ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା

୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮

Total ୪୨ Articles

ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଉଇକିପଡ଼ିଆ ଏକ ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିଥିଲା । ଏହି ଗଣସମ୍ପାଦନାରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯାଇଥିଲା । ଓଡ଼ିଆ ଉଇକିପଡ଼ିଆ ସ‌ହିତ ଭାରତୀୟ ଭାଷାମାନଙ୍କର ଉପଲବ୍ଧ ଆଉ କିଛି ଉଇକିପଡ଼ିଆ ମଧ୍ୟ ଏହି ଗଣସମ୍ପାଦନାର ଆୟୋଜନ କରିଥିଲେ । ଏହ ଗଣସମ୍ପାଦନାଟିରେ ଭାଗନେବାକୁ ଥିବା ଇଚ୍ଛୁକ ଉଇକିଆଳି ନିଜର ନାମ ଲେଖି ସାଇନ୍‌ ଅପ୍ କରିଥିଲେ ।

ସମୟସୀମା ସମ୍ପାଦନା

୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮

ରଖାଯାଇଥିବା ନିୟମ ସମ୍ପାଦନା

  1. ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ଚାଲିବ ।
  2. ଏହି ଗଣସମ୍ପାଦନା ପାଇଁ ଭାରତର ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ କୌଣସି ବିଷୟରେ ପ୍ରସଙ୍ଗ ତିଆରି କରିହେବ, କିନ୍ତୁ ତାହା ଉଲ୍ଲେଖନୀୟ ହୋଇଥିବା ଆବଶ୍ୟକ, ଯାହାକି ଉଇକିପଡ଼ିଆର ନିୟମକୁ ଅନୁସରଣ କରୁଥିବ, ପ୍ରସଙ୍ଗରେ ଉପଯୁକ୍ତ ଆଧାର ଥିବା ଆବଶ୍ୟକ ।
  3. ଏହି ଗଣସମ୍ପାଦନାରେ ଗଢ଼ାଯାଇଥିବା କିମ୍ବା ଉନ୍ନତ କରାଯାଇଥିବା ପ୍ରସଙ୍ଗରେ "ଭାରତୀୟ ସ୍ୱାଧୀନତା ଗଣସମ୍ପାଦନା ୨୦୧୮ରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ" ଶ୍ରେଣୀ ଯୋଡ଼ିବା ଆବଶ୍ୟକ ଏବଂ ନୂଆ ଗଢ଼ିଥିବା କିମ୍ବା ଉନ୍ନତ କରିଥିବା ପ୍ରସଙ୍ଗ‌କୁ ନିମ୍ନରେ ଯୋଡ଼ିବାକୁ ଅନୁରୋଧ ।

ଅଂଶଗ୍ରହଣ କରିଥିବା ଉଇକିଆଳୀ ସମ୍ପାଦନା

  1. ସଂଗ୍ରାମ କେଶରୀ ସେନାପତି (ମୋ ଆଲୋଚନା) ୦୦:୩୯, ୧୩ ଅଗଷ୍ଟ ୨୦୧୮ (IST)[reply]
  2. Saileshpat (ମୋ ଆଲୋଚନା) ୦୦:୪୯, ୧୩ ଅଗଷ୍ଟ ୨୦୧୮ (IST)[reply]
  3. Gayatree Tripathy (ମୋ ଆଲୋଚନା) ୦୧:୨୪, ୧୩ ଅଗଷ୍ଟ ୨୦୧୮ (IST)[reply]
  4. ବିକାଶ ଓଝା (ମୋ ଆଲୋଚନା) ୧୧:୨୩, ୧୩ ଅଗଷ୍ଟ ୨୦୧୮ (IST)[reply]
  5. --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୫୮, ୧୩ ଅଗଷ୍ଟ ୨୦୧୮ (IST)[reply]
  6. Hpsatapathy (ମୋ ଆଲୋଚନା) ୧୫:୫୬, ୧୪ ଅଗଷ୍ଟ ୨୦୧୮ (IST)[reply]
  7. Soumendrak (ମୋ ଆଲୋଚନା) ୨୧:୧୬, ୧୪ ଅଗଷ୍ଟ ୨୦୧୮ (IST)[reply]
  8. Nihar Ranjan Mohanty (ମୋ ଆଲୋଚନା) ୨୧:୩୮, ୧୪ ଅଗଷ୍ଟ ୨୦୧୮ (IST)[reply]
  9. Ramjit Tudu (ମୋ ଆଲୋଚନା) ୧୫:୧୯, ୧୫ ଅଗଷ୍ଟ ୨୦୧୮ (IST)[reply]
  10. -- Abha Pradhan (talk)୨୧:୧୦, ୧୭ ଅଗଷ୍ଟ ୨୦୧୮ (IST)[reply]

