ଗିରିଧର ଗମାଙ୍ଗ
ଓଡ଼ିଆ ରାଜନୀତିଜ୍ଞ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ
ଗିରିଧର ଗମାଙ୍ଗ (ଜନ୍ମ: ୮ ଅପ୍ରେଲ ୧୯୪୩) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା ଥିଲେ, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ଏବେ ଭାରତୀୟ ଜନତା ପାର୍ଟୀର ନେତା ଅଛନ୍ତି।
ଗିରିଧର ଗମାଙ୍ଗ | |
---|---|
ଓଡ଼ିଶାର ମୁଖ୍ୟମନ୍ତ୍ରୀ | |
କାର୍ଯ୍ୟକାଳ ୧୭ ଫେବୃଆରୀ ୧୯୯୯–୬ ଡିସେମ୍ବର ୧୯୯୯ | |
ପୂର୍ବ ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ପର ଅଧିକାରୀ | ହେମାନନ୍ଦ ବିଶ୍ୱାଳ |
ନିର୍ବାଚନ ମଣ୍ଡଳୀ | ଲକ୍ଷ୍ମୀପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଡିବିରିସିଙ୍ଗି ଗ୍ରାମ, ରାୟଗଡ଼ା, ଓଡ଼ିଶା | ୮ ଅପ୍ରେଲ ୧୯୪୩
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ହେମାବତୀ ଗମାଙ୍ଗ |
ସନ୍ତାନ | ଦୁଇ ପୁତ୍ର ଓ ଗୋଟିଏ କନ୍ୟା |
ଘର | ରାୟଗଡ଼ା |
December 26, 2008 ସୁଦ୍ଧା ଆଧାର: [୧] |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନାPreceded by ଜାନକୀ ବଲ୍ଲଭ ପଟ୍ଟନାୟକ |
ଓଡ଼ିଶାର ମୁଖ୍ୟମନ୍ତ୍ରୀ ୧୭ ଫେବୃଆରୀ ୧୯୯୯ଠାରୁ ୬ ଡିସେମ୍ବର ୧୯୯୯ |
Succeeded by ହେମାନନ୍ଦ ବିଶ୍ୱାଳ |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |