ଗାୟତ୍ରୀ ତ୍ରିପାଠୀ ସମ୍ପାଦନା

 
ଗାୟତ୍ରୀ ତ୍ରିପାଠୀ (ଉଇକିଆଳି)

ବିଜ୍ଞାନ ଛାତ୍ରୀ, ଶୈଳବାଳା ମହିଳା ମହାବିଦ୍ୟାଳୟ ସମ୍ପାଦନା

ମୋ ବିଷୟରେ ସମ୍ପାଦନା

ଡ଼ିଆ ଉଇକିଆଳି ଗାୟତ୍ରୀ ତ୍ରିପାଠୀ ଆପଣଙ୍କୁ ସ୍ଵାଗତ କରୁଛି । ବୋଧହୁଏ ମୁଁ ସବୁଠାରୁ କୁନି ଓଡ଼ିଆ ଉଇକିଆଳି । ମୁଁ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଦ୍ୱାଦଶଶ୍ରେଣୀର ବିଜ୍ଞାନ ଛାତ୍ରୀ । ଓଡ଼ିଆଭାଷା ଏବଂ ସଂସ୍କୃତି ସମ୍ପର୍କରେ ଜାଣିବାକୁ ଆଗ୍ରହୀ, ଏହାସହ ଯଥାସମ୍ଭବ ଚେଷ୍ଟା କରେ ଯେ ଆମ ସଂସ୍କୃତିକୁ ସଭିଏଁ ଜାଣନ୍ତୁ । ଇଚ୍ଛୁକ ବ୍ୟକ୍ତି ଇମେଲ ମାଧ୍ୟମରେ କିମ୍ବା ଫେସବୁକରେ ଯୋଗାଯୋଗ କରିପାରିବେ । ଧନ୍ୟବାଦ! ଜୟ ଜଗନ୍ନାଥ!

ସମ୍ପର୍କ ସମ୍ପାଦନା