ଅମର ପ୍ରେମ

୧୯୭୬ରେ ଓଡ଼ିଆ କଥାଚିତ୍ର

ଗୋପାଳ ଘୋଷ[୧]ପଳାଶ ବାନାର୍ଜୀଙ୍କ ମିଳିତ ନିର୍ଦ୍ଦେଶନାରେ ତିଆରି ଓଡ଼ିଆ ଚଳଚ୍ଚିତ୍ର ଅମର ପ୍ରେମ ୧୯୭୬ରେ ମୁକ୍ତିଲାଭ କରିଥିଲା ।[୨]

ଅମର ପ୍ରେମ
ନିର୍ଦ୍ଦେଶକଗୋପାଳ ଘୋଷ, ପଳାଶ ବାନାର୍ଜୀ
କଳାକାରସୁରେଶ ମହାପାତ୍ର, ବନଜା ମହାନ୍ତି, ହେମନ୍ତ ଦାସ, ନିହାରିକା ସାହୁ, ଶରତ ପୂଜାରୀ, ନେତ୍ରାନନ୍ଦ ମିଶ୍ର
ସଙ୍ଗୀତରାଖାଲ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୭୬
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ଅମର ପ୍ରେମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ

ଗୀତ ସମ୍ପାଦନ କରନ୍ତୁ

  • ଏତିକି ମିନତି ସବୁ ଦୋଷ ଦିଅନା ଏତେ ଯାତନା
  • ମାୟାବିନୀ ଏଇ ରାତି ଏକାକିନୀ ଯାଏ ବିତି

ଆଧାର ସମ୍ପାଦନ କରନ୍ତୁ

  1. http://odishasuntimes.com/2015/02/27/odishas-veteran-actor-director-gopal-ghosh-passes-away-cuttack/
  2. Indian Films. 1978.

ବାହାର ଆଧାର ସମ୍ପାଦନ କରନ୍ତୁ