ହୀରା ମୋତି ମାଣିକ
୧୯୭୬ର ଓଡ଼ିଆ କଥାଚିତ୍ର
ଅଭିଯାତ୍ରୀକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ହୀରା ମୋତି ମାଣିକ ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ।
ହୀରା ମୋତି ମାଣିକ | |
---|---|
ନିର୍ଦ୍ଦେଶକ | ଅଭିଯାତ୍ରୀକ |
ପ୍ରଯୋଜକ | ଜଲାଲ ଆଦେନୀ |
କଳାକାର | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଧୀର ବିଶ୍ୱାଳ, ହରିଶ ମହାପାତ୍ର, ଶୁଭ୍ରା ପତି |
ସଙ୍ଗୀତ | ଶ୍ରୀବତ୍ସ ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୭୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ହୀରା ମୋତି ମାଣିକ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାରସମ୍ପାଦନ କରନ୍ତୁ
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 20 June 2017.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ହୀରା ମୋତି ମାଣିକ