ଛାତି ଚିରି ଦେଲେ ତୁ

୨୦୦୮ର ଓଡ଼ିଆ କଥାଚିତ୍ର

ଏସ. କେ. ମୁରଲିଧରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛାତି ଚିରି ଦେଲେ ତୁ [୧] ୨୦୦୮ ମସିହାରେ ମୁକ୍ତିଲାଭ କରିଥିଲା ।

ଛାତି ଚିରି ଦେଲେ ତୁ
ନିର୍ଦ୍ଦେଶକଏସ. କେ. ମୁରଲିଧରନ୍
ପ୍ରଯୋଜକଅଜିତ ମିଶ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମିଠି, ପ୍ରିୟଙ୍କା ମହାପାତ୍ର, ହର ପଟ୍ଟନାୟକ
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧୩ ଜୁନ ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ ଚଳଚ୍ଚିତ୍ର ‘ଛାତି ଚିରି ଦେଲେ ତୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. ଇଣ୍ଟରନେଟ ମୁଭି ଡାଟାବେସରେ ଛାତି ଚିରି ଦେଲେ ତୁ
  2. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)