ସୁନ୍ଦରଗଡ଼ ଜିଲ୍ଲା
ଓଡ଼ିଶାର ଜିଲ୍ଲା, ଭାରତ
(Sundargarh districtରୁ ଲେଉଟି ଆସିଛି)
ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସୁନ୍ଦରଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।`
ସୁନ୍ଦରଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ସୁନ୍ଦରଗଡ଼ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୭ଟି ଆସନ:
|
Area | |
• ଜିଲ୍ଲା | 9712 km2 (3,750 sq mi) |
Population (୨୦୧୧) | |
• ଜିଲ୍ଲା | ୨୦୮୦୬୬୪ |
• Rank | ଓଡ଼ିଶାରେ ଷଷ୍ଠ (୬/୩୦) |
• Urban | ୭୩୮୬୩୩ |
• Rural | ୧୩୪୨୦୩୧ |
• ୬ ବର୍ଷରୁ କମ ଶିଶୁ | ୨୪୯୦୨୦ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୯ xxx, ୭୭୦ xxx |
ତାର (ଏସ୍.ଟି.ଡ଼ି) | ୦୬୬୨୨, ୦୬୬୨୧, ୦୬୬୧ |
ଯାନବାହାନ ପଞ୍ଚୀକରଣ | OD-16, OD-14 |
ଜିଲ୍ଲାପାଳ | ଶ୍ରୀ ନିଖିଲ ପବନ କଲ୍ୟାଣ |
Website | Official website |
ଇତିହାସ
ସମ୍ପାଦନା୧୯୪୮ମସିହା ଜାନୁଆରୀ ପହିଲା ଦିନ ସୁନ୍ଦରଗଡ଼ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା
ଭୂଗୋଳ
ସମ୍ପାଦନାଓଡ଼ିଶାର ଉତ୍ତର-ପଶ୍ଚିମଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲାର ଆୟତନ ୯,୭୧୨ ବର୍ଗ କିମି ।[୧]
ଅବସ୍ଥିତି
ସମ୍ପାଦନା- ପୂର୍ବରେ : କେନ୍ଦୁଝର ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରରେ : ଝାଡ଼ଖଣ୍ଡ ରାଜ୍ୟ
- ଦକ୍ଷିଣରେ: ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲା ଓ ଦେବଗଡ଼ ଜିଲ୍ଲା ଅଛି ।
ମୁଖ୍ୟ ନଦୀ ଓ ଶାଖାନଦୀ
ସମ୍ପାଦନାଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା [୨] ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୨୦,୮୦,୬୬୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୪୨,୦୩୧ ଓ ସହରାଞ୍ଚଳରେ ୭,୩୮,୬୩୩ ଲୋକ ବାସ କରନ୍ତି [୩] ।
- ପୁରୁଷ: ୧୦,୫୫,୭୨୩
- ମହିଳା: ୧୦,୨୪,୯୪୧
- ଛ ବର୍ଷରୁ କମ: ୨,୪୯,୦୨୦
- ସାକ୍ଷରତା ହାର: ୭୪.୧୩%
- ପୁରୁଷ: ୮୨.୧୩%
- ମହିଳା: ୬୫.୯୩%
ପ୍ରଶାସନିକ ବିଭାଗ
ସମ୍ପାଦନା- ଉପଖଣ୍ଡ (ସବ୍ ଡିଭିଜନ): ୦୩
- ତହସିଲ: ୦୯
- ବ୍ଳକ: ୧୭
- ଗ୍ରାମ: ୧୭୪୪
ଯୋଗାଯୋଗ
ସମ୍ପାଦନାଗମନାଗମନ
ସମ୍ପାଦନା- ନିକଟତମ ରେଳ ଷ୍ଟେସନ: ୩୫ କିମି ଦୁରରେ ଝାରସୁଗୁଡ଼ାଠାରେ ଅବସ୍ଥିତ
- ନିକଟତମ ବିମାନଘାଟି: ୨୭ କିମି ଦୁରରେ ଝାରସୁଗୁଡ଼ା ବିମାନ ବନ୍ଦର ଅବସ୍ଥିତ
ଡାକ ଓ ତାର
ସମ୍ପାଦନାଶିକ୍ଷା
ସମ୍ପାଦନା- ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା,ରାଉରକେଲା
- ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ,ରାଉରକେଲା
ପର୍ଯ୍ୟଟନ ସ୍ଥଳ
