ମଧ୍ୟ ନବକଳେବର ହୋଇନଥିଲା
- ୧୭୬୮: ବୀରକେଶରୀ ଦେବ (ପ୍ରଥମ)
- ୧୭୪୯: ବୀରକେଶରୀ ଦେବ (ପ୍ରଥମ)
- ୧୭୩୯: ଗଜପତି ନାବାଳକ ଥିବାରୁ ଉଜ୍ଜ୍ଵଳଦେବ ସମସ୍ତ ଦାୟିତ୍ଵ ନେଇଥିଲେ । ଲକ୍ଷ୍ମୀଭଦ୍ର ଗିରି କାୟା ପ୍ରବେଶ କରି ବ୍ରହ୍ମ ଦେଖିଥିଲେ ।
- ୧୭୩୦: ରାମଚନ୍ଦ୍ର ଦେବ (ଦ୍ଵିତୀୟ)
- ୧୭୧୧/୧୭୧୪: ଦିବ୍ୟସିଂହ ଦେବ:
- ୧୬୯୬: ଦିବ୍ୟସିଂହ ଦେବ [ଶ୍ରୀ ଅଙ୍ଗଫିଟା ନୀତି ସମ୍ପନ୍ନ ହୋଇଥିଲା]
- ୧୬୮୪:
- ୧୬୬୫: ମୁକୁନ୍ଦଦେବ । ରାଜଗୁରୁ ଭୁବନେଶ୍ଵର ରଥଙ୍କ ନେତୃତ୍ଵରେ ଖଲିକୋଟରୁ ଦାରୁ ସଂଗ୍ରହ ହୋଇ ନବକଳେବର ଅନୁଷ୍ଠିତ ହୋଇଥିଲା । ସଂଗୃହିତ ଦାରୁ ପୋଲା ଥିବାରୁ ନିରଞ୍ଜନ ପତି ମହାପାତ୍ରଙ୍କ ଅଧିନାୟକତ୍ଵରେ ଦଇତା ପତି ସେବକମାନେ ଅଧିଆ ପଡ଼ିଥିଲେ ଓ ଦାରୁ ନିଦା ହେବାପରେ ବିଗ୍ରହ ନିର୍ମାଣ ହୋଇଥିଲା । [୫]
- ୧୬୪୬: ନରସିଂହ ଦେବ
- ୧୬୨୭: ବଳଭଦ୍ର ଦେବ
- ୧୬୦୮: ପୁରୁଷୋତ୍ତମ ଦେବଙ୍କ ନବମ ଅଙ୍କ [ଦାରୁ ଶୋଭାଯାତ୍ରା ହୋଇନଥିଲା]
- ୧୫୯୩: ରାମଚନ୍ଦ୍ର ଦେବ (ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ)
- ୧୫୭୫: ରାମଚନ୍ଦ୍ର ଦେବ (ପ୍ରଥମ) (ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ) ଙ୍କ ଅଷ୍ଟମ ଅଙ୍କ
- ପ୍ରଥମ: ମହାଶିବଗୁପ୍ତ ଯଯାତି କେଶରୀଙ୍କ ତ୍ରୟୋଦଶ ଅଙ୍କ
ଆଧାର
ସମ୍ପାଦନା- ↑ "ଗଣଦେବତାଙ୍କ ଗଣ ଉତ୍ସବରେ ସାମିଲ ହୋଇଥିଲେ ରାଜ ପରିବାର". ଧରିତ୍ରୀ. ୨୨ ଜୁନ ୨୦୧୫.
{{cite news}}
: Check date values in:|date=
(help) - ↑ "ପରମ୍ପରାକୁ ପରିହାସ କଲେ ମୃତ୍ୟୁ". ପ୍ରମେୟ. ୧୪ ଅପ୍ରେଲ ୨୦୧୫.
{{cite news}}
: Check date values in:|date=
(help) - ↑ "ମହାପ୍ରଭୁଙ୍କ ସମାଧି ସମୟରେ ଘଣ୍ଟ ଘଣ୍ଟା ପ୍ରକମ୍ପିତ କରୁଥିଲା". ଧରିତ୍ରୀ. ୧୪ ଅପ୍ରେଲ ୨୦୧୫.
{{cite news}}
: Check date values in:|date=
(help) - ↑ "୧୮୯୩ରେ ହୋଇଥିଲା ଶ୍ରୀଅଙ୍ଗଫିଟା ନୀତି". ଧରିତ୍ରୀ. ୫ ମଇ ୨୦୧୫.
{{cite news}}
: Check date values in:|date=
(help) - ↑ "ନବକଳେବରର ଅଲୌକିକ ଘଟଣା". ସମାଜ. ୧୩ ଅପ୍ରେଲ ୨୦୧୫. p. ୧୦.
{{cite news}}
: Check date values in:|date=
(help)