ଜଗନ୍ନାଥ ମନ୍ଦିର, ଦାମନଯୋଡ଼ି

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ଅବସ୍ଥିତ । ମନ୍ଦିରଟି ଦାମନଯୋଡ଼ି ଅଞ୍ଚଳର ନାଲକୋ ବିଭାଗଦ୍ୱାରା ପରିଚାଳିତ । ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୂଜିତ ।

ଜଗନ୍ନାଥ ମନ୍ଦିର, ଦାମନଯୋଡ଼ି
Jagannatha Temple, Damanjodi 04.jpg
ଭୌଗୋଳିକ ଅବସ୍ଥିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକୋରାପୁଟ
ଅବସ୍ଥିତିଦାମନଯୋଡ଼ି
ପରମ୍ପରା
ମୁଖ୍ୟ ଆରାଧ୍ୟଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ
ଦାମନଯୋଡ଼ି ଜଗନ୍ନାଥ ମନ୍ଦିରରେ ପୂଜିତ ଦିଅଁ

ପର୍ବପର୍ବାଣିସମ୍ପାଦନ କରନ୍ତୁ

ଏହି ମନ୍ଦିରରେ ବର୍ଷରେ ଜଗନ୍ନାଥ ମହାପ୍ରଭୁଙ୍କର ଯାତ୍ରାଗୁଡ଼ିକ ପାଳିତ ହୁଏ ।

  • ସ୍ନାନ ଯାତ୍ରା
  • ରଥଯାତ୍ରା
  • ଚନ୍ଦନ ଯାତ୍ରା


ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