ଦଇବ ଦଉଡ଼ି
ଦଇବ ଦଉଡ଼ି, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁରେନ୍ଦ୍ର ରାଉତ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଏହି କଥାଚିତ୍ରଟି ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ।[୩][୪]
ଦଇବ ଦଉଡ଼ି | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ସୁରେନ୍ଦ୍ର ରାଉତ |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ହର ପଟ୍ଟନାୟକ |
କଳାକାର | ଉତ୍ତମ ମହାନ୍ତି ରେଖା ଜୈନ ଅଶ୍ରୁମୋଚନ ମହାନ୍ତି ବିଜୟ ମହାନ୍ତି ତନ୍ଦ୍ରା ରାୟ ହର ପଟ୍ଟନାୟକ ରାଇମୋହନ ଜୟୀରାମ ସାମଲ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ରାଜୁ ମିଶ୍ର ଦିଲ୍ଲୀପ ରାୟ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୬ ଫେବୃଆରୀ ୧୯୯୦ |
କଥାଚିତ୍ରର ସମୟ | ୧୬୬ ମିନିଟ୍ |
ଦେଶ | ![]() |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ରେଖା ଜୈନ, ଅଶ୍ରୁମୋଚନ ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ହର ପଟ୍ଟନାୟକ, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଏଲୋରା, ବ୍ରଜ ସିଂହ, ଅସୀତ ପତି, ରୁନୁ ପରିଜା, ଦେବୁ ବୋଷ, ସୁରେଶ ବଳ, ଦୁଃଖିରାମ ସ୍ୱାଇଁ, ଦୁଃଖିଶ୍ୟାମ ପାଣିଗ୍ରାହୀ, ମଧୁଛନ୍ଦା ସାହୁ, ଅନନ୍ତ ଦାସ, ମାମିନା, ପାର୍ବତୀ, ସନ୍ଧ୍ୟା ସାହୁ, ହିମାଂଶୁ ପରିଜା, ସଂଗ୍ରାମ ବିଶ୍ୱାଳ, ଭାବନୀ ମହାପାତ୍ର, ଭୋଳାନାଥ ଦାସ, ରାଜୁ ସାଧଙ୍ଗୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଉତ୍ତମ ମହାନ୍ତି
- ରେଖା ଜୈନ
- ଅଶ୍ରୁମୋଚନ ମହାନ୍ତି
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ହର ପଟ୍ଟନାୟକ
- ରାଇମୋହନ ପରିଡ଼ା
- ଜୟୀରାମ ସାମଲ
- ଏଲୋରା
- ବ୍ରଜ ସିଂହ
- ଅସୀତ ପତି
- ରୁନୁ ପରିଜା
- ଦେବୁ ବୋଷ
- ସୁରେଶ ବଳ
- ଦୁଃଖିରାମ ସ୍ୱାଇଁ
- ଦୁଃଖିଶ୍ୟାମ ପାଣିଗ୍ରାହୀ
- ମଧୁଛନ୍ଦା ସାହୁ
- ଅନନ୍ତ ଦାସ
- ମାମିନା
- ପାର୍ବତୀ
- ସନ୍ଧ୍ୟା ସାହୁ
- ହିମାଂଶୁ ପରିଜା
- ସଂଗ୍ରାମ ବିଶ୍ୱାଳ
- ଭାବନୀ ମହାପାତ୍ର
- ଭୋଳାନାଥ ଦାସ
- ରାଜୁ ସାଧଙ୍ଗୀ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨] ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟୀର ଗୀତ ରଚନା କରିଥିଲେ । ଗୀତା ଦାଶ, ଇତିଶ୍ରୀ ଦାସ, ସୁବାସ ଦାସ, ବିଭୁ କିଶୋର, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍ ରୋଲ୍ କରିଥିଲେ ହର ପଟ୍ଟନାୟକ!". Sambad. 20 September 2017. Archived from the original on 22 July 2018. Retrieved 22 July 2018.
- ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link)
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଦଇବ ଦଉଡ଼ି