ପ୍ରିୟଙ୍କା ମହାପାତ୍ର

ଓଡ଼ିଆ ଅଭିନେତ୍ରୀ

ପ୍ରିୟଙ୍କା ମହାପାତ୍ର ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ୧୯୯୩ ମସିହାରେ ପଥର ଖସୁଚି ବଡ଼ ଦେଉଳୁ ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରିୟଙ୍କା ମହାପାତ୍ର
Born
ପ୍ରିୟଙ୍କା ମହାପାତ୍ର

Other namesପିଙ୍କି
Occupation(ଓଡ଼ିଆ) ଅଭିନେତ୍ରୀ
Years active୧୯୯୩-ଏବେଯାଏଁ
Spouseଦେବୁ ପଟ୍ଟନାୟକ[୧]
Relativesହର ପଟ୍ଟନାୟକ (ଦେଢ଼ଶୁର)

ପ୍ରାରମ୍ଭିକ ଜୀବନ ଓ ପରିବାର ସମ୍ପାଦନା

ପ୍ରିୟାଙ୍କ ଓଡ଼ିଆ ନିର୍ଦ୍ଦେଶକ ଦେବୁ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।[୧] ତାଙ୍କ ଦେଢ଼ଶୁର ହର ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ତଥା ନିର୍ଦ୍ଦେଶକ ଥିଲେ ।

ଅଭିନୟ ଜୀବନ ସମ୍ପାଦନା

ପ୍ରିୟାଙ୍କା ୧୯୯୩ ମସିହାରେ ପଥର ଖସୁଚି ବଡ଼ ଦେଉଳୁ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହାପରେ ସେ ସୁନା ଭାଉଜ, ଭାଇ ହେଲା ଭଗାରୀ, ରାଖିଲେ ଶିବ ମାରିବ କିଏ, ଜୀବନ ଧାରା, ସୁହାଗ ସିନ୍ଦୂର, ପୁଅ ମୋର ଭୋଳା ଶଙ୍କର, ନୀଳ ମାଷ୍ଟରାଣୀ, ଯଶୋଦା, ସ୍ତ୍ରୀ, କାଳଚକ୍ର, ବାବୁ ପର୍ଶୁରାମ, କାଶିଆ କପିଳା, ସମୟ ଚକରେ ସଂସାର ରଥ ଆଦି ଚଳଚ୍ଚିତ୍ରରେ ନୟିକା, ସ‌ହ-ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତ୍ରୀ, ଚରିତ୍ର ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୩ ପଥର ଖସୁଚି ବଡ଼ ଦେଉଳୁ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୪ ସୁନା ଭାଉଜ ମୀନା
ଭାଇ ହେଲା ଭଗାରୀ ନୀନା
ରଖିଲେ ଶିବ ମାରିବ କିଏ ପ୍ରିୟା
୧୯୯୫ ଜୀବନ ଧାରା
୧୯୯୬ ସୁହାଗ ସିନ୍ଦୂର ଫୁଲ
ପୁଅ ମୋର ଭୋଳା ଶଙ୍କର ଶାନ୍ତି
ନୀଳ ମାଷ୍ଟରାଣୀ
ଯଶୋଦା ମୀନାକ୍ଷି
୧୯୯୮ ସ୍ତ୍ରୀ ସୁନ୍ଦରୀ
୧୯୯୯ କାଳ ଚକ୍ର
୨୦୦୦ ବାବୁ ପର୍ଶୁରାମ ତୁଳସୀ
କାଶିଆ କପିଳା
୨୦୦୨ ସମୟ ଚକରେ ସଂସାର ରଥ ସୁଚିତ୍ରା ମହାପାତ୍ର
୨୦୦୫ ତୋ ପାଇଁ ଅନୀତା
୨୦୦୭ ମହାନାୟକ ରଣଜିତର ସ୍ତ୍ରୀ
ତୋ ପାଇଁ ନେବି ମୁଁ ଶହେ ଜନମ ଆନନ୍ଦର ସ୍ତ୍ରୀ
୨୦୦୮ ଧନରେ ରଖିବୁ ଶପଥ ମୋର ବିରେନ୍ଦ୍ରର ସ୍ତ୍ରୀ
ଛାତି ଚିରିଦେଲେ ତୁ ମହାବୀରର ମାଆ
ନେଇ ଯା'ରେ ମେଘ ମୋତେ ସରିତା
୨୦୦୯ ସୁନା ଚଢ଼େଇ ମୋ ରୂପ ଚଢ଼େଇ ଶାନ୍ତି
ସାତ ସୁରେ ବନ୍ଧା ଏ ଜୀବନ ଶୋଭା
୨୦୧୦ ଦିଲ୍ ତତେ ଦେଇଚି
ପହିଲି ରଜ ସୂର୍ଯ୍ୟର ମାଆ
୨୦୧୧ ଛାତିରେ ଲେଖିଚି ତୋରି ନାଁ ନିରୁ
ପାଇଶି ପାହାଚେ ଖେଳିବ ମୀନ
କ୍ରିମିନାଲ୍ ସୁମିତ୍ରା
ବାଳୁଙ୍ଗା ଟୋକା ଚିକୁର ମାଆ
ଆଇନ୍ କାନୁନ୍
୨୦୧୨ ମାଟ୍ରିକ ଫେଲ୍ ଅନ୍ନପୂର୍ଣ୍ଣା
ଇଡିଅଟ୍ ଲକ୍ଷ୍ମୀ
ରଙ୍ଗିଲା ଟୋକା ଶିବର ମାଆ
୨୦୧୩ ମାଇଁ ଲଭ୍ ଷ୍ଟୋରୀ
ଏସିପି ସାଗରିକା ସୁନିତା ରାଉତ
ଚଉକା ଛକା ସାବିତ୍ରୀ
ମୁଁ ଏକା ତୁମର ଜେଜିମା
ହରି ଓମ୍ ହରି ରାଧାରାଣୀ
୨୦୧୪ ପୁଣି ଦେଖା ହେବ ଆର ଜନମରେ
ଲେଖୁ ଲେଖୁ ଲେଖି ଦେଲି ଅମ୍ରିତାର ମାଆ
ଆମେ ତ ଟୋକା ଷଣ୍ଢମାର୍କା
ପାଗଳ କରିଚୁ ତୁ କାକାର ସ୍ତ୍ରୀ
୨୦୧୫ ଇସ୍କ ତୁ ହି ତୁ ସ୍ୱାଧୀନର ମାଆ
ଗପ ହେଲେ ବି ସତ ସରୋଜିନୀ ମିଶ୍ର
ହେଲୋ ଇନ୍ ଲଭ୍
୨୦୧୬ ଜବରଦସ୍ତ ପ୍ରେମିକ ଚନ୍ଦୁର ଭାଉଜ
ଅଗସ୍ତ୍ୟ ଅଗସ୍ତ୍ୟର ମାଆ

ଆଧାର ସମ୍ପାଦନା

  1. ୧.୦ ୧.୧ "Priyanka Mohapatra, Debu Pattnaik in Ambika Khudi Handisala". Incredible Orissa. 26 March 2015. Retrieved 26 March 2018.
  2. "Priyanka Mohapatra, Debu Pattnaik in Ambika Khudi Handisala". Incredible Orissa (in English). 26 March 2015. Archived from the original on 20 September 2020. Retrieved 31 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା