ହର ପଟ୍ଟନାୟକ
ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ
ହର ପଟ୍ଟନାୟକ (୧୨ ଅକ୍ଟୋବର ୧୯୫୮-୧୩ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ଥିଲେ । ସେ ୭୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିବା ସହ ୨୦ରୁ ଅଧିକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ୨୦୧୫ ମସିହା ଜାନୁଆରୀ ୧୩ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା । [୨]
ହର ପଟ୍ଟନାୟକ | |
---|---|
![]() ବେଙ୍ଗାଳୁରୁରେ ଓଡ଼ିଆ ଗଣେଶ ପୂଜାରେ ହର ପଟ୍ଟନାୟକ | |
ଜନ୍ମ | |
ମୃତ୍ୟୁ | ୧୩ ଜାନୁଆରୀ ୨୦୧୫ | (ବୟସ ୫୬)
ବୃତ୍ତି(s) | ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ-ଲେଖକ, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୭୭-୨୦୧୩ |
ଜୀବନସାଥୀ | ଝରଣା ପଟ୍ଟନାୟକ |
କଥାଚିତ୍ର ସମ୍ପାଦନ କରନ୍ତୁ
ସେ ୧୯୭୭ ମସିହାରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ସୁନାସଂସାର କଥାଚିତ୍ରରୁ ନିଜ ବୃତ୍ତି ଆରମ୍ଭ କରିଥିଲେ ।[୩]
ନିର୍ଦ୍ଦେଶିତ ସମ୍ପାଦନ କରନ୍ତୁ
- ପାଗଳ ପ୍ରେମୀ (୨୦୦୭)
- କଳ୍କୀ ଅବତାର (୧୯୯୯)
- ପୁଅ ମୋର ଭୋଳାଶଙ୍କର (୧୯୯୬)
- ସୁହାଗ ସିନ୍ଦୂର (୧୯୯୬)
ଅଭୀନୀତ ସମ୍ପାଦନ କରନ୍ତୁ
- ସହରୀ ବାଘ (୧୯୮୫)
- ଯୋର ଯା'ର ମୂଲକ ତାର (୧୯୮୬)
- ସୁନା ଚଢ଼େଇ (୧୯୮୭)
- ଚକା ଆଖି ସବୁ ଦେଖୁଛି (୧୯୮୭)
- ଯାହାକୁ ରଖିବେ ଅନନ୍ତ (୧୯୮୮)
- ପୁଅ ମୋର କଳାଠାକୁର (୧୯୮୮)
- ଆସୁଛି ମୋ କାଳିଆସୁନା (୧୯୮୯)
- ଦଇବ ଦଉଡ଼ି (୧୯୯୦)
- କପାଳ ଲିଖନ (୧୯୯୧)
- ଘର ମୋର ସ୍ୱର୍ଗ (୧୯୯)
- ଅଣ୍ଟିଛୁରୀ ତଣ୍ଟିକାଟେ (୧୯୯୨)
- ବାଦ୍ଶାହ (୧୯୯୨)
- ରଖିଲେ ଶିବ ମାରିବ କିଏ (୧୯୯୪)
- ସୁହାଗ ସିନ୍ଦୂର (୧୯୯୬)
- ରାମ ଲକ୍ଷ୍ମଣ (୧୯୯୭)
- ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର (୧୯୯୭)
- ଗଙ୍ଗା ଯମୁନା (୧୯୯୭)
- ସ୍ତ୍ରୀ (୧୯୯୮)
- ସହର ଜଳୁଛି (୧୯୯୮)
- ଏଇ ସଙ୍ଘର୍ଷ (୧୯୯୮)
- ପରଦେଶୀ ବାବୁ (୧୯୯୯)
- କୃଷ୍ଣା କାବେରୀ (୧୯୯୯)
- କଥା କହିବମୋ ମଥା ସିନ୍ଦୁର (୧୯୯୯)
- କଳ୍କୀ ଅବତାର (୧୯୯୯)
- କାଳଚକ୍ର (୧୯୯୯)
- ମୋ କୋଳ ତୋ ଝୁଲଣା (୨୦୦୧)
- ଧର୍ମ ଦେବତା (୨୦୦୧)
- ସିନ୍ଦୂର ନୁହେଁ ଖେଳଘର (୨୦୦୨)
- ଯେ ପାଞ୍ଚେ ପର ମନ୍ଦ (୨୦୦୨)
- ସାଥୀରେ (୨୦୦୪)
- ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪)
- ଅର୍ଜୁନ (୨୦୦୫)
- ଅଗ୍ନୀ ପରିକ୍ଷା (୨୦୦୫)
- ଥ୍ୟାଙ୍କ ୟୁ ଭଗବାନ (୨୦୦୬)
- ପାଗଳ ପ୍ରେମୀ (୨୦୦୭)
- ଛାତି ଚିରି ଦେଲେ ତୁ (୨୦୦୮)
- କୁରୁକ୍ଷେତ୍ର (୨୦୦୯)
- ତୋ ଆଖିରେ ମୁଁ (୨୦୧୦)
- ଓମ୍ ସାଇ ରାମ୍ (୨୦୧୨)
ମାନସମ୍ମାନ ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ Karan, Jajati (2008). "Oriya film star suffers from blood cancer, needs help - Movies News - IBNLive". ibnlive.in.com. Retrieved 21 January 2013.
Patnaik who was busy shooting till a month back has acted in 70 films and directed over 20 successful films
- ↑ Palit, Ashok. "Odisha cinestar, director Hara Patnaik passes away". Orissadiary.com. Retrieved 13 January 2015.
- ↑ "ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍ ରୋଲ୍ କରିଥିଲେ ହର ପଟ୍ଟନାୟକ!". Sambad. 20 September 2017. Archived from the original on 22 July 2018. Retrieved 22 July 2018.
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ହର ପଟ୍ଟନାୟକ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ହର ପଟ୍ଟନାୟକ