ରଜନୀ ରଞ୍ଜନ

ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର

ରଜନୀ ରଞ୍ଜନ(ଜନ୍ମ : ୨୨ ଡିସେମ୍ବର ୧୯୫୯)[୧] ଜଣେ ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର, ଚିତ୍ରନାଟ୍ୟ ରଚୟିତା ଏବଂ ଅଭିନେତା । ୧୯୮୯ ମସିହାରେ ରଜନୀ ରଞ୍ଜନ ଏଇ ସଂଘର୍ଷ ଚଳଚ୍ଚିତ୍ରରୁ ଗୀତିକାର ଭାବରେ ନିଜର ଜୀବିକା ଆରମ୍ଭ କରିଥିଲେ । ଏହପରେ ସେ ମୋ ଭାଇ ଜଗା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଂଳାପ ଓ କାହାଣୀ ରଚନା କରିଥିଲେ ।[୨] ରଜନୀ ରଞ୍ଜନ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏଯାବତ ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଓ ସଂଳାପ ରଚନା କରିସାରିଛନ୍ତି ।

ରଜନୀ ରଞ୍ଜନ
ଜନ୍ମ ଓ ଜନ୍ମସ୍ଥାନ (1959-12-22) ୨୨ ଡିସେମ୍ବର ୧୯୫୯ (ବୟସ ୬୩)
ବାଳକାଟି, ଓଡ଼ିଶା, ଭାରତ
ଜୀବିକା(ଓଡ଼ିଆ) ସଂଳାପକାର
ଗୀତିକାର
କାହାଣୀକାର
ଅଭିନେତା
କାର୍ଯ୍ୟକାଳ୧୯୯୫ରୁ-ଏବେଯାଏଁ
ବାପା ବୋଉରବି ଦାଶ, ସୁଶୀଳାପ୍ରଭା ଦାଶ

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ରଜନୀ ରଞ୍ଜନ ୧୯୫୯ ମସିହାରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ରବି ଦାଶ ଜଣେ ଗୀତିକାର ଓ ମା ସୁଶୀଳାପ୍ରଭା କଣ୍ଠଶିଳ୍ପୀ ଥିଲେ । ପରିବାରରେ ସଙ୍ଗୀତମୟ ପରିବେଶ ଥିଲା । ତାଙ୍କ ବାସଭବନକୁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କର ଯା'ଆସ ଥିଲା । ଏସବୁର ପ୍ରଭାବ ରଜନୀଙ୍କ ଉପରେ ପିଲାଦିନରୁ ପଡିଥିଲା । ବୃତ୍ତିରେ ସେ ଜଣେ ଶିକ୍ଷାବିତ । ଭୁବନେଶ୍ୱରସ୍ଥ ଦେବରାୟ ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ।

ଗୀତିକାରସମ୍ପାଦନ କରନ୍ତୁ

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ବୋଉ
  • ଭାଗ୍ୟ ଚକ୍ର
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ପ୍ରେମ ରୋଗୀ
  • ଆରେ ସାଥୀ ଆ
  • ଲଭ୍ ଡଟ୍ କମ୍
  • ମନ ମୋର ପ୍ରଜାପତି
  • ତୁ ମୋ ସୁନା ତୁ ମୋ ହୀରା
  • ଟାଇଗର

ସଂଳାପସମ୍ପାଦନ କରନ୍ତୁ

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ଏ ମନ ମାନେନା
  • ଜୟ ଜଗନ୍ନାଥ
  • ହସିବ ପୁଣି ମୋ ସୁନା ସଂସାର
  • ନନ୍ଦିନୀ ଆଇ ଲଭ୍ ୟୁ
  • ପ୍ରେମ ରୋଗୀ
  • ଡ୍ରିମ୍ ଗାର୍ଲ
  • ଲଭ୍ ଡଟ୍ କମ୍
  • ମିତରେ ମିତ
  • ସଞ୍ଜୁ ଆଉ ସଞ୍ଜନା
  • ପ‌ହିଲି ରଜ
  • ଭୁଲ ବୁଝିବନି ମତେ
  • ପ୍ରେମ ଅଢ଼େଇ ଅକ୍ଷର
  • ଲୋଫର୍
  • ମନ ମୋର ପ୍ରଜାପତି
  • ମତେ ବୋହୂ କରି ନେଇଯା
  • ଫ୍ୟାମିଲି ନମ୍ବର ୱାନ୍
  • ଚୋରି ଚୋରି ମନ ଚୋରି
  • ମୁଁ ପ୍ରେମୀ ମୁଁ ପାଗଳ
  • କେମିତି ଏ ବନ୍ଧନ
  • ଗୁଡ୍ ବୟ
  • ତୁ ମୋ ଆରମ୍ଭ ତୁ ମୋ ଶେଷ
  • ତୁ ମୋ ସୁନା ତୁ ମୋ ହୀରା
  • ଦିୱାନା ଦିୱାନୀ
  • ସପନର ନାୟିକା
  • ପ୍ରେମିକା
  • ସିନ୍ଦୂର
  • ସ୍ମାଇଲ୍ ପ୍ଲିଜ୍
  • କିଡ୍‌ନାପ୍
  • ପିଲାଟା ବିଗିଡ଼ିଗଲା
  • ଆଶିକ୍
  • ସମୟ ବଡ଼ ବଳବାନ
  • ହେଲା ମତେ ପ୍ରେମ ଜର
  • ଟାଇଗର
  • ଝିଅଟା ବିଗିଡ଼ିଗଲା
  • ଯୋଗୀ

ଚିତ୍ରନାଟ୍ୟସମ୍ପାଦନ କରନ୍ତୁ

  • ଏ ମନ ମାନେନା
  • ଲଭ୍ ଡଟ୍ କମ୍
  • ପହିଲି ରଜ
  • ମନ ମୋର ପ୍ରଜାପତି
  • ଫ୍ୟାମିଲି ନମ୍ବର୍ ୱାନ୍
  • ତୁ ମୋ ଆରମ୍ଭ ତୁ ମୋ ଶେଷ
  • ସପନର ନାୟିକା
  • ସିନ୍ଦୂର
  • କିଡ୍‌ନାପ୍
  • ହେଲା ମତେ ପ୍ରେମ ଜର
  • ଝିଅଟା ବିଗିଡ଼ିଗଲା

କାହାଣୀସମ୍ପାଦନ କରନ୍ତୁ

  • ମୋ ଭାଇ ଜଗା
  • ପିଲାଟା ବିଗିଡ଼ିଗଲା

ଅଭିନେତାସମ୍ପାଦନ କରନ୍ତୁ

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "ମୋ ଅନୁଭୂତି". ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮. Retrieved 29 March 2018.
  2. "ରଜନୀଙ୍କ '୫୦'". ସମାଜ. 25 March 2018. Retrieved 25 March 2018.
  3. "State film awards announced". The New Indian Express. Retrieved 2 December 2020.

ବାହାର ଆଧାରସମ୍ପାଦନ କରନ୍ତୁ