ଚୋରି ଚୋରି ମନ ଚୋରି

୨୦୧୧ର ଓଡ଼ିଆ କଥାଚିତ୍ର

ଚୋରି ଚୋରି ମନ ଚୋରି, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁଭବାନୀ ଚରଣ ରଥ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନାରେ ଦେଇଥିଲେ ।[୧][୨]

ଚୋରି ଚୋରି ମନ ଚୋରି
ନିର୍ଦ୍ଦେଶକରାଜୀବ ମହାନ୍ତି
ପ୍ରଯୋଜକଅନାମ ଚରଣ ସାହୁ
ଭବାନୀ ଚରଣ ରଥ
ସଂଳାପରଜନୀ ରଞ୍ଜନ
କଳାକାରଦେବାଶିଷ
ନିକିତା
ମିହିର ଦାସ
କୁନା ତ୍ରିପାଠୀ
ପୁଷ୍ପା ପଣ୍ଡା
ପିଣ୍ଟୁ ନନ୍ଦ
ସଙ୍ଗୀତବିକାଶ ଶୁକ୍ଳା
ମୁକ୍ତିଲାଭ ତାରିଖ
୨୦୧୧
ଦେଶଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ ନିକିତାମିହିର ଦାସ, କୁନା ତ୍ରିପାଠୀ, ମୀନକେତନ ଦାସ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଶୁକ୍ଳାଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାର ସମ୍ପାଦନା

  1. "ପୁଣି ଓଲିଉଡରେ ଏକ ନୂଆ ଏବଂ ଫ୍ରେସ୍‌ ଯୋଡ଼ି | Sambad". Sambad (in Odia). Odisha. 25 September 2018. Archived from the original on 29 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  2. "'ତୁ ମୋର ନିହାତି ଦରକାର'ରେ ଓଲିଉଡକୁ ଆସୁଛନ୍ତି ଏହି ନୂଆ ଯୋଡ଼ି | Sambad". Sambad. 24 August 2018. Retrieved 31 August 2018.
  3. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
  4. "ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 6 January 2019. Retrieved 5 January 2019.{{cite news}}: CS1 maint: unrecognized language (link)
  5. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ଅଧିକ ତଥ୍ୟ ସମ୍ପାଦନା