ଏହି ଜଗନ୍ନାଥ ମନ୍ଦିର ଓଡ଼ିଶା ରାଜ୍ୟର ବାରିପଦା ନଗରଠାରେ ଅବସ୍ଥିତ ।[୧] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।ଏହି ମନ୍ଦିରର ନିର୍ମାଣ  ପଛରେ ଥିବା  ଐତିହାସିକ କିମ୍ବଦନ୍ତୀ ଓ ଏଠାରେ ପାଳିତ ହେଉ ଥିବା ପୁରୀ ପରେ ଦ୍ୱିତୀୟ ପୁରାତନ ରଥ ଯାତ୍ରା ପାଇଁ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧ ଲାଭ କରିଛି

ଜଗନ୍ନାଥ ମନ୍ଦିର, ବାରିପଦା
Jagannath Temple baripada 3.jpg
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/ଓଡ଼ିଶା" does not exist.
ଭୌଗୋଳିକ ଅବସ୍ଥିତି
ଦିଗବାରେଣି21°55′44.98″N 86°43′23.9″E / 21.9291611°N 86.723306°E / 21.9291611; 86.723306
ଦେଶଭାରତ
ରାଜ୍ୟଓଡ଼ିଶା
ଅବସ୍ଥିତିବାରିପଦା,ମୟୂରଭଞ୍ଜ
ପରମ୍ପରା
ମୁଖ୍ୟ ଆରାଧ୍ୟଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ
Architecture
ମନ୍ଦିର ସଂଖ୍ୟା

ଅବସ୍ଥାନସମ୍ପାଦନ କରନ୍ତୁ

ପ୍ରମୁଖ ଦେବତାସମ୍ପାଦନ କରନ୍ତୁ

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣସମ୍ପାଦନ କରନ୍ତୁ

ଏଠାରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।

 
ମନ୍ଦିରର ଆଗପଟ ମୁଖ୍ୟ ଦ୍ୱାର ସହିତ
 
ନାଟ ମଣ୍ଡପ ସହିତ ମନ୍ଦିର
 
ମନ୍ଦିର
 
ମନ୍ଦିର
 
ରଥ ଓ ମନ୍ଦିରର ପାର୍ଶ୍ୱ ପଟ

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