ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୩

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା

୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩

ସମୁଦାୟ ୨୭ଟି ପ୍ରସଙ୍ଗ ଗଢ଼ାଯାଇଛି

ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଉଇକିପଡ଼ିଆ ଏକ ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ । ଏହି ଗଣସମ୍ପାଦନାରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ ।

ସମ୍ପର୍କିତ ଗଣସମ୍ପାଦନା ସମ୍ପାଦନା

ସମୟସୀମା ସମ୍ପାଦନା

୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩

ରଖାଯାଇଥିବା ନିୟମ ସମ୍ପାଦନା

  1. ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ଚାଲିବ ।
  2. ଏହି ଗଣସମ୍ପାଦନା ପାଇଁ ଭାରତର ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ କୌଣସି ବିଷୟରେ ପ୍ରସଙ୍ଗ ତିଆରି କରିହେବ, କିନ୍ତୁ ତାହା ଉଲ୍ଲେଖନୀୟ ହୋଇଥିବା ଆବଶ୍ୟକ, ଯାହାକି ଉଇକିପଡ଼ିଆର ନିୟମକୁ ଅନୁସରଣ କରୁଥିବ, ପ୍ରସଙ୍ଗରେ ଉପଯୁକ୍ତ ଆଧାର ଥିବା ଆବଶ୍ୟକ ।

ଅଂଶଗ୍ରହଣ କରିଥିବା ଉଇକିଆଳୀ ସମ୍ପାଦନା

  1. ଗପୁ (ମୋ ଆଲୋଚନା) ୨୩:୫୩, ୧୩ ଅଗଷ୍ଟ ୨୦୨୩ (IST)[reply]
  2. --Aliva Sahoo (ମୋ ଆଲୋଚନା) ୦୦:୨୬, ୧୪ ଅଗଷ୍ଟ ୨୦୨୩ (IST)[reply]
  3. Radhadwibedi (ମୋ ଆଲୋଚନା) ୧୦:୨୨, ୧୪ ଅଗଷ୍ଟ ୨୦୨୩ (IST)[reply]
  4. ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୧:୦୧, ୧୪ ଅଗଷ୍ଟ ୨୦୨୩ (IST)[reply]
  5. Hpsatapathy (ମୋ ଆଲୋଚନା) ୦୯:୨୯, ୧୫ ଅଗଷ୍ଟ ୨୦୨୩ (IST)[reply]

ଅଂଶଗ୍ରହଣ ସମ୍ପାଦନା

ପ୍ରସଙ୍ଗ ଯୋଡ଼ନ୍ତୁ ସମ୍ପାଦନା

ନୂଆ ପ୍ରସଙ୍ଗ ଗଢ଼ିବା ପରେ ତାକୁ ତଳ ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ କ୍ଲିକ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ନୂଆ ଗଢ଼ାଯାଇଥିବା ପ୍ରସଙ୍ଗ ସମ୍ପାଦନା

