ରଣଭୂମି

୧୯୯୫ର ଓଡ଼ିଆ କଥାଚିତ୍ର

ରଣଭୂମି ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ନାୟକପ୍ରଣବ ଦାସ[୩]

ରଣଭୂମି
ନିର୍ଦ୍ଦେଶକବସନ୍ତ ନାୟକ, ପ୍ରଣବ ଦାସ
ପ୍ରଯୋଜକଭି. ଏମ. ମଣି
ଚିତ୍ରନାଟ୍ୟପ୍ରଣବ ଦାସ
କାହାଣୀଭି. ଏମ. ମଣି
କଳାକାରସିଦ୍ଧାନ୍ତ ମହାପାତ୍ର, ପୁଷ୍ପା ପଣ୍ଡା, ରାଇମୋହନ, ଦେବୁ ବୋଷ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣଶାମ୍ବା
ସମ୍ପାଦକଦେବେନ ମିଶ୍ର[୧][୨]
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ରଣଭୂମି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
  2. "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
  3. "ଆମ ଷ୍ଟାରମାନଙ୍କ ସଙ୍ଗେ ସନ୍ଧ୍ୟାଟିଏ". ନିତିଦିନ (ନଜର୍). 26 June 2022. p. ୧୪. Archived from the original on 26 June 2022. Retrieved 26 June 2022.
  4. "ଓଲିଉଡ୍‌କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟସମ୍ପାଦନ କରନ୍ତୁ