ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ସମ୍ପୃକ୍ତ ବିଷୟ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ ।
- ଲଗ ଇନ କରିବେ ।
- ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
- କିପରି ନୂଆ ଲେଖାଟିଏ ଗଢ଼ିବେ କିମ୍ବା ଆଗରୁ ଥିବା ଲେଖାରେ ଅଧିକ ତଥ୍ୟ ଯୋଇବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ସେଠାରେ ପଚାରିପାରିବେ ।
- ଲେଖିସାରି ସବା ତଳେ "[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]" ଯୋଡ଼ି ଲେଖାଟି ସାଇତିବେ ।
- ପୁରସ୍କାର ଜିତିବା ପାଇଁ ସର୍ବନିମ୍ନ ଯୋଗ୍ୟତା
ଅବଦାନ ପାଇଁ ପଞ୍ଜୀକରଣ ପରେ ୫୦ ପଏଣ୍ଟରୁ ଉର୍ଦ୍ଧ + ଦିନକୁ ଅନ୍ୟୁନ ଥରେ ସମ୍ପାଦନା କିମ୍ବା ମାସେ କାଳ ପ୍ରତି ସପ୍ତାହରେ ୨୫ଟି ସମ୍ପାଦନା (ଗଣସମ୍ପାଦନା ଅବଧି ଶେଷ ପର୍ଯ୍ୟନ୍ତ) କରିଥିବା ବ୍ୟକ୍ତି ନିଶ୍ଚିତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ।
- ପୁରସ୍କାର
- (ବିଚାର ଚାଲିଛି...ଶିଘ୍ର ଏଠାରେ ଘୋଷଣା ହେବ!)
- ୫୦ପଏଣ୍ଟ + ୧୦୦ଟି ସମ୍ପାଦନାରୁ ଅଧିକ ସମ୍ପାଦନା କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ନିଶ୍ଚିତ ପୁରସ୍କାର (ସୋପାନ ୩)
- ଶ୍ରେଷ୍ଠ ୧୦ଙ୍କ ପାଇଁ ____(ସୋପାନ ୨)
- ଶ୍ରେଷ୍ଠ ୩ଙ୍କ ପାଇଁ ____ (ସୋପାନ ୧)
- ଏ ସପ୍ତାହର ଉଇକିଆଳି (୪ ଜଣ)ଙ୍କ ପାଇଁ ______
ପଏଣ୍ଟ ତାଲିକା
ପ୍ରତି ବୈଧ ୧୦୦୦ kb ଲେଖା (ପରିଚାଳକ ଜଣେ ଲେଖାର ମାନ ଦେଖି ଏହା ଦେବେ) |
୧ ପଏଣ୍ଟ
|
ସୂଚୀରେ ଥିବା ପ୍ରସଙ୍ଗ ସମ୍ପର୍କିତ ପ୍ରତି ବୈଧ ଫଟୋ ଅପଲୋଡ଼ |
୫ ପଏଣ୍ଟ
|
ପ୍ରତି ବୈଧ ଆଧାର ଯୋଡ଼ା |
୩ ପଏଣ୍ଟ
|
ପ୍ରଚାରରେ ଅଂଶଗ୍ରହଣ (କେବଳ ନୂଆ ଉଇକିଆଳିଙ୍କ ପାଇଁ) ହ୍ୟାସଟାଗ ସହ Share, Retweet |
୨ ପଏଣ୍ଟ
|
ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) |
୧୦ ପଏଣ୍ଟ
|
- ଅବଦାନକାରୀ ଏହାକୁ ଦାବୀକରିବେ (ତଳ ଭାଗକୁ ଯାଆନ୍ତୁ)
- ପଏଣ୍ଟ ହିସାବରେ ପରିଚାଳକଙ୍କ ନିଷ୍ପତି ଚୂଡ଼ାନ୍ତ ନିଷ୍ପତି
- ସର୍ତ୍ତାବଳୀ ଲାଗୁ
- --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୯:୫୪, ୮ ଅଗଷ୍ଟ ୨୦୧୫ (UTC)
- --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୪:୧୫, ୯ ଅଗଷ୍ଟ ୨୦୧୫ (UTC)
- --ସଂଗ୍ରାମ କେଶରୀ ସେନାପତି(ଗପୁ) (ମୋ ସହ ଆଲୋଚନା) ୧୪:୩୦, ୯ ଅଗଷ୍ଟ ୨୦୧୫ (UTC)
- --ସୁଭାସିସ ପାଣିଗାହି (ଆଳାପ) ୧୦:୧୦, ୯ ଅଗଷ୍ଟ ୨୦୧୫ (UTC)
- --Sailesh Patnaik ଶୈଳେଶ (ମୋ ଆଲୋଚନା) ୧୪:୨୪, ୯ ଅଗଷ୍ଟ ୨୦୧୫ (UTC)
- --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୫୯, ୧୦ ଅଗଷ୍ଟ ୨୦୧୫ (UTC)
- -- ହରିହର ପ୍ରସାଦ ଶତପଥୀ(ମୋ ସହ ଆଲୋଚନା) ୧୪:୨୫, ୧୧ ଅଗଷ୍ଟ ୨୦୧୫ (UTC)
- --ଆଦିତ୍ୟ ମହାର (ଆଲୋଚନା) ୦୫:୦୬, ୧୨ ଅଗଷ୍ଟ ୨୦୧୫ (UTC)
- --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୨୫, ୧୪ ଅଗଷ୍ଟ ୨୦୧୫ (UTC)
- --ସନ୍ତୋଷ ସାହୁ (ମୋ ଆଲୋଚନା) ୧୪:୨୯, ୧୮ ଅଗଷ୍ଟ ୨୦୧୫ (UTC)
- -- ପବିତ୍ର କୁମାର ପଣ୍ଡାପବିତ୍ର କୁମାର ପଣ୍ଡା ୨୧:୪୫, ୧୫ ଜୁଲାଇ ୨୦୧୬ (IST)[reply]
- --Hpsatapathy (ମୋ ଆଲୋଚନା) ୧୧:୪୩, ୩ ଅଗଷ୍ଟ ୨୦୧୬ (IST)[reply]
ନିଜ ସମ୍ପାଦନାକୁ ନେଇ ପଏଣ୍ଟ ହିସାବ ପାଇଁ ଏହି ପୃଷ୍ଠା ଦେଖନ୍ତୁ ।
|