ପୁଅ ମୋର ଜଗତ ଜିତା
୨୦୦୨ର ଓଡ଼ିଆ କଥାଚିତ୍ର
ପୁଅ ମୋର ଜଗତ ଜିତା, ୨୦୦୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସନକ ଦେବତା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଦିଲ୍ଲୀପ ଚୌଧୁରୀ ଓ ଶୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହି କଥାଚିତ୍ରଟିରେ ଜଣେ କାର୍ଯ୍ୟକାରୀ ପ୍ରଯୋଜକ ଭାବରେ କାର୍ଯ୍ୟ କରିଥିଲେ ।[୧]
ପୁଅ ମୋର ଜଗତ ଜିତା | |
---|---|
ନିର୍ଦ୍ଦେଶକ | ସନକ ଦେବତା |
ପ୍ରଯୋଜକ | ସନକ ଦେବତା |
ସଂଳାପ | ଦିଲ୍ଲୀପ ଚୌଧୁରୀ, ସୁବୋଧ ପଟ୍ଟନାୟକ |
କାହାଣୀ | ସନକ ଦେବତା |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ମୀନକେତନ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୫ ମଇ ୨୦୦୨ |
ଦେଶ | ![]() |
ଭାଷା | ଓଡ଼ିଆ |
ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ମୀନକେତନ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ହର ପଟ୍ଟନାୟକ, ପୁଷ୍ପା ପଣ୍ଡା, ଉତ୍ତମ ମହାନ୍ତି, ଜୟୀରାମ ସାମଲ, ବ୍ରଜ ସିଂହ, ସରୋଜ ଦାସ, ଦିଲ୍ଲୀପ ସାଧଙ୍ଗୀ, ଶୁଭେନ୍ଦୁ, ଜଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ
- ବିଜୟ ମହାନ୍ତି
- ରାଇମୋହନ ପରିଡ଼ା
- ମୀନକେତନ[୨]
- ଅପରାଜିତା ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
- ହର ପଟ୍ଟନାୟକ
- ପୁଷ୍ପା ପଣ୍ଡା
- ଉତ୍ତମ ମହାନ୍ତି
- ଜୟୀରାମ ସାମଲ
- ବ୍ରଜ ସିଂହ
- ସରୋଜ ଦାସ
- ଦିଲ୍ଲୀପ ସାଧଙ୍ଗୀ
- ଶୁଭେନ୍ଦୁ
- ଜଲି
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୩] ଦେବଦାସ ଛୋଟରାୟ, ନିଜାମ ଆଦି ଗୀତକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ "ସିଦ୍ଧାନ୍ତଙ୍କ ଏହି ସ୍ୱପ୍ନ ଏଯାଏଁ ପୂରଣ ହୋଇନାହିଁ". sambad.in. 30 May 2018. Retrieved 6 June 2018.
- ↑ "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Retrieved 27 April 2018.
- ↑ "ଆଜି ଜନ୍ମଦିନ : ମନେପଡ଼ନ୍ତି ସଙ୍ଗୀତର ବାଦ୍ଶାହ ଅକ୍ଷୟ". 12 October 2016. Retrieved 27 April 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ପୁଅ ମୋର ଜଗତ ଜିତା