ଜୟ ଜଗନ୍ନାଥ
୨୦୦୭ର ଓଡ଼ିଆ କଥାଚିତ୍ର
ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା । [୨][୩][୪]
ଜୟ ଜଗନ୍ନାଥ | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ପ୍ରଯୋଜକ | ବି. ଚିଣ୍ଟୁ ମହାପାତ୍ର |
ଚିତ୍ରନାଟ୍ୟ | ସବ୍ୟସାଚୀ ମହାପାତ୍ର |
କଳାକାର | ଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ପିଣ୍ଟୁ ନନ୍ଦ, ସାଧୁ ମେହେର, ଗୁନା ମହାପାତ୍ର, ଶରତ ପୂଜାରୀ |
ବର୍ଣ୍ଣନା | ଅନୁରାଗ ଶର୍ମା |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ, ସଞ୍ଜୟ ଧରଙ୍କର |
ସମ୍ପାଦକ | ରାଜେନ୍ଦ୍ର ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୩ ଜୁଲାଇ ୨୦୦୭ |
କଥାଚିତ୍ରର ସମୟ | ୧୨୭ ମିନଟ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ସାରା°ଶସମ୍ପାଦନ କରନ୍ତୁ
ଏହି ଚଳଚ୍ଚିତ୍ର ପୁରାତନ ଗ୍ରନ୍ଥ ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ । ସେହି ସମୟରେ ଅଛୁଆଁ ଲୋକମାନେ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା । ଶ୍ରିୟା, ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର, ପୂଜା କରିବା ପାଇଁ ଚେଷ୍ଟା କରୁଛି ଆଉ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଛି । ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ରଙ୍କ କଥା ମାନି ମାତାଙ୍କୁ ଘରୁ ବିତାଡିତ କରୁଛନ୍ତି ।
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: ଅକ୍ଷୟ ମହାନ୍ତି
- ଗୀତିକାର: ଅକ୍ଷୟ ମହାନ୍ତି, ବିନୋଦିନୀ ଦେବୀ, ଅଭିଳାଷ
- ପ୍ରଚ୍ଛଦପଟ ଗାୟକ: ଲୋପିତା ମିଶ୍ର, ବିଭୁ କିଶୋର, ଶୈଳଭାମା, ଜାଭେଦ, ପ୍ରୀତିନନ୍ଦା, ସବିନ, ବିନୋଦ ରାଠୋର, ଅନୁରାଧା ପୌଢ଼ୱାଲ
ପୁରସ୍କାରସମ୍ପାଦନ କରନ୍ତୁ
ସ୍ୱତନ୍ତ୍ର ଜୁରୀ ଓ ଶ୍ରେଷ୍ଠ ସମ୍ପାଦକ ପାଇଁ ଏହି ଚଳଚ୍ଚିତ୍ରକୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୫]
ଆଧାରସମ୍ପାଦନ କରନ୍ତୁ
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "Oriya movie 'Jai Jagannath' creates history". Realbollywood.com. 2006-11-11. Retrieved 23 January 2016.
- ↑ "> News Headlines > Adlabs to release mythological film 'Jai Jagannath'". Indiantelevision.com. 2007-06-26. Retrieved 23 January 2016.
- ↑ "Oriya film 'Jai Jagannath' creates history - Bollywood News". Bharatwaves.com. Archived from the original on 2011-07-23. Retrieved 23 January 2016.
- ↑ "Sisir Mishra and Surendra Sahoo are recipients of Jayadev Puraskar "Jai Jagannath" gets the special jury award". Hinduonnet.com. 2008-02-26. Retrieved 23 January 2016.
ବାହାର ତଥ୍ୟସମ୍ପାଦନ କରନ୍ତୁ
- Film preview of Jai Jagannatha in www.bollywoodhungama.com
- Preview of Jai Jagannatha in www.glamsham.com
- Preview of Jai Jagannatha in in.movies.yahoo.com[dead link]
- Preview of Jai Jagannatha in www.nowrunning.com
- Official movie website at the Wayback Machine (archived ୧୪ ଜୁଲାଇ ୨୦୧୧)
- ଇଣ୍ଟରନେଟ ମୁଭି ଡାଟାବେସରେ "Jai Jagannatha "