ଝାଡ଼ଖଣ୍ଡ
ଭାରତର ଏକ ରାଜ୍ୟ
ଝାଡ଼ଖଣ୍ଡ ଭାରତର ଏକ ରାଜ୍ୟ ଯାହା ବିହାର ରାଜ୍ୟ ଭାଗ ହୋଇ ତିଆରି ହୋଇଥିଲା । ବିହାର, ଓଡ଼ିଶାର ସଢେ଼ଇକଳା ଓ ଖରସୁଆଁ ତଥା ପଶ୍ଚିମବଙ୍ଗର କିଛି ଅଞ୍ଚଳ ମିଶି ଏହି ରାଜ୍ୟ ତିଆରି ହୋଇଛି । ରାଞ୍ଚି ଏହାର ରାଜଧାନୀ | ଜାମସେଦପୁର, ବୋକାରୋ ଇତ୍ୟାଦି ଏହାର କେତେକ ମୁଖ୍ୟ ସହର ।
ଜାମସେଦପୁର ସହରଟି 'ଜାମସେଦଜି ଟାଟା'ଙ୍କ ନାମ ଅନୁସାରେ ତିଆରି । ଟାଟା କମ୍ପାନିର ଇସ୍ପାତ (ଷ୍ଟିଲ) କାରଖାନା ଏଠାରେ ଅଛି ।
ଝାଡ଼ଖଣ୍ଡ ᱡᱷᱟᱨᱠᱷᱚᱸᱰ | |
---|---|
ରାଜ୍ୟ | |
![]() | |
![]() ଭାରତରେ ଝାଡ଼ଖଣ୍ଡର ଅବସ୍ଥାନ | |
![]() ଝାଡ଼ଖଣ୍ଡର ମାନଚିତ୍ର | |
ଅବସ୍ଥିତି (ରାଞ୍ଚି): 23°21′N 85°20′E / 23.35°N 85.33°ECoordinates: 23°21′N 85°20′E / 23.35°N 85.33°E | |
ଦେଶ | ![]() |
ସ୍ଥାପନ | ୧୫ ନଭେମ୍ବର ୨୦୦୦ |
ରାଜଧାନୀ | ରାଞ୍ଚି |
ବୃହତ୍ତମ ନଗର | ଜାମସେଦପୁର |
ଜିଲ୍ଲା ସଂଖ୍ୟା | ୨୪ |
ସରକାର | |
• ରାଜ୍ୟପାଳ | ସୟଦ ଅହମଦ |
• ମୁଖ୍ୟମନ୍ତ୍ରୀ | ରାଘୁବ୍ର ଦାସ |
• ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୮୧ ଆସନ) |
କ୍ଷେତ୍ରଫଳ | |
• ମୋଟ | km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres) |
କ୍ଷେତ୍ରଫଳ କ୍ରମାଙ୍କ | ପଞ୍ଚଦଶ (୧୫ଶ) |
ଜନସଂଖ୍ୟା (୨୦୧୧) | |
• କ୍ରମାଙ୍କ | ତ୍ରୟୋଦଶ (୧୩ଶ) |
• ଘନତା | /km2 (1,100/sq mi) |
IST (UTC+୦୫:୩୦) | |
ଆଇଏସଓ ୩୧୬୬ କୋଡ଼ | IN-JH |
HDI | ![]() |
HDI କ୍ରମାଙ୍କ | ୨୪ ତମ(୨୦୦୫) |
ସାକ୍ଷରତା | ୬୭.୬୩% |
ସରକାରୀ ଭାଷା | ହିନ୍ଦୀ |
ୱେବସାଇଟ | [୧] |
ବିଷୟସୂଚୀ
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ଭାଷା ଓ ସାହିତ୍ୟସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Jharkhand ବାବଦରେ ମାଧ୍ୟମ ରହିଛି । |
Wikivoyage has travel information related to: Jharkhand |
- Jharkhand State Government Official website
- Jharkhand-Chamber (Business Unlimited)
- SAMVAD
- Nagpuri Tube—A collection of Nagpuri (Jharkhandi) Songs
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |