ଜଗନ୍ନାଥ ମନ୍ଦିର, ଚେନ୍ନାଇ

ଜଗନ୍ନାଥ ମନ୍ଦିର ଭାରତର ତାମିଲନାଡୁ ରାଜ୍ୟରେ ଥିବା ଚେନ୍ନାଇ ନଗରରେ ଅବସ୍ଥିତ ଏକ ମନ୍ଦିର। ଏହା କାନାତୁର ନାମକ ସ୍ଥାନରେ ସମୁଦ୍ର କୂଳରେ ଅବସ୍ଥିତ। ଏହି ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରସୁଭଦ୍ରା ଦେବୀ ପୂଜା ପାଆନ୍ତି । ପ୍ରତିବର୍ଷ ଏଠି ରଥ ଯାତ୍ରା ମଧ୍ୟ ପାଳନ କରାଯାଏ।

ଜଗନ୍ନାଥ ମନ୍ଦିର, ଚେନ୍ନାଇ

ଛବିସମୂହ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା