କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ଆଦରର Nistha.aslp,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଅବଦାନ ଜାରି ରଖିବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ଯଦି ଆପଣ କିଛି ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୦୯:୪୧, ୧୧ ନଭେମ୍ବର ୨୦୧୨ (UTC)

A barnstar for you! ସମ୍ପାଦନା

  The Original Barnstar
ନିଷ୍ଠା ଭାଇ, ଆପଣଙ୍କ ଏତେ ବଢିଆ ବଢିଆ ଲେଖା ପାଇଁ ଏହି କୁନି ଭେଟିଟିଏ :) । ଶିତିକଣ୍ଠ (ଆଲୋଚନା) ୧୩:୪୮, ୧୦ ଅକ୍ଟୋବର ୨୦୧୪ (UTC)

A barnstar for you! ସମ୍ପାଦନା

  The Editor's Barnstar
ଭାଇ, ଖୁବ କମ ଦିନରେ ତମ ଅତୁଳନୀୟ ଅବଦାନ ପାଇଁ ମୋ ତରଫରୁ ଏ ଛୋଟିଆ ଉପହାର । ଆଉ ତମ ପ୍ରଶ୍ନର ଉତ୍ତର ମଧ୍ୟ ମୋ ଆଲୋଚନା ପୃଷ୍ଠାରେ ଦେଇଛି । ଆଦିତ୍ୟ ମହାର (ଆଲୋଚନା) ୦୭:୧୨, ୧୭ ଅକ୍ଟୋବର ୨୦୧୪ (UTC)
  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ପାଇଁ ଏକ Barnstar
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ରେ ଆପଣଙ୍କ ଯୋଗଦାନ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏମିତି ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ ଓ ଓଡିଆ ଉଇକି କୁ ଆଗକୁ ବଢାନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୦୭, ୨୩ ମାର୍ଚ୍ଚ ୨୦୧୫ (UTC)

ସୀତାକାନ୍ତ ରାୟ ପ୍ରସଙ୍ଗ ପାଇଁ ଆଧାର ସମ୍ପାଦନା

ତାଲିକା ତଳେ ଦେଲି, ଲେଖାଟି ଦେଖିବାକୁ ଚାହିଁରହିଲି:

--ସୁଭାସିସ ପାଣିଗାହି (ଆଳାପ) ୧୫:୧୩, ୬ ସେପ୍ଟେମ୍ବର ୨୦୧୫ (UTC)

ଚାନ୍ଦ୍ରମାସ ସଂପର୍କରେ ସମ୍ପାଦନା

ସମ୍ମାନୀୟ ନିଷ୍ଠାବାବୁ, ଆପଣଂକ ମତାମତ ପାଇଁ ଧନ୍ୟବାଦ । ଖଡୀରତ୍ନ ପଞ୍ଜିକାରେ 'ଚାନ୍ଦ୍ରମାସ' ଶବ୍ଦର ବ୍ୟବହାର ରହିଛି । ଓଡିଆ ଉଇକିରେ ମଧ୍ୟ ପୂର୍ବରୁ ଏ ଶବ୍ଦ ବ୍ୟବହୃତ । ତେବେ, ଏ ସଂପର୍କରେ ଅଧିକରୁ ଅଧିକ ମତାମତ ଅପେକ୍ଷାରେ । Hpsatapathy (ମୋ ଆଲୋଚନା) ୦୦:୩୬, ୯ ଅକ୍ଟୋବର ୨୦୧୫ (UTC)

Geographical Indications in India Edit-a-thon ସମ୍ପାଦନା

​Hello,

 

Sorry for writing in English
CIS-A2K is going to organize an edit-a-thon between 25 and 31 January this year. The aim of this edit-a-thon is creating and improving List of Geographical Indications in India related articles.

We welcome all of you to join this edit-a-thon.
Please see the event and add your name as a participant: meta:CIS-A2K/Events/Geographical Indications in India Edit-a-thon

Feel free to ask if you have question(s).
Regards. --Titodutta (ମୋ ଆଲୋଚନା) ୦୩:୨୮, ୨୩ ଜାନୁଆରୀ ୨୦୧୬ (IST)Reply

GI edit-a-thon 2016 updates ସମ୍ପାଦନା

Geographical Indications in India Edit-a-thon 2016 has started, here are a few updates:

  1. More than 80 Wikipedians have joined this edit-a-thon
  2. More than 35 articles have been created/expanded already (this may not be the exact number, see "Ideas" section #1 below)
  3. Infobox geographical indication has been started on English Wikipedia. You may help to create a similar template for on your Wikipedia.
 
