ଅଗ୍ନି ବୀଣା
୧୯୯୦ର ଓଡ଼ିଆ କଥାଚିତ୍ର
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଅଗ୍ନି ବୀଣା ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ମନମୋହନ ମହାପାତ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ଅସୀମ ବସୁ, ଜୟା ସ୍ୱାମୀ, ବୃନ୍ଦାବନ ବାରିକ, ହେମନ୍ତ ଦାସ, ନମ୍ରତା ଦାସ, ପୁଷ୍ପା ପଣ୍ଡା, ବିଜୟ ସାମଲ ଆଦି କଳାକାରମାନେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଗ୍ନି ବୀଣା | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର |
କଳାକାର | ଅସୀମ ବସୁ ଜୟା ସ୍ୱାମୀ ବୃନ୍ଦାବନ ବାରିକ ହେମନ୍ତ ଦାସ ନମ୍ରତା ଦାସ ପୁଷ୍ପା ପଣ୍ଡା ବିଜୟ ସାମଲ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ଝଙ୍ଗିର ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୯୯୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନା- ଅସୀମ ବସୁ
- ଜୟା ସ୍ୱାମୀ[୩]
- ବୃନ୍ଦାବନ ବାରିକ
- ହେମନ୍ତ ଦାସ[୪]
- ନମ୍ରତା ଦାସ
- ପୁଷ୍ପା ପଣ୍ଡା
- ବିଜୟ ସାମଲ
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ମନମୋହନ ମହାପାତ୍ର: ଓଡ଼ିଆ ନ୍ୟୁ ୱେଭ୍ ସିନେମାର ଜନକ". Odisha Live. 11 December 2017. Retrieved 19 July 2018.
- ↑ "ମନମୋହନ ମହାପାତ୍ର: ଓଡ଼ିଆ ନ୍ୟୁ ୱେଭ୍ ସିନେମାର ଜନକ". ସମ୍ବାଦ. 11 December 2017. Retrieved 19 July 2018.
- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}
: Check date values in:|date=
and|archivedate=
(help) - ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଗ୍ନି ବୀଣା