ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା/ଅପ୍ରେଲ
ଅପ୍ରେଲ
ଜନ୍ମ
- ୧ – ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା (ଜନ୍ମ: ୧୮୯୧)
- ୧ – ପଦ୍ମଶ୍ରୀ ତାରାପ୍ରସାଦ ଦାସ, ଚକ୍ଷୁ ବିଶେଷଜ୍ଞ (ଜନ୍ମ: ୧୯୫୦)
- ୨ – ଅଶ୍ରୁମୋଚନ ମହାନ୍ତି, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା (ଜନ୍ମ:୧୯୫୯)
- ୩ – କବିଶେଖର ଚିନ୍ତାମଣି ମହାନ୍ତି (ଜନ୍ମ: ୧୮୬୭)
- ୩ – ପଦ୍ମ ଭୂଷଣ ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ (ଜନ୍ମ: ୧୯୫୪)
- ୩ – ବିଭୂତି ଭୂଷଣ ପ୍ରଧାନ, ଓଡ଼ିଆ ଔପନ୍ୟାସିକ ଓ ସ୍ତମ୍ଭକାର (ଜନ୍ମ: ୧୯୫୭)
- ୪ – ପଦ୍ମଶ୍ରୀ ଅରୁଣା ମହାନ୍ତି, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ (ଜନ୍ମ: ୧୯୬୦)
- ୭ – ସଂଗୀତ ଶିରୋମଣି ନୃସିଂହନାଥ ଖୁଣ୍ଟିଆ, ଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗାୟକ (ଜନ୍ମ: ୧୯୧୧)
- ୮ – ଗିରିଧର ଗମାଙ୍ଗ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୪୩)
- ୮ – ବିଜୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୫୦)
- ୧୪ – ପଦ୍ମଶ୍ରୀ ମିନତି ମିଶ୍ର, ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ (ଜନ୍ମ: ୧୯୩୬)
- ୧୪ – ଗଜେନ୍ଦ୍ର ପ୍ରସାଦ ସାହୁ, ମୂର୍ତ୍ତିକାର, ଚିତ୍ରକର ଏବଂ କଳାଶିକ୍ଷକ (ଜନ୍ମ: ୧୯୬୧)
- ୧୫ – ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବାଲୁକା ଶିଳ୍ପୀ (ଜନ୍ମ: ୧୯୭୭)
- ୧୭ – ଗାୟତ୍ରୀବାଳା ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ (ବାଳ) ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ୧୯୭୭)
- ୧୮ – ବିଭୁତି ଭୁଷଣ ଦେଓ, ବୈଜ୍ଞାନିକ, ଶିକ୍ଷାବିତ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୨୯)
- ୨୦ – ପଦ୍ମ ଭୂଷଣ ଗୋପୀନାଥ ମହାନ୍ତି, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୪)
- ୨୦ – କବି ବାଞ୍ଛାନିଧି ମହାନ୍ତି (ଜନ୍ମ: ୧୮୯୭)
- ୨୦ – ନୃସିଂହ ଚରଣ ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ଓ ଶିକ୍ଷାବିତ (ଜନ୍ମ: ୧୯୨୯)
- ୨୦ – ରବି କାନୁନଗୋ, ସମ୍ପାଦକ, ସ୍ତମ୍ଭକାର, ସାହିତ୍ୟିକ (ଜନ୍ମ: ୧୯୪୬)
- ୨୧ – ସଦାଶିବ ତ୍ରିପାଠୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୦)
- ୨୪ – କାଟୁଲୁ ରବି କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରଉତ୍ତୋଳନକାରୀ (ଜନ୍ମ: ୧୯୮୮)
- ୨୬ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ଜନ୍ମ: ୧୮୯୨)
- ୨୬ – ଜଗନ୍ନାଥ ପ୍ରସାଦ ଦାସ, ସରସ୍ଵତୀ ସମ୍ମାନ ପ୍ରାପ୍ତ ସାହିତ୍ୟିକ(ଜନ୍ମ: ୧୯୩୬)
- ୨୭ – ପ୍ରସନ୍ନ କୁମାର ପାଟ୍ଟଶାଣୀ, ଲୋକ ସଭା ସଭ୍ୟ (ଜନ୍ମ: ୧୯୪୬)
- ୨୮ – ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ଜନ୍ମ: ୧୮୪୮)
- ୨୯ – ବୈଷ୍ଣବ ଚରଣ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୪)
- ୨୯ – ଲଳିତ ମାନସିଂହ, ଭାରତର ପୂର୍ବତନ ବୈଦେଶିକ ସଚିବ (ଜନ୍ମ: ୧୯୪୧)
ମୃତ୍ୟୁ
- ୪ – ସ୍ଵଭାବ କବି ଗଙ୍ଗାଧର ମେହେର (ମୃତ୍ୟୁ: ୧୯୨୪)
- ୪ – ଶହୀଦ ଦିବାକର ପରିଡ଼ା, ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୪୧)
- ୭ – ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର (ମୃତ୍ୟୁ: ୨୦୦୪)
- ୧୧ – ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ପ୍ରତ୍ନତତ୍ତ୍ୱବିତ୍ (ମୃତ୍ୟୁ: ୧୯୭୧)
- ୧୪ – ରାଖାଲ ମହାନ୍ତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରାପ୍ତ ସଙ୍ଗୀତଜ୍ଞ (ମୃତ୍ୟୁ: ୨୦୧୯)
- ୧୭ – ବିଜୁ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୯୭)
- ୧୯ – କବି ବାଞ୍ଛାନିଧି ମହାନ୍ତି (ମୃତ୍ୟୁ: ୧୯୩୮)
- ୨୦ – ଉପେନ୍ଦ୍ର କିଶୋର ଦାସ, ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୭୨)
- ୨୧ – ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୨୦୧୫)
- ୨୭ – କବିବର ରାଧାନାଥ ରାୟ (ମୃତ୍ୟୁ: ୧୯୦୮)
- ୨୭ – ହେମନ୍ତ ଦାସ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା ଓ ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୦)
- ୨୮ – ଜାତୀୟ କବି ବୀରକିଶୋର, (ମୃତ୍ୟୁ: ୧୯୭୩)
- ୨୯ – ପଦ୍ମଶ୍ରୀ ଶୈଳବାଳା ଦାସ (ମୃତ୍ୟୁ: ୧୯୬୮)
- ୩୦ – ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି (ମୃତ୍ୟୁ: ୨୦୧୨)
ପର୍ବପର୍ବାଣୀ
- ୦୧: ପାପମୋଚନୀ ଏକାଦଶୀ
- ୦୨: ଗୁଡ ଫ୍ରାଇଡେ
- ୧୩: ରମଜାନ
- ୧୪: ଅଶୋକାଷ୍ଟମୀ, ରାମ ନବମୀ
- ୧୪: ପଣା ସଂକ୍ରାନ୍ତି
- ୧୫: କାମଦା ଏକାଦଶୀ
- ୧୯: ଚୈତ୍ର ପୂର୍ଣ୍ଣିମା