ଆମୋଡିଆକୁଇନ
ଆମୋଡିଆକୁଇନ ବା ଏକ୍ୟୁଡି (ଇଂରାଜୀ ଭାଷାରେ Amodiaquine ବା ADQ) ଔଷଧ ସମସ୍ତ ମ୍ୟାଲେରିଆ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ କେବଳ ଜଟିଳ ପ୍ଲାଜମୋଡିଅମ ଫାଲସିପ୍ୟାରମ ବ୍ୟତୀତ ।[୨][୩] ପ୍ରତିରୋଧ ସଙ୍କଟ ନ ଆସିବା ନିମନ୍ତେ ଏହା ଆର୍ଟେସୁନେଟ (artesunate) ସହିତ ଦିଆଯାଏ । ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ବିରଳ ହେଲେ ମଧ୍ୟ ସାଧାରଣତଃ ଦେବାକୁ ସୁପାରିସ କରାଯାଏ ନାହିଁ ।[୨]
Clinical data | |
---|---|
Trade names | Amdaquine, Amobin, others[୧] |
AHFS/Drugs.com | International Drug Names |
ATC code | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.001.518 |
Chemical and physical data | |
Formula | C20H22ClN3O |
Molar mass | 355.861 g/mol |
3D model (JSmol) | |
| |
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣରୁ ମଧ୍ୟମ ଧରଣର ହୁଏ ଓ କ୍ଲୋରୋକୁଇନ (chloroquine) ଅନୁରୂପ ହୁଏ ।[୩] ଯକୃତ ସମସ୍ୟା (liver problems) ଓ ଆଗ୍ରାନୁଲୋସାଇଟୋସିସ (low blood cell levels) ଦେଖାଯାଇପାରେ । ଔଷଧ ଅଧିକ ହୋଇଗଲେ ମୁଣ୍ଡବଥା, ଦୃଷ୍ଟି ସମସ୍ୟା, ବାତ (seizures) ଓ ହୃଦ୍ରୋଧ ହୋଇପାରେ ।[୨] ଅଧିକ ଅନୁଶୀଳନ ହୋଇନଥିଲେ ମଧ୍ୟ ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ।[୪]ଏହା ୪-ଆମିନୋକୁଇନୋଲିନ (4-aminoquinoline) ଶ୍ରେଣୀର ଔଷଧ ଯାହାର ଅନ୍ୟ ଏକ ଔଷଧର ନାମ କ୍ଲୋରୋକୁଇନ ।[୨]
ସନ ୧୯୪୮ରେ ପ୍ରଥମେ ଆମୋଡିଆକୁଇନ ପ୍ରସ୍ତୁତ କରାଯାଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସନ ୨୦୧୪ରେ ଏହାର ହୋଲସେଲ ମୁଲ୍ୟ ୦.୦୧ ଆମେରିକୀୟ ଡଲାର ଥିଲା ।[୭] ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଉପଲବ୍ଧ ନୁହେଁ,[୮] କିନ୍ତୁ ଆଫ୍ରିକାରେ ବହୁଳ ଭାବରେ ଉପଲବ୍ଧ ।[୨][୯]
ଆଧାର
ସମ୍ପାଦନା- ↑ "Amodiaquine". drugs.com. Retrieved 27 November 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ Nair, A; Abrahamsson, B; Barends, DM; Groot, DW; Kopp, S; Polli, JE; Shah, VP; Dressman, JB (December 2012). "Biowaiver monographs for immediate release solid oral dosage forms: amodiaquine hydrochloride". Journal of pharmaceutical sciences. 101 (12): 4390–401. PMID 22949374.
- ↑ ୩.୦ ୩.୧ Olliaro, P; Mussano, P (2003). "Amodiaquine for treating malaria". The Cochrane database of systematic reviews (2): CD000016. PMID 12804382.
- ↑ Tagbor, HK; Chandramohan, D; Greenwood, B (November 2007). "The safety of amodiaquine use in pregnant women". Expert opinion on drug safety. 6 (6): 631–5. PMID 17967151.
- ↑ Profiles of Drug Substances, Excipients and Related Methodology (in ଇଂରାଜୀ). Academic Press. 1992. p. 45. ISBN 9780080861166.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Amodiaquine". International Drug Price Indicator Guide. Retrieved 4 December 2015.[permanent dead link]
- ↑ "Amodiaquine". Livertox. Retrieved 27 November 2016.
- ↑ Centers for Disease Control, (CDC). (12 April 1985). "Revised recommendations for preventing malaria in travelers to areas with chloroquine-resistant Plasmodium falciparum". MMWR. Morbidity and mortality weekly report. 34 (14): 185–90, 195. PMID 3156271.