  1. ଆଜାଦ ହିନ୍ଦ୍ ଫୌଜ -ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୧:୩୧, ୧୪ ଅଗଷ୍ଟ ୨୦୨୩ (IST)[reply]
  2. ଆର୍ତ୍ତତ୍ରାଣ ଦେଓ - ପ୍ରୀତିରଞ୍ଜନ ତ୍ରିପାଠୀ
  3. ଦୀନଦୟାଲ ଗୁପ୍ତା - ସଂଗ୍ରାମ କେଶରୀ ସେନାପତି
  4. ରାମ ଚରଣ ଅଗ୍ରୱାଲ - ସଂଗ୍ରାମ କେଶରୀ ସେନାପତି
  5. ଅପ୍ପାନ୍ନଗୌଡ଼ା ପାଟିଲ - ସଂଗ୍ରାମ କେଶରୀ ସେନାପତି
  6. ବୁଧୁ ଭଗତ - ସଂଗ୍ରାମ କେଶରୀ ସେନାପତି
  7. ଗୌରୀରାମ ଗୁପ୍ତା - ସଂଗ୍ରାମ କେଶରୀ ସେନାପତି
  8. ବିଠଲଭାଇ ଜାଭେରୀ - ସଂଗ୍ରାମ କେଶରୀ ସେନାପତି
  9. ଏ. ଭି. କୁଟ୍ଟିମାଲୁ ଆମ୍ମା - ସଂଗ୍ରାମ କେଶରୀ ସେନାପତି
  10. ରଘୁନାଥ ମାହାତୋ - ସଂଗ୍ରାମ କେଶରୀ ସେନାପତି
  11. ପ୍ୟାରୀ ଦେବୀ ଅଗ୍ରହାରୀ - ସଂଗ୍ରାମ କେଶରୀ ସେନାପତି
  12. ବିନାୟକ ଦାମୋଦର ସାବରକର -ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୪:୩୫, ୧୫ ଅଗଷ୍ଟ ୨୦୨୩ (IST)[reply]
  13. ଧନ୍ୱନ୍ତରୀ - ସଂଗ୍ରାମ କେଶରୀ ସେନାପତି
  14. ଇଷ୍ଟ ଇଣ୍ଡିଆ କମ୍ପାନୀ‎‎ -ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୫:୫୨, ୧୫ ଅଗଷ୍ଟ ୨୦୨୩ (IST)[reply]
  15. ଧିରଜଲାଲ ଦେଶାଇ - ହରିହର ଶତପଥୀ
  16. ତାରା ରାଣୀ ଶ୍ରୀବାସ୍ତବ - ଅଲିଭା ସାହୁ
  17. ଅଖିଳ ଭାରତୀୟ ମୁସଲିମ ଲିଗ - ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୮:୧୭, ୧୫ ଅଗଷ୍ଟ ୨୦୨୩ (IST)[reply]
  18. ସୁରେଶ ଚନ୍ଦ୍ର ମିଶ୍ର - ସଂଗ୍ରାମ କେଶରୀ ସେନାପତି
  19. କାମଦା କିଙ୍କର ମୁଖାର୍ଜୀ - ସଂଗ୍ରାମ କେଶରୀ ସେନାପତି
  20. ସାନ୍ତାଳ ବିଦ୍ରୋହ - ଶୁଭାଶିଷ
  21. ସିଧୁ ଓ କାହ୍ନୁ ମୁର୍ମୁ - ଶୁଭାଶିଷ
  22. ତିରୁପୁର କୁମାରନ - ଅଲିଭା ସାହୁ
  23. ପ୍ୟାରେଲାଲ ନାୟାର - ସଂଗ୍ରାମ କେଶରୀ ସେନାପତି
  24. ଏଡ଼ତାତା ନାରାୟଣନ - ସଂଗ୍ରାମ କେଶରୀ ସେନାପତି
  25. ଦେଓ ନାରାୟଣନ ଯାଦବ - ସଂଗ୍ରାମ କେଶରୀ ସେନାପତି
  26. ଚେତରାମ ଯତାଭ - ଅଲିଭା ସାହୁ
  27. ମୁକୁନ୍ଦରାଓ ପେଡଗାଓଁକର - ସଂଗ୍ରାମ କେଶରୀ ସେନାପତି

ତିନି ଦିନ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ ସମୁଦାୟ ୬ ଜଣ ବ୍ୟବହାରକାରୀ ଭାଗ ନେଇଥିଲେ ଏବଂ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଥିଲା । ସଂଗ୍ରାମ କେଶରୀ ସେନାପତି ୧୬ଟି, ସୌମେନ୍ଦ୍ର କୁମାର ସାହୁ ୪ଟି, ଅଲିଭା ସାହୁ ୩ଟି, ସୁଭାଶିଷ ପାଣିଗ୍ରାହୀ ୨ଟି ଏବଂ ପ୍ରୀତିରଞ୍ଜନ ତ୍ରିପାଠୀହରିହର ଶତପଥୀ ଗୋଟିଏ ଲେଖାଏଁ ନୂଆ ପ୍ରସଙ୍ଗ ଗଢ଼ିଥିଲେ । ୨୭ଟିରୁ ମାତ୍ର ଗୋଟିଏ ପ୍ରସଙ୍ଗ ଆର୍ତ୍ତତ୍ରାଣ ଦେଓ ନୂଆ କରି ଗଢ଼ାଯାଇଥିଲା, ବାକି ୨୬ଟି ଯାକ ଇଂରାଜୀରୁ ଅନୁବାଦ କରାଯାଇଥିଲା । ଏହାଛଡ଼ା ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଅନେକ ପୁରାତନ ପ୍ରସଙ୍ଗଗୁଡ଼ିକୁ ମଧ୍ୟ ଉନ୍ନତ କରାଯାଇଥିଲା ।