ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Abha S Pradhan, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୩୮, ୧୨ ଜାନୁଆରୀ ୨୦୧୬ (IST)Reply

ଆପଣଙ୍କ ପ୍ରସଙ୍ଗ Abha S Pradhan ବାବଦରେ ସମ୍ପାଦନା

ଆପଣ ନିଜ ନାମରେ ତିଆରି କରିଥିବା Abha S Pradhan ପ୍ରସଙ୍ଗକୁ ଜଦି ଆପଣ ନିଜ ବିସୟରେ ଲେଖିବ ପାଇଁ ତିଆରି କରିଛନ୍ତି ତେବେ ଏହା ଭୁଲ ଅଟେ । କାରଣ ଉଇକିପିଡିଆରେ ପ୍ରସଙ୍ଗ ଗୁଡିକ ନିର୍ଦ୍ଧାରିତ ବିଷୟବସ୍ତୁ କୁ ନେଇ ଗଢା ଯାଏ । ଆପଣ ଜଦି ନିଜ ବାବଦରେ କିଛି ଲେଖିବାକୁ ଚାହାନ୍ତି ତେବେ ଆପଣ ନିଜ ବ୍ୟକ୍ତିଗତ ବ୍ୟବହାରକାରୀ ପ୍ରୁଷ୍ଠା ରେ ଲେଖିପାରିବେ । ଏଠାରେ ନାଲି ରଙ୍ଗରେ ଦିସୁଥିବା ଅକ୍ଷର ଉପରେ କ୍ଲିକ୍ କରି ନିଜ ବ୍ୟକ୍ତିଗତ ବ୍ୟବହାରକାରୀ ପ୍ରୁଷ୍ଠା କୁ ତିଆରି କରନ୍ତୁ । -- T3knikalteenager (ମୋ ଆଲୋଚନା) ୨୨:୩୨, ୨୯ ଜାନୁଆରୀ ୨୦୧୬ (IST)Reply

ଚାଟସଭାରେ ଆପଣଙ୍କ ପ୍ରଶ୍ନର ଉତ୍ତର ସମ୍ପାଦନା

ଚାଟସଭାରେ ଆପଣ 'ଆଧାର ଯୋଡ଼ିବା' ବାବଦରେ ପଚାରିଥିବା ପ୍ରଶ୍ନର ଉତ୍ତର ଦିଆଯାଇଛି, ଦେଖିବାକୁ ଅନୁରୋଧ । କିଛି ବୁଝିବାରେ ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ଥିଲେ ପୁଣି ଥରେ ପଚାରନ୍ତୁ । ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ, ଚାଟସଭା ବ୍ୟତିତ ସମ୍ପୃକ୍ତ ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ, ଫେସବୁକ କୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାରେ ମଧ୍ୟ ପଚାରିପାରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୫୬, ୨ ଫେବୃଆରୀ ୨୦୧୬ (IST)Reply

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୬ (IST)Reply

Some masala mudhi for you! ସମ୍ପାଦନା

  ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନାରେ ଭାଗନେଇ ସଫଳ କରିଥିବାରୁ ଅଭିନନ୍ଦନ । ମୁଢି ଖାଅ, ଖୁସି ହୁଅ ଆଉ ଏମିତି ଅବଦାନ ଜାରି ରଖ :) ଆଦିତ୍ୟ ମହାର (ଆଲୋଚନା) ୧୧:୦୭, ୧୩ ଅପ୍ରେଲ ୨୦୧୬ (IST)Reply

A cupcake for you! ସମ୍ପାଦନା

  ଓଡ଼ିଆ ଉଇକିପିଡ଼ିଆ ରେ ଆପଣଙ୍କର ସୁନ୍ଦର ଅବଦାନ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ । ଏଇଟି ଆପଣଙ୍କ ପାଇଁ ଏକ ଛୋଟ ଉପହାର । 😊 Chinmayee Mishra (ମୋ ଆଲୋଚନା) ୦୦:୨୦, ୧୭ ଅପ୍ରେଲ ୨୦୧୬ (IST)Reply

Request for comment ସମ୍ପାଦନା

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୦୩, ୯ ମଇ ୨୦୧୬ (IST)Reply

ଉଇକି ସଣ୍ଠଣା ସମ୍ପାଦନା

ପ୍ରିୟ ଆଭା, ଓଡ଼ିଆ ଉଇକିପିଡ଼ିଆରେ ତୁମର ଅବଦାନ ନିମନ୍ତେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଣେ ଉଇକିଆଳି ଗୋଟିଏ ପ୍ରସଙ୍ଗରେ {{ତିଆରି ଚାଲିଛି}} ଛାଞ୍ଚ ବ୍ୟବହାର କରି ବଦଳ କରୁଥିବା ବେଳେ ଅନ୍ୟ ଉଇକିଆଳିମାନେ ସେଥିରେ ବଦଳ କରିବା ଉଚିତ ନୁହେଁ । ତେବେ ପ୍ରସଙ୍ଗରେ କିଛି ଜରୁରୀ ବଦଳ ଚାହୁଁଥିଲେ ସେହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଲେଖିପାର । ପ୍ରାଚୀ ନଦୀ ପ୍ରସଙ୍ଗଟି ଏବେ ଉଇକିଆଳି ବିକାଶଓଝାଙ୍କ ଦ୍ଵାରା ତିଆରି କରାଯାଉଛି ଓ ସେଥିରେ 'ତିଆରି ଚାଲିଛି' ଛାଞ୍ଚ ବ୍ୟବହାର ହେଇଛି, ତେଣୁ ତୁମେ ସେଥିରେ ବଦଳ କରିବା ଅନୁଚିତ । ଏଭଳି ଭୁଲ ପ୍ରାୟ ସମସ୍ତେ ନ ଜାଣି କରିଥାନ୍ତି, କିଛି ଅସୁବିଧା ନାହିଁ, ଭବିଷ୍ୟତରେ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୨:୪୧, ୧୩ ଜୁନ ୨୦୧୬ (IST)Reply

ନିଶ୍ଚିତ ମୃତ୍ୟୁଞ୍ଜୟ ଭାଇ, ଭବିଷ୍ୟତରେ ଏହା ହେବ ନାହିଁ ।--Abha S Pradhan (ମୋ ଆଲୋଚନା) ୧୮:୫୨, ୧୪ ଜୁନ ୨୦୧୬ (IST)Reply

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ ସମ୍ପାଦନା

 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)  

Jackie Shroff ସମ୍ପାଦନା

ସ୍ବାଗତମ ମହର୍ଗ Abha S Pradhan! You can make an article an Oriya-language about actor, who played in film in your language Daha Balunga Jackie Shroff? If you make this article, i will be grateful! Thank you (ଥାଙ୍କ ଯୋଉ) ! --178.66.111.34 ୨୨:୫୬, ୧୧ ଫେବୃଆରୀ ୨୦୧୮ (IST)Reply

Click here to see the article. It's just started and will be completed soon. -- Abha Pradhan (talk) ୦୨:୦୧, ୧୨ ଫେବୃଆରୀ ୨୦୧୮ (IST)Reply