ସମ୍ପାଦନା- ବେଦବ୍ୟାସ: ଏହା ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ୨୦୧୩ ମସିହାରେ ଜିଲ୍ଲାକୁ ଆସିଥିବା ୫.୮୨ ଲକ୍ଷ ପର୍ଯ୍ୟଟଙ୍କ ମଧ୍ୟରୁ ୪.୪୭ ଲକ୍ଷ ପର୍ଯ୍ୟଟକ ବେଦବ୍ୟାସ ମନ୍ଦିର ଦେଖିବାକୁ ଯାଇଥିଲେ ।[୪]
- ପିତାମହଲ ଡ୍ୟାମ:୩ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି । [୫]
- ଖଣ୍ଡାଧାର ଜଳପ୍ରପାତ: ୨.୨୫ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି ।
- ଛତ୍ରି ପାହାଡ଼ (ମହାବୀର ପାହାଡ଼)[୬]
- ହନୁମାନ ବାଟିକା
- ମନ୍ଦିରା ଡ୍ୟାମ
- ମାଣିକମୋଡ଼ା
- କାନ୍ସବାହାଲ ଡ୍ୟାମ
- ଉଷାକୋଠୀ
- ସରଫଗଡ ଡ୍ୟାମ ଏବଂ ଉଦ୍ୟାନ
ରାଜନୀତି
ସମ୍ପାଦନାଲୋକ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନାବିଧାନ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନା# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୮ | ତଳସରା | ଅନୁସୂଚିତ ଜନଜାତି | ସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ) | ପ୍ରଫୁଲ୍ଲ ମାଝି | କଂଗ୍ରେସ |
୯ | ସୁନ୍ଦରଗଡ଼ | ଅନୁସୂଚିତ ଜନଜାତି | ସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ) | ଜୋଗେଶ କୁମାର ସିଂହ | କଂଗ୍ରେସ |
୧୦ | ବୀରମିତ୍ରପୁର | ଅନୁସୂଚିତ ଜନଜାତି | ବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ) | ଜର୍ଜ ତିର୍କୀ | ସ୍ୱାଧୀନ |
୧୧ | ରଘୁନାଥପାଲୀ | ଅନୁସୂଚିତ ଜାତି | ରାଉରକେଲା (Township), ଲାଠିକଟା (ଆଂଶିକ) | ସୁବ୍ରତ ତରାଇ | ବିଜଦ |
୧୨ | ରାଉରକେଲା | ଅଣ ସଂରକ୍ଷିତ | ରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ) | ଶାରଦା ପ୍ରସାଦ ନାୟକ | ବିଜଦ. |
୧୩ | ରାଜଗାଙ୍ଗପୁର | ଅନୁସୂଚିତ ଜନଜାତି | ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ) | ଗ୍ରେଗୋରୀ ମିଞ୍ଜ | କଂଗ୍ରେସ |
୧୪ | ବଣାଇ | ଅନୁସୂଚିତ ଜନଜାତି | ଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରା | ଭୀମସେନ ଚୌଧୁରୀ | ଭାଜପା |
ଆଧାର
ସମ୍ପାଦନା- ↑ http://sundergarh.nic.in/Introduction.htm
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ "No Space for Sundargarh in Odisha's Tourism Map". The New Indian Express. Archived from the original on 14 September 2014. Retrieved 12 September 2016.
- ↑ "Tourism Untapped, Revenue Unearned". The New Indian Express. Archived from the original on 22 November 2015. Retrieved 12 September 2016.
- ↑ "ମହାବୀର ପର୍ବତ ହେବ ଏବେ ଛତ୍ରି ହିଲ". ଧରିତ୍ରୀ. Retrieved 12 September 2016.