ଅଂଶଗ୍ରହଣ ସମ୍ପାଦନା

ନୂଆ ଗଢ଼ାଯାଇଥିବା ପ୍ରସଙ୍ଗ ସମ୍ପାଦନା

  1. ବୈଷ୍ଣବଚରଣ ନାୟକ -ଗପୁ (ମୋ ଆଲୋଚନା) ୧୯:୩୪, ୧୩ ଅଗଷ୍ଟ ୨୦୧୮ (IST)[reply]
  2. ଭବାନୀ ଚରଣ ପଟ୍ଟନାୟକ -ପ୍ରୀତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୯:୩୪, ୧୩ ଅଗଷ୍ଟ ୨୦୧୮ (IST)[reply]
  3. ଚନ୍ଦ୍ରଶେଖର ଆଜାଦ -Gayatree Tripathy (ମୋ ଆଲୋଚନା) ୨୩:୧୩, ୧୩ ଅଗଷ୍ଟ ୨୦୧୮ (IST)[reply]
  4. ଭେଲୁ ନାଚିୟାର-Hpsatapathy (ମୋ ଆଲୋଚନା) ୧୫:୫୭, ୧୪ ଅଗଷ୍ଟ ୨୦୧୮ (IST)[reply]
  5. ଅଶୋକ ଚକ୍ର -Gayatree Tripathy (ମୋ ଆଲୋଚନା) ୧୯:୨୩, ୧୪ ଅଗଷ୍ଟ ୨୦୧୮ (IST)[reply]
  6. ବିଶ୍ୱମ୍ବର ପରିଡ଼ା- ଗପୁ (ମୋ ଆଲୋଚନା) ୨୧:୦୩, ୧୪ ଅଗଷ୍ଟ ୨୦୧୮ (IST)[reply]
  7. ଦୂର୍ଗାବାଇ ଦେଶମୁଖ‎- ‎Nihar Ranjan Mohanty (ମୋ ଆଲୋଚନା) ୨୨:୦୩, ୧୪ ଅଗଷ୍ଟ ୨୦୧୮ (IST)[reply]
  8. ସାରନାଥ ଅଶୋକ ସ୍ତମ୍ଭ- Gayatree Tripathy (ମୋ ଆଲୋଚନା) ୨୨:୩୩, ୧୪ ଅଗଷ୍ଟ ୨୦୧୮ (IST)[reply]
  9. ଶକ ପଞ୍ଜିକା- Gayatree Tripathy (ମୋ ଆଲୋଚନା) ୦୭:୨୭, ୧୫ ଅଗଷ୍ଟ ୨୦୧୮ (IST)[reply]
  10. ମଙ୍ଗଳ ପାଣ୍ଡେ- Ramjit Tudu (ମୋ ଆଲୋଚନା) ୧୬:୩୨, ୧୫ ଅଗଷ୍ଟ ୨୦୧୮ (IST)[reply]
  11. ଆଲ୍ଲୁରୀ ସୀତାରାମ ରାଜୁ-Hpsatapathy (ମୋ ଆଲୋଚନା) ୧୭:୨୩, ୧୫ ଅଗଷ୍ଟ ୨୦୧୮ (IST)[reply]
  12. ତିଲକା ମାଁଝୀ- Ramjit Tudu (ମୋ ଆଲୋଚନା) ୧୮:୦୮, ୧୫ ଅଗଷ୍ଟ ୨୦୧୮ (IST)[reply]
  13. ଭୂବନାନନ୍ଦ ଦାସ -ଗପୁ (ମୋ ଆଲୋଚନା) ୦୦:୩୧, ୧୬ ଅଗଷ୍ଟ ୨୦୧୮ (IST)[reply]
  14. ବିଧାନ ଚନ୍ଦ୍ର ରାୟ-Hpsatapathy (ମୋ ଆଲୋଚନା) ୧୫:୦୭, ୧୬ ଅଗଷ୍ଟ ୨୦୧୮ (IST)[reply]
  15. ଅଲେଖ ପାତ୍ର- ଗପୁ (ମୋ ଆଲୋଚନା) ୨୩:୧୧, ୧୬ ଅଗଷ୍ଟ ୨୦୧୮ (IST)[reply]
