ମାମିନା

ଓଡ଼ିଆ ଅଭିନେତ୍ରୀ

ମାମିନା (ଜନ୍ମ ନାମ ଜ୍ୟୋତ୍ସ୍ନା ଶତପଥୀ) ଜଣେ ଓଡ଼ିଆ କଥାଚିତ୍ର ଜଗତର ଅଭିନେତ୍ରୀ ଥିଲେ । ଅଭିନେତ୍ରୀ ରୁକ୍ମଣୀ ଦେବୀଙ୍କ ପ୍ରେରଣାରେ, ୧୯୭୮ ମସିହାରେ ସେ ଗୌରୀ କଥାଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୧୪ ମସିହା ଡିସେମ୍ବର ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୧]

ମାମିନା
Jyotsna satpathy1.JPG
ଜନ୍ମ ଓ ଜନ୍ମସ୍ଥାନ
ଜ୍ୟୋତ୍ସ୍ନା ଶତପଥୀ
ଜୀବିକାଅଭିନେତ୍ରୀ
କାର୍ଯ୍ୟକାଳ୧୯୭୮- ୨୦୧୪

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Popular Odia actress MAMINA passes away". OrissaDiary. Retrieved 8 December 2014.

ଅଧିକ ତଥ୍ୟସମ୍ପାଦନ କରନ୍ତୁ