Become GI edit-a-thon language ambassador

If you are an experienced editor, become an ambassador. Ambassadors are community representatives and they will review articles created/expanded during this edit-a-thon, and perform a few other administrative tasks.

Translate the Meta event page

Please translate this event page into your own language. Event page has been started in Bengali, English and Telugu, please start a similar page on your event page too.

Ideas
  1. Please report the articles you are creating or expanding here (or on your local Wikipedia, if there is an event page here). It'll be difficult for us to count or review articles unless you report it.
  2. These articles may also be created or expanded:

See more ideas and share your own here.

Media coverages

Please see a few media coverages on this event: The Times of India, IndiaEducationDiary, The Hindu.

Further updates

Please keep checking the Meta-Wiki event page for latest updates.

All the best and keep on creating and expanding articles. :) --MediaWiki message delivery (ମୋ ଆଲୋଚନା) ୦୨:୧୬, ୨୮ ଜାନୁଆରୀ ୨୦୧୬ (IST)Reply

7 more days to create or expand articles ସମ୍ପାଦନା

 

Hello, thanks a lot for participating in Geographical Indications in India Edit-a-thon. We understand that perhaps 7 days (i.e. 25 January to 31 January) were not sufficient to write on a topic like this, and/or you may need some more time to create/improve articles, so let's extend this event for a few more days. The edit-a-thon will continue till 10 February 2016 and that means you have got 7 more days to create or expand articles (or imprpove the articles you have already created or expanded).

Rules

The rules remain unchanged. Please report your created or expanded articles.

Joining now

Editors, who have not joined this edit-a-thon, may also join now.

 
Reviewing articles

Reviewing of all articles should be done before the end of this month (i.e. February 2016). We'll keep you informed. You may also check the event page for more details.

Prizes/Awards

A special barnstar will be given to all the participants who will create or expand articles during this edit-a-thon. The editors, who will perform exceptionally well, may be given an Indic Geographical Indication product or object. However, please note, nothing other than the barnstar has been finalized or guaranteed. We'll keep you informed.

Questions?

Feel free to ask question(s) here. -- User:Titodutta (talk) sent using MediaWiki message delivery (ମୋ ଆଲୋଚନା) ୧୬:୩୮, ୨ ଫେବୃଆରୀ ୨୦୧୬ (IST)Reply

Some kheer for you! ସମ୍ପାଦନା

  ମୋ ଭୁଲ ଥିବା ବନାନକୁ ସଂଶୋଧନ କରିବାରୁ ଖୁବ୍ ଖୁବ୍ ଧନ୍ୟବାଦ ଭାଈ Aliva Sahoo ୧୭:୨୦, ୧୬ ଫେବୃଆରୀ ୨୦୧୬ (IST)

GI edit-a-thon updates ସମ୍ପାଦନା

 

Thank you for participating in the Geographical Indications in India edit-a-thon. The review of the articles have started and we hope that it'll finish in next 2-3 weeks.

  1. Report articles: Please report all the articles you have created or expanded during the edit-a-thon here before 22 February.
  2. Become an ambassador You are also encouraged to become an ambassador and review the articles submitted by your community.
Prizes/Awards

Prizes/awards have not been finalized still. These are the current ideas:

  1. A special barnstar will be given to all the participants who will create or expand articles during this edit-a-thon;
  2. GI special postcards may be sent to successful participants;
  3. A selected number of Book voucher/Flipkart/Amazon coupons will be given to the editors who performed exceptionally during this edit-a-thon.

We'll keep you informed.

Train-a-Wikipedian

  We also want to inform you about the program Train-a-Wikipedian. It is an empowerment program where groom Wikipedians and help them to become better editors. This trainings will mostly be online, we may conduct offline workshops/sessions as well. More than 10 editors from 5 Indic-language Wikipedias have already joined the program. We request you to have a look and consider joining. -- Titodutta (CIS-A2K) using MediaWiki message delivery (ମୋ ଆଲୋଚନା) ୦୧:୩୧, ୧୮ ଫେବୃଆରୀ ୨୦୧୬ (IST)Reply

Train-a-Wikipedian ସମ୍ପାଦନା

Thanks for joining Train-a-Wikipedian. I have started your user subpage with a couple of initial questions, please answer these two questions here, so that we can go ahead and plan our sessions or training. Thanks. --Titodutta (ମୋ ଆଲୋଚନା) ୧୫:୦୪, ୨ ମାର୍ଚ୍ଚ ୨୦୧୬ (IST)Reply

Request for opinion ସମ୍ପାଦନା

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୧୩, ୯ ମଇ ୨୦୧୬ (IST)Reply

ଇତିଶ୍ରୀ ହତ୍ୟାକାଣ୍ତ ର ଅପଡ଼େଟ କରିବାକୁ ସମ୍ପାଦନା

ନିଷ୍ଠା ମୁଁ ଏଥିରେ କିଛି ଶିଖିବା ସକାଶେ ଇଂରାଜୀ ରେ ଏହାର ଗୋଟିଏ ପୃଷ୍ଠା ତିଆରି କରୁଛି ଖରାପ ଭାବିବେନି । ତମେ କିମ୍ୱା ଶତପଥି ସାର ତାକୁ ଇଂରାଜୀରେ ଅପଡ଼େଟ କରିଦେବେ ।-- Pmsarangi (ମୋ ଆଲୋଚନା) ୧୮:୫୫, ୧୬ ଜୁନ ୨୦୧୬ (IST)Reply

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ ସମ୍ପାଦନା

 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପଦନାରେ ଜଗନ୍ନାଥ ସଂସ୍କୃତି ସମନ୍ଧିତ ୧୪୦ ଟି ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk ୧୯:୩୬, ୧୫ ଜୁଲାଇ ୨୦୧୬ (IST)Reply

user list:

MKar Psubhashish ଶିତିକଣ୍ଠ ଦାଶ Subas Chandra Rout Hpsatapathy Hellohappy Jnanaranjan sahu Saileshpat Nistha.aslp Aliva Sahoo Chinmayee Mishra Subharajit Jena Adyasha1994 Abha S Pradhan Rajmishra757 Dsasanka Th3snehasish T3knikalteenager Anwesh pati Ssgapu Satyamwikipedia Shisir 1945 Dorajagannath8 Dibyadarsi Nayak Ramachanra nayak Soumya srp Milu chitrasen Sonalisubudhi122 Bapu2407 Jishu2014 Mouryan Khalana,odisha Ah3kal SPanigrahi (WMF) Csbikash SUDIPTA SWAYAM PRAKASH SAMALUC NickK Roland zh Betateschter Mission15 Soumyajit Panda 1995


Aditya Mahar ସୁରଥ କୁମାର ପାଢ଼ୀ Krupasindhu Muduli Odisha1 Ansumang MKar (2) Santosh.mbahrm ଆଶୁତୋଷ କର Kamalakanta777 Sukanta Sarkar ସୁବାସ ଚନ୍ଦ୍ର ରାଉତ Nayansatya ManXiii Guguly18 Gorvachove Sailenroutray Jose77 Dcmpuri Buddhadeva sahoo Bismaydash

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ ସମ୍ପାଦନା

 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

Rio Olympics Edit-a-thon ସମ୍ପାଦନା

Dear Friends & Wikipedians, Celebrate the world's biggest sporting festival on Wikipedia. The Rio Olympics Edit-a-thon aims to pay tribute to Indian athletes and sportsperson who represent India at Olympics. Please find more details here. The Athlete who represent their country at Olympics, often fail to attain their due recognition. They bring glory to the nation. Let's write articles on them, as a mark of tribute.

For every 20 articles created collectively, a tree will be planted. Similarly, when an editor completes 20 articles, a book will be awarded to him/her. Check the main page for more details. Thank you. Abhinav619 (sent using MediaWiki message delivery (ମୋ ଆଲୋଚନା) ୨୨:୨୪, ୧୬ ଅଗଷ୍ଟ ୨୦୧୬ (IST), subscribe/unsubscribe)Reply

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)  

CIS-A2Kର ଆଗାମୀ ବର୍ଷର କାର୍ଯ୍ୟ ପାଇଁ ସର୍ଭେ। ସମ୍ପାଦନା

ନମସ୍କାର ନିଷ୍ଠା ଭାଇ, ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007 gmail.com), ଫୋନ୍ (୭୫୩୭୦୯୭୭୭୦) କିମ୍ବା ସ୍କାଇପ୍ ଦ୍ୱାରା ଉତ୍ତର ପଠେଇ ପାରିବେ। ଆପଣ ରବିବାର ସନ୍ଧ୍ୟାରେ ହେଉଥିବା IRCରେ ମଧ୍ୟ ଭାଗ ନେଇ ନିଜ ମତ ରଖିପାରିବେ।

  • ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
  • ଆପଣଙ୍କ ମତରେ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ସ୍ଥିତି କଣ ଅଛି? ଏଥିରେ CIS-A2Kର କାର୍ଯ୍ୟର କିଛି ପ୍ରଭାବ ପଡ଼ିଛି କି? (ନୁଆ ଉଇକିଆଳି ଆସିବା, ନୂତନ ପ୍ରକଳ୍ପ କିମ୍ବା ନୂତନ ସମୁଦାୟ ଆରମ୍ଭ ହେବା ଇତ୍ୟାଦି...)
  • କେଉଁ କ୍ଷେତ୍ରରେ CIS-A2K ଅଧିକ ଧ୍ୟାନ ଦେବା ଦରକାର ଏବଂ କେଉଁ କାର୍ଯ୍ୟ କରିବାରେ ଆମେ ବିଫଳ ହେଇଛୁ?
  • CIS-A2K, ସମୁଦାୟ କୁ କିପରି ଅଧିକ ସାହାଯ୍ୟ କରିପାରିବ?
  • ଓପେନ୍ ସୋର୍ସ, ଓପେନ୍ ମାପ୍ସ କିମ୍ବା ଅନ୍ୟ ଓପେନ ପ୍ରକଳ୍ପ ଦ୍ୱାରା CIS-A2K କିପରି ସମୁଦାୟର ସହାୟତା କରିପାରିବ?
  • ଏହି ବର୍ଷ ଆପଣ CIS-A2Kକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ କେଉଁ କାମ କରିବା ପାଇଁ ପରାମର୍ଶ ଦେବ? (ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା, ଇତ୍ୟାଦି....)--ଶୈଳେଶ (ପଚାରିବେ କିଛି?)   ୨୩:୦୬, ୩ ମାର୍ଚ୍ଚ ୨୦୧୭ (IST)Reply

ଅସମ୍ପୂର୍ଣ୍ଣ ଲେଖା ସମ୍ପାଦନା

ଏହି ଲେଖା ଗୁଡ଼ିକୁ ଉନ୍ନତ କଲା ପରେ ପୁଣି ମୂଖ୍ୟ ସ୍ପେସକୁ ନେଇପାରିବା, ବ୍ୟବହାରକାରୀ:DashNistha/ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ବ୍ୟବହାରକାରୀ:DashNistha/ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା -- ଅଂଶୁମାନ ତାର ଯୋଡ଼ିବେ? ୨୧:୪୦, ୨୬ ଜୁନ ୨୦୧୮ (IST)Reply

ବ୍ୟବହାରକାରୀ:DashNistha/ଓଡ଼ିଶା ଇକତ, ବ୍ୟବହାରକାରୀ:DashNistha/କୋଟପାଡ଼ ହସ୍ତତନ୍ତ ବସ୍ତ୍ର, ବ୍ୟବହାରକାରୀ:DashNistha/ଶ୍ରୀଜଗନ୍ନାଥ ବନପ୍ରକଳ୍ପ; ଏହି ପ୍ରସଙ୍ଗଗୁଡ଼ିକୁ ମଧ୍ୟ ନଲିଭାଇ ଏଠାକୁ ଆଣିଲି.. -- ଅଂଶୁମାନ ବାଡ଼େଇବେ! ୧୭:୧୩, ୧୯ ଜୁନ ୨୦୨୦ (IST)Reply

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)Reply

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନା

  ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

 
ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)