ବସ୍ତ୍ର ହରଣ
ବସ୍ତ୍ର ହରଣ, ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ସାହୁ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]
ବସ୍ତ୍ର ହରଣ | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
ପ୍ରଯୋଜକ | ରବିନ୍ଦ୍ର ସାହୁ |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
ଚିତ୍ରନାଟ୍ୟ | ଶିଶିର ମିଶ୍ର |
କାହାଣୀ | ଶିଶିର ମିଶ୍ର |
କଳାକାର | ବିଜୟ ମହାନ୍ତି ମହାଶ୍ୱେତା ରାୟ ଉତ୍ତମ ମହାନ୍ତି ଶ୍ରୀରାମ ପଣ୍ଡା ଅପରାଜିତା ମହାନ୍ତି ମିହିର ଦାସ ହର ପଟ୍ଟନାୟକ ଅସୀତ ପତି ସୁଜାତା ଆନନ୍ଦ |
ସଙ୍ଗୀତ | ପ୍ରଫୁଲ୍ଲ କର ଜୁଗଳ କିଶୋର ତିଳକ ରାଜ |
ଚିତ୍ରଗ୍ରହଣ | ଦିଲୀପ ରାୟ |
ସମ୍ପାଦକ | ଦିଲୀପ ସତମ |
ମୁକ୍ତିଲାଭ ତାରିଖ | ୧୬ ମଇ ୧୯୯୧ |
କଥାଚିତ୍ରର ସମୟ | ୧୭୨ ମିନିଟ୍ |
ଦେଶ | ![]() |
ଭାଷା | ଓଡ଼ିଆ |
ବିଜୟ ମହାନ୍ତି, ମହାଶ୍ୱେତା ରାୟ, ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ଅପରାଜିତା ମହାନ୍ତି, ମିହିର ଦାସ, ହର ପଟ୍ଟନାୟକ, ଅସୀତ ପତି, ସୁଜାତା ଆନନ୍ଦ, ଧୀର ବିଶ୍ୱାଳ, ସୁରେଶ ବଳ, ବୈଶାଳୀ ପରିଡ଼ା, ରୁନୁ ପରିଜା, ଜୟୀରାମ ସାମଲ, ବ୍ରଜ ସିଂହ, ଦୁଃଖିରାମ ସ୍ୱାଇଁ, ରବିନ୍ଦ୍ର ସାହୁ, ଅଶ୍ରୁମୋଚନ ମହାନ୍ତି, ସଂଗ୍ରାମ ବିଶ୍ୱାଳ, ଗ୍ଲୋରିଆ ମହାନ୍ତି, ଅରବିନ୍ଦ ଷଡ଼ଙ୍ଗୀ, ଦେବୁ ବ୍ରହ୍ମା, ରାଇମୋହନ ପରିଡ଼ା, ଭୂପତି, ଭବାନୀ ମହାପାତ୍ର, ସରସ୍ୱତୀ, ହିମାଂଶୁ ପରିଜା, ନରେନ୍ଦ୍ର ବିଶ୍ୱାଳ, ରମା ମହାରଣା, ଡିସ୍କୋ, ଶାନ୍ତି, ସନ୍ଧ୍ୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟସମ୍ପାଦନ କରନ୍ତୁ
- ବିଜୟ ମହାନ୍ତି
- ମହାଶ୍ୱେତା ରାୟ
- ଉତ୍ତମ ମହାନ୍ତି
- ଶ୍ରୀରାମ ପଣ୍ଡା
- ଅପରାଜିତା ମହାନ୍ତି
- ମିହିର ଦାସ
- ହର ପଟ୍ଟନାୟକ
- ଅସୀତ ପତି
- ସୁଜାତା ଆନନ୍ଦ
- ଧୀର ବିଶ୍ୱାଳ
- ସୁରେଶ ବଳ
- ବୈଶାଳୀ ପରିଡ଼ା
- ରୁନୁ ପରିଜା
- ଜୟୀରାମ ସାମଲ
- ବ୍ରଜ ସିଂହ
- ଦୁଃଖିରାମ ସ୍ୱାଇଁ[୪]
- ରବିନ୍ଦ୍ର ସାହୁ
- ଅଶ୍ରୁମୋଚନ ମହାନ୍ତି
- ସଂଗ୍ରାମ ବିଶ୍ୱାଳ[୫]
- ଗ୍ଲୋରିଆ ମହାନ୍ତି
- ଅରବିନ୍ଦ ଷଡ଼ଙ୍ଗୀ
- ଦେବୁ ବ୍ରହ୍ମା
- ରାଇମୋହନ ପରିଡ଼ା
- ଭୂପତି
- ଭବାନୀ ମହାପାତ୍ର
- ସରସ୍ୱତୀ
- ହିମାଂଶୁ ପରିଜା
- ନରେନ୍ଦ୍ର ବିଶ୍ୱାଳ
- ରମା ମହାରଣା
- ଡିସ୍କୋ ଶାନ୍ତି
- ସନ୍ଧ୍ୟା
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର, ଜୁଗଳ କିଶୋର ଓ ତିଳକ ରାଜ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଓ ନିଜାମ ଆଦି ଗିତୀକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ୍, ଅଞ୍ଜନା ଦାସ, କବିତା କ୍ରୀଷ୍ଣମୂର୍ତ୍ତୀ, ଦେବାଶିଷ ମହାପାତ୍ର, ତିଳକ ରାଜ, ବିନୋଦ ସୈଗଲ୍, ଜୟଶ୍ରୀ ଶିବରାମ, ମେହୁଲ କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଚୁନା ହେଲା ତୋ ସୁନା ସଂସାର" | |
2. | "ଦେଖ ମୋ ଷ୍ଟାଇଲ" | |
3. | "ହସି ହସି ଦୁନିଆ" | |
4. | "ମହୁଲି ମହୁଲି" | |
5. | "ନୂଆ ନୂଆ ପ୍ରେମ" |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "Bastra Haran (1991)". Indiancine.ma. Retrieved 19 July 2018.
- ↑ "Dukhiram Swain". www.nuaodisha.com. Retrieved 13 July 2018.
- ↑ "ପରଦା ଉପରେ ଏହି ଓଲିଉଡ ନିର୍ଦ୍ଦେଶକ". sambad.in. 3 March 2018. Retrieved 5 March 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ବସ୍ତ୍ର ହରଣ