  16. କେ. କାମରାଜ-Hpsatapathy (ମୋ ଆଲୋଚନା) ୧୨:୫୨, ୧୭ ଅଗଷ୍ଟ ୨୦୧୮ (IST)[reply]
  17. ଆବୁଲ କଲାମ ଆଜାଦ-Hpsatapathy (ମୋ ଆଲୋଚନା) ୧୫:୩୭, ୧୭ ଅଗଷ୍ଟ ୨୦୧୮ (IST)[reply]
  18. ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ -- Abha Pradhan (talk)୨୧:୨୮, ୧୭ ଅଗଷ୍ଟ ୨୦୧୮ (IST)[reply]
  19. ଜି. ଏସ. ମେଲକୋଟେ- ଗପୁ (ମୋ ଆଲୋଚନା) ୨୨:୦୭, ୧୭ ଅଗଷ୍ଟ ୨୦୧୮ (IST)[reply]
  20. ଗୋବିନ୍ଦ ବଲ୍ଲଭ ପନ୍ତ- Hpsatapathy (ମୋ ଆଲୋଚନା) ୧୧:୪୮, ୧୮ ଅଗଷ୍ଟ ୨୦୧୮ (IST)[reply]
  21. ଚିଦାମ୍ବରମ ସୁବ୍ରମଣ୍ୟମ- Hpsatapathy (ମୋ ଆଲୋଚନା) ୧୬:୩୦, ୧୮ ଅଗଷ୍ଟ ୨୦୧୮ (IST)[reply]
  22. କିଶନ ପଟ୍ଟନାୟକ -ଗପୁ (ମୋ ଆଲୋଚନା) ୨୦:୨୫, ୧୮ ଅଗଷ୍ଟ ୨୦୧୮ (IST)[reply]
  23. ରାଷ୍ଟ୍ରୀୟ ପ୍ରତିଜ୍ଞା -Gayatree Tripathy (ମୋ ଆଲୋଚନା) ୨୦:୨୫, ୧୮ ଅଗଷ୍ଟ ୨୦୧୮ (IST)[reply]
  24. ଗୁଲଜାରୀଲାଲ ନନ୍ଦା-Hpsatapathy (ମୋ ଆଲୋଚନା) ୧୫:୦୫, ୧୯ ଅଗଷ୍ଟ ୨୦୧୮ (IST)[reply]
  25. ଖାଁ ଅବଦୁଲ ଗଫର ଖାଁ - Soumendrak (ମୋ ଆଲୋଚନା) ୧୯:୪୪, ୧୯ ଅଗଷ୍ଟ ୨୦୧୮ (IST)[reply]
  26. ଗୋପୀନାଥ ବର୍ଦ୍ଦୋଳି -Hpsatapathy (ମୋ ଆଲୋଚନା) ୧୫:୩୪, ୨୦ ଅଗଷ୍ଟ ୨୦୧୮ (IST)[reply]
  27. ପୁରୁଷୋତ୍ତମଦାସ ଟଣ୍ଡନ- Hpsatapathy (ମୋ ଆଲୋଚନା) ୧୫:୩୪, ୨୦ ଅଗଷ୍ଟ ୨୦୧୮ (IST)[reply]
  28. ଭାରତ ଛାଡ଼ ଆନ୍ଦୋଳନ- Soumendrak (ମୋ ଆଲୋଚନା) ୨୩:୩୯, ୨୦ ଅଗଷ୍ଟ ୨୦୧୮ (IST)[reply]
  29. ଜଗନ୍ନାଥ ସରକାର-ଗପୁ (ମୋ ଆଲୋଚନା) ୧୦:୨୪, ୨୧ ଅଗଷ୍ଟ ୨୦୧୮ (IST)[reply]
  30. ମହାଦେବ ଦେଶାଇ -Gayatree Tripathy (ମୋ ଆଲୋଚନା) ୧୦:୨୯, ୨୧ ଅଗଷ୍ଟ ୨୦୧୮ (IST)[reply]

