ବ୍ରଜ ସିଂହ
ଓଡ଼ିଆ ଅଭିନେତା
ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା ।[୧] ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବିଭିନ୍ନ ସହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।
ବ୍ରଜ ସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବ୍ରଜ ସିଂହ |
ଜୀବିକା | (ଓଡ଼ିଆ) ଅଭିନେତା |
କାର୍ଯ୍ୟକାଳ | ୧୯୮୬-ଏବେଯାଏଁ |
ଅଭିନୟ ଜୀବନସମ୍ପାଦନ କରନ୍ତୁ
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ଗାୟତ୍ରୀ | ଇ ଟିଭି ଓଡ଼ିଆ | |
ଦୁର୍ଗା | ତରଙ୍ଗ ଟିଭି |
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- ବ୍ରଜ ସିଂହ (ଇଣ୍ଟରନେଟ ମୁଭି ଡାଟାବେସରେ)