ଉନ୍ନତ ସମ୍ପାଦନା ସମ୍ପାଦନା

  • ସବୁବେଳେ "ବଦଳ ସାରକଥା (ଦୟାକରି ଆପଣଙ୍କ ବଦଳର କାରଣ ଦର୍ଶାନ୍ତୁ)" ଲେଖିବା ଅଭ୍ୟାସ କରିବାକୁ ଅନୁରୋଧ । ଏଥିରୁ ଅନ୍ୟମାନେ ଜାଣିପାରିବେ ଯେ କଣ ବଦଳ ହେଉଛି, ଅବଂ ନିଜେବି ପରେ ବଦଳ ଇତିହାସରେ ଖୋଜିଲେ ସହଜରେ ପାଇପାରିବେ ।
  • ଜୀବିତ ବ୍ୟକ୍ତିଙ୍କ ଲେଖାରେ ପ୍ରଥମରୁ ୨-୩ ଟି ଖବରକାଗଜ(Online News Article)ରେ ପ୍ରକାଶିତ ହୋଇଥିବା ଆଧାର ଯୋଡ଼ିବାକୁ ଅନୁରୋଧ । IMDBର ଲିଙ୍କ କୁ ଆଧାର ଭାବେ ନୁହେଁ "ବାହାର ଲିଙ୍କ" ଭାବେ ଦେବା ଏବଂ ବ୍ୟକ୍ତି ଖାସ କରି ଜୀବିତ ବ୍ୟକ୍ତିଙ୍କ ଲେଖାରେ ତାଙ୍କ ନିଜ ୱେବସାଇଟ୍ ର ଲିଙ୍କ ଅଧାର ଭାବେ ନ ଦେଇ ବାହାର ଲିଙ୍କ ଭାବେ ଦେବା ଯୁକ୍ତିଯୁକ୍ତ । କିଛି ପ୍ରଶ୍ନ ଥିଲେ ବା ଅସୁବିଧା ହେଲେ ଜଣାଇବେ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୧୨, ୧୨ ମାର୍ଚ୍ଚ ୨୦୧୮ (IST)Reply
ଉପରଲିଖିତ ବିଷୟ ପ୍ରତି ଆଗକୁ ନିଶ୍ଚିତ ଧ୍ୟାନ ଦେବି । ଧନ୍ୟବାଦ -- Abha Pradhan (talk) ୨୩:୧୮, ୧୨ ମାର୍ଚ୍ଚ ୨୦୧୮ (IST)Reply

ଅସୀମା ଚାଟ (ଟା) ର୍ଜୀ ସମ୍ପାଦନା

'ଅସୀମା ଚାଟର୍ଜୀ' ଓ 'ଅସୀମା ଚାଟାର୍ଜୀ' ଜଣେ ବ୍ୟକ୍ତିଙ୍କ ବାବଦରେ କେବଳ ବନାନ ଅଲଗା ଅଲଗା ଥିବା ଦୁଇଟି ପ୍ରସଙ୍ଗ ତେଣୁ ପୂର୍ବରୁ ଥିବା ଅସୀମା ଚାଟର୍ଜୀ ପ୍ରସଙ୍ଗରେର ତୁମେ ଏବେ ତିଆରି କରିଥିବା ଅସୀମା ଚାଟାର୍ଜୀ ପ୍ରସଙ୍ଗର ତଥ୍ୟ ଯୋଡ଼ିବାକୁ ଅନୁରୋଧ । ଓଡ଼ିଆ ଉଇକିପିଡ଼ିଆରେ ତୁମର ଅବଦାନ ନିମନ୍ତେ ସାଧୁବାଦ ଜଣାଇ ରହୁଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୧, ୨୫ ଅପ୍ରେଲ ୨୦୧୮ (IST)Reply

ହୋଇଗଲା ।-- Abha Pradhan (talk) ୨୨:୫୨, ୨ ମଇ ୨୦୧୮ (IST)Reply

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)Reply

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ ସମ୍ପାଦନା

 

 

ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ଆଭା ଅପା,
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୧୮ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୮ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୪୨ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ କରାଯାଇଛି । ତନ୍ମଧ୍ୟରୁ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିଥିବା ଖୁସିରେ ଅଗଷ୍ଟ ୧୫ରୁ ବଞ୍ଚେଇ ରଖିଥିବା ସେଉ-ବୁନ୍ଦିଆ ଟିକେ ଖାଆନ୍ତୁ ।-ଗପୁ (ମୋ ଆଲୋଚନା) ୧୫:୩୧, ୨୧ ଅଗଷ୍ଟ ୨୦୧୮ (IST)Reply

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନା

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନା

  ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

 
ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)