ରଜନୀଗନ୍ଧା (୧୯୮୯ର ସିନେମା)

୧୯୮୯ର ଓଡ଼ିଆ କଥାଚିତ୍ର

ବିଜୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ରଜନୀଗନ୍ଧା ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।

ରଜନୀଗନ୍ଧା
ନିର୍ଦ୍ଦେଶକବିଜୟ ମିଶ୍ର
ପ୍ରଯୋଜକବଟକୃଷ୍ଣ ନାୟକ
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅଜିତ ଦାସ, ଜୟୀରାମ ସାମଲ
ସଙ୍ଗୀତସୁବାସ ରାମ[୧]
ମୁକ୍ତିଲାଭ ତାରିଖ
୧୯୮୯
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୪୫ଲକ୍ଷ ୨୫ହଜାର

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାମ[୨]

ଆଧାର ସମ୍ପାଦନା

  1. "ସୁବାସଙ୍କ ଗୀତ". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
  2. "ରଜନୀଗନ୍ଧାର ବାସ". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.

ବାହାର ଆଧାର ସମ୍ପାଦନା