ଚିନ୍ତାମଣି ମହାନ୍ତି
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଚିନ୍ତାମଣି ମହାନ୍ତି ଓଡ଼ିଶା ୧୮୬୭ରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ।[୧]
କବିଶେଖର ଚିନ୍ତାମଣି ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୬ ମାର୍ଚ୍ଚ ୧୮୬୭ ଅସ୍ତଳ, ଭଦ୍ରକ ଜିଲ୍ଲା, ଓଡ଼ିଶା |
ମୃତ୍ୟୁ | ୧୭ ଡିସେମ୍ବର ୧୯୪୩ | (ବୟସ ୭୬)
ଜାତୀୟତା | ଭାରତୀୟ |
ଶିକ୍ଷା | ଭର୍ଣ୍ଣାକୁଲାର |
ଜୀବିକା | ଶିକ୍ଷକ |
ବାପା ବୋଉ | ମଦନ ମୋହନ ନେତ୍ରମଣି |
ଜନ୍ମ ଓ ଜୀବନସମ୍ପାଦନ କରନ୍ତୁ
ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ ।[୨] ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମା ଓ ଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । କବି ଚିନ୍ତାମଣି