ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ


ଏହି ଜଗନ୍ନାଥ ମନ୍ଦିର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଳୁରୁ ନଗରର ଆଗରାଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।

ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ
Jagannatha Balabhadra Subhadra Sudarsana Bengaluru.jpg
ଭୌଗୋଳିକ ଅବସ୍ଥିତି
ଦିଗବାରେଣି19°48′17″N 85°49′6″E / 19.80472°N 85.81833°E / 19.80472; 85.81833Coordinates: 19°48′17″N 85°49′6″E / 19.80472°N 85.81833°E / 19.80472; 85.81833
ଦେଶଭାରତ
ରାଜ୍ୟକର୍ଣ୍ଣାଟକ
ଅବସ୍ଥିତିବେଙ୍ଗାଳୁରୁ
ପରମ୍ପରା
ମୁଖ୍ୟ ଆରାଧ୍ୟଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ
Architecture
ମନ୍ଦିର ସଂଖ୍ୟା
ଇତିହାସ ଓ ପାଳନ
ୱେବସାଇଟsjttbangalore.org

ଅବସ୍ଥାନସମ୍ପାଦନ କରନ୍ତୁ

ଏହା ବେଙ୍ଗାଳୁରୁ ନଗର ଉପକଣ୍ଠରେ ଥିବା ଆଉଟର ରିଙ୍ଗ ରୋଡ଼ରେ 'ଆଗରା'ଠାରେ ୧୨° ୫୫' ୨୬.୫୮" ଉତ୍ତର ଅକ୍ଷାଂଶ ଓ ୭୭° ୩୮' ୫୮.୪୨" ପୂର୍ବ ଦ୍ରାଘିମାରେ ଅବସ୍ଥିତ ।

 
ମନ୍ଦିର ପ୍ରବେଶ ଦୁଆର

ପ୍ରମୁଖ ଦେବତାସମ୍ପାଦନ କରନ୍ତୁ

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣସମ୍ପାଦନ କରନ୍ତୁ

ଏଠାରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।

  • ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୩୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।[୧]
  • ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୨୦୦୬ ମସିହା ଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।[୨]
 
ରଥର ସାରଥୀ

ଗ୍ୟାଲେରିସମ୍ପାଦନ କରନ୍ତୁ

 
ରଥ ଓ ମନ୍ଦିର
 
ରଥ
 
ରଥର ବାହକ କଳା ଓ ଧଳା ଘୋଡ଼ା
 
ରଥ ଟଣା
 
ରଥ ଟଣା ୨୦୧୫
 
ରଥ ଓ ଜଗନ୍ନାଥ ମନ୍ଦିର
 
୨୦୧୫ ରଥଟଣାରେ ଶହ ଶହ ଜନତା, ଜଗନ୍ନାଥ ମନ୍ଦିର ଓ ହନୁମାନ ମନ୍ଦିର

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