ବନଜା ମହାନ୍ତି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ[୧] ସେ ୧୯୭୫ ମସିହାରେ ଯାଯାବର କଥାଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଅରମ୍ଭ କରିଥିଲେ ।[୨]

ବନଜା ମହାନ୍ତି
ଜନ୍ମ
ଜାତୀୟତା ଭାରତୀୟ
ବୃତ୍ତି(s)ଅଭିନେତ୍ରୀ, ଅଧ୍ୟାପିକା
Years active୧୯୭୫-୧୯୮୪
ଜଣାଶୁଣାଯାଯାବର
ଗପ ହେଲେବି ସତ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ବନଜା ମହାନ୍ତି ଓଡ଼ିଶାର ନିମାପଡ଼ାରେ ଜନ୍ମଗ୍ରହଣ କରିଥିଲେ ।

ଓଡ଼ିଆ କଥାଚିତ୍ରରେ ଅବଦାନସମ୍ପାଦନ କରନ୍ତୁ

୧୯୭୫ ମସିହାରେ ଯାଯାବର[୩] କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ବନଜା, ୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ରକ୍ତ ଗୋଲାପ ୧୯୭୭ ଭୀମେଶ୍ୱର ରାଓ[୪] [୫]
ଶେଷ ଶ୍ରାବଣ ୧୯୭୯ ପ୍ରଶାନ୍ତ ନନ୍ଦ
ବନ୍ଧୁ ମହାନ୍ତି ୧୯୭୭ ନିତାଇ ପାଲିତ
ଜନନୀ ୧୯୮୪ ମହମ୍ମଦ ମହସୀନ
ଅମର ପ୍ରେମ ୧୯୭୬ ଗୋପାଳ ଘୋଷ, ପଳାଶ ବାନାର୍ଜୀ
ଗପ ହେଲେବି ସତ ୧୯୭୬ ନଗେନ ରାୟ
ଯାଯାବର ୧୯୭୫ ତ୍ରିମୁର୍ତ୍ତୀ
ନାଗଫାସ ୧୯୭୭ ବସନ୍ତ ନାୟକ

ପୁରସ୍କାରସମ୍ପାଦନ କରନ୍ତୁ

ସେ ୧୯୭୫ ମସିହାର ଯାଯାବର କଥାଚିତ୍ର ଓ ୧୯୭୬ ମସିହାର ଗପ ହେଲେ ବି ସତ କଥାଚିତ୍ର ପାଇଁ ରାଜ୍ୟ କଥାଚିତ୍ର ପୁରସ୍କାର (ଶ୍ରେଷ୍ଠ ଅଭନେତ୍ରୀ) ପାଇଛନ୍ତି ।[୬]

ଆଧାରସମ୍ପାଦନ କରନ୍ତୁ

  1. Urmi: The Journal of the Odisha Society of Americas 49th Convention: For Annual Convention Held in 2017 at Dearborn, Michigan. Odisha Society of the Americas. pp. 66–. GGKEY:AA7R5DUUHEZ.
  2. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 90–. ISBN 978-1-135-94318-9.
  3. Annual Administration Report of the Tourism & Cultural Affairs Department (Cultural Affairs Wing) for the Year ... 1975.
  4. "ଜୟଦେବ ଭବନରେ ଚଳଚ୍ଚିତ୍ର 'ରକ୍ତ ଗୋଲାପ'ର ସ୍କ୍ରିନିଂ". OTV Khabar. 30 April 2019. Retrieved 24 June 2020.
  5. "ପ୍ରଦର୍ଶିତ ହେବ ୧୯୭୭ର, ରକ୍ତ ଗୋଲାପ | Sambad". sambad.in. 25 April 2019. Retrieved 24 June 2020.
  6. Film World. T.M. Ramachandran. 1977.

ବାହାର ଆଧାରସମ୍ପାଦନ କରନ୍ତୁ