ପୁଅ ମୋର ଜଗତ ଜିତା

୨୦୦୨ର ଓଡ଼ିଆ କଥାଚିତ୍ର

ପୁଅ ମୋର ଜଗତ ଜିତା, ୨୦୦୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସନ‌କ ଦେବତା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଦିଲ୍ଲୀପ ଚୌଧୁରୀ ଓ ଶୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହି କଥାଚିତ୍ରଟିରେ ଜଣେ କାର୍ଯ୍ୟକାରୀ ପ୍ରଯୋଜକ ଭାବରେ କାର୍ଯ୍ୟ କରିଥିଲେ ।[]

ପୁଅ ମୋର ଜଗତ ଜିତା
ନିର୍ଦ୍ଦେଶକସନ‌କ ଦେବତା
ପ୍ରଯୋଜକସନ‌କ ଦେବତା
ସଂଳାପଦିଲ୍ଲୀପ ଚୌଧୁରୀ, ସୁବୋଧ ପଟ୍ଟନାୟକ
କାହାଣୀସନ‌କ ଦେବତା
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ମୀନକେତନ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଯୁଗଳ ଦେବତା
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୫ ମଇ ୨୦୦୨
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ମୀନକେତନ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ହର ପଟ୍ଟନାୟକ, ପୁଷ୍ପା ପଣ୍ଡା, ଉତ୍ତମ ମହାନ୍ତି, ଜୟୀରାମ ସାମଲ, ବ୍ରଜ ସିଂହ, ସରୋଜ ଦାସ, ଦିଲ୍ଲୀପ ସାଧଙ୍ଗୀ, ଶୁଭେନ୍ଦୁ, ଜଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କାହାଣୀ

ସମ୍ପାଦନା

ଗୀତ ଏବଂ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[] ଦେବଦାସ ଛୋଟରାୟ, ନିଜାମ ଆଦି ଗୀତକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

କ୍ରମଗୀତସମୟ
  1. "ସିଦ୍ଧାନ୍ତଙ୍କ ଏହି ସ୍ୱପ୍ନ ଏଯାଏଁ ପୂରଣ ହୋଇନାହିଁ". sambad.in. 30 May 2018. Retrieved 6 June 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 27 April 2018.
  4. "ଆଜି ଜନ୍ମଦିନ : ମନେପଡ଼ନ୍ତି ସଙ୍ଗୀତର ବାଦ୍‌ଶାହ ଅକ୍ଷୟ". 12 October 2016. Retrieved 27 April 2018.[permanent dead link]

ବାହାର ଆଧାର

ସମ୍ପାଦନା