ଦେବୁ ବ୍ରହ୍ମା

ଓଡ଼ିଆ ଅଭିନେତା

ଦେବୁ ବ୍ରହ୍ମା, ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା । ପିଲାଦିନରୁ ମଞ୍ଚ ଅଭିନୟ ସହିତ ଜଡ଼ିତ ଦେବୁ ବ୍ରହ୍ମା, ୧୯୮୩ ମସିହାରେ ଚଳଚ୍ଚିତ୍ର ରାମ ରହିମ ମାଧ୍ୟମରେ ଓଡ଼ିଆ ସିନେମାରେ ପାଦରଖିଥିଲେ । [୧]

ଦେବୁ ବ୍ରହ୍ମା
Debu Brahma (Actor).jpg
ଦେବୁ ବ୍ରହ୍ମା
ଜନ୍ମ ଓ ଜନ୍ମସ୍ଥାନ (1962-10-10) ୧୦ ଅକ୍ଟୋବର ୧୯୬୨ (ବୟସ ୬୦)
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ହାସ୍ୟ ଅଭିନେତା
ବାପା ବୋଉଗୌରୀ କୁମାର ବ୍ରହ୍ମା
ସତ୍ୟଭାମା ବ୍ରହ୍ମା

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ କଥାଚିତ୍ର ଅଭିନୀତ ଚରିତ୍ର
୧୯୮୨ ବାଜେ ବଇଁଶୀ ନାଚେ ଘୁଙ୍ଗୁର
୧୯୮୩ ରାମ ରହିମ
ମହାସତୀ ସାବିତ୍ରୀ
୧୯୮୪ ଗଙ୍ଗଶିଉଳୀ ଦେବୁ
୧୯୮୫ ବାବୁଲା
ଜଗା ହାତରେ ପଘା
ମମତା ମାଗେ ମୂଲ
୧୯୮୬ ଯୋର ଯା'ର ମୂଲକ ତାର ପୋଲିସ କନେଷ୍ଟବଳ
୧୯୮୭ ଭୁଲି ହୁଏନା
ଅନ୍ୟାୟ ସ‌ହିବି ନାହିଁ ଧପରାମ ଗିରିଧାରୀ
୧୯୮୮ ଥିଲି ଝିଅ ହେଲି ବୋହୂ
ସୁନା ଚଢ଼େଇ ବସ୍ କଣ୍ଡକ୍ଟର
କୁରୁକ୍ଷେତ୍ର
ଯାହାକୁ ରଖିବେ ଅନନ୍ତ ଦଣ୍ଡପାଣି
ବୋହୂ ହେବ ଏମିତି
ବଡ଼ ଭାଉଜ

ସମ୍ମାନସମ୍ପାଦନ କରନ୍ତୁ

  • ଶ୍ରେଷ୍ଠ ହାସ୍ୟ ଅଭିନେତା - ବାଣୀଚିତ୍ର ସମ୍ମାନ(୨୦୦୮)[୨]

ଆଧାରସମ୍ପାଦନ କରନ୍ତୁ

  1. ଧରିତ୍ରୀ ୧୭/୦୪/୨୦୧୪ ପୃଷ୍ଠା ୧୪ରେ ପ୍ରକାଶିତ ଧରିତ୍ରୀ ଆଳାପ
  2. "Banichitra awards presented". The Hindu (in Indian English). 15 June 2009. Retrieved 21 September 2020.

ଅଧିକ ତଥ୍ୟସମ୍ପାଦନ କରନ୍ତୁ