ଉନ୍ନତ କରାଯାଇଥିବା ପ୍ରସଙ୍ଗ ସମ୍ପାଦନା

  1. ଗୌରାଙ୍ଗ ଚରଣ ଦାସ -ଗପୁ (ମୋ ଆଲୋଚନା) ୧୯:୩୩, ୧୩ ଅଗଷ୍ଟ ୨୦୧୮ (IST)[reply]
  2. ଦୋହରା ବିଷୋୟୀ -ଗପୁ (ମୋ ଆଲୋଚନା) ୧୯:୩୩, ୧୩ ଅଗଷ୍ଟ ୨୦୧୮ (IST)[reply]
  3. ଚକରା ବିଷୋୟୀ -ଗପୁ (ମୋ ଆଲୋଚନା) ୧୯:୩୩, ୧୩ ଅଗଷ୍ଟ ୨୦୧୮ (IST)[reply]
  4. ରଘୁନାଥ ମହାନ୍ତି -Gayatree Tripathy (ମୋ ଆଲୋଚନା) ୧୯:୩୪, ୧୩ ଅଗଷ୍ଟ ୨୦୧୮ (IST)[reply]
  5. ରେଣ୍ଡୋ ମାଝି -ଗପୁ (ମୋ ଆଲୋଚନା) ୧୯:୩୩, ୧୩ ଅଗଷ୍ଟ ୨୦୧୮ (IST)[reply]
  6. ଗମେଇ ନଦୀ -ଗପୁ (ମୋ ଆଲୋଚନା) ୧୯:୩୩, ୧୩ ଅଗଷ୍ଟ ୨୦୧୮ (IST)[reply]
  7. ବାଞ୍ଛାନିଧି ମହାନ୍ତି-ଗପୁ (ମୋ ଆଲୋଚନା) ୧୮:୫୮, ୧୪ ଅଗଷ୍ଟ ୨୦୧୮ (IST)[reply]
  8. ଭଗତ ସିଂହ- Soumendrak (ମୋ ଆଲୋଚନା) ୨୨:୨୫, ୧୪ ଅଗଷ୍ଟ ୨୦୧୮ (IST)[reply]
  9. ବଲ୍ଲଭଭାଇ ପଟେଲ-Soumendrak (ମୋ ଆଲୋଚନା) ୦୦:୫୪, ୧୫ ଅଗଷ୍ଟ ୨୦୧୮ (IST)[reply]
  10. କମଳା ନେହେରୁ- Hpsatapathy (ମୋ ଆଲୋଚନା) ୧୦:୦୪, ୧୫ ଅଗଷ୍ଟ ୨୦୧୮ (IST)[reply]
  11. ଅଟଳ ବିହାରୀ ବାଜପେୟୀ
  12. ଭାରତୀୟ ଜାତୀୟ କଂଗ୍ରେସ - Soumendrak (ମୋ ଆଲୋଚନା) ୨୧:୫୫, ୧୭ ଅଗଷ୍ଟ ୨୦୧୮ (IST)[reply]

୨୦ ଅଗଷ୍ଟ ୨୦୧୮ରେ ଆମର ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮ ଶେଷ ହୋଇଯାଇଛି । ଏହି ୮ ଦିନର ଗଣ-ସମ୍ପାଦନା ପାଇଁ ସମୁଦାୟ ୧୦ ଜଣ ଉଇକିଆଳୀ ଅଂଶ୍ରଗ୍ରହଣ କରିବା ପାଇଁ ନିଜର ନାମ ଲେଖିଥିଲେ, ମାତ୍ର ତନ୍ମଧ୍ୟରୁ ୮ ଜଣ ଅତିକମରେ ଗୋଟିଏ ଲେଖାଏଁ ନୂଆ ଗଢ଼ିଛନ୍ତି । ଏହି ୮ ଦିନ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣସମ୍ପାଦନା ସମୟରେ ହରିହର ଶତପଥୀ ମହୋଦୟ ସର୍ବାଧିକ ୧୦ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ଉନ୍ନତ କରିଛନ୍ତି, ସଂଗ୍ରାମ କେଶରୀ ସେନାପତି ୭ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୬ଟି ପୁରୁଣା ପ୍ରସଙ୍ଗ ଉନ୍ନତ କରିଛନ୍ତି, ଗାୟତ୍ରୀ ତ୍ରିପାଠୀ ୬ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ପ୍ରସଙ୍ଗ ଉନ୍ନତ କରିଛନ୍ତି, ସୌମେନ୍ଦ୍ର ମହୋଦୟ ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୩ଟି ପ୍ରସଙ୍ଗ ଉନ୍ନତ କରିଛନ୍ତି, ରାମଜିତ ଟୁଡୁ ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି । ପ୍ରିତିରଞ୍ଜନ ତ୍ରିପାଠୀ, ନିହାର ରଞ୍ଜନ ମହାନ୍ତିଆଭା ପ୍ରଧାନ ଗୋଟିଏ ଲେଖାଏଁ ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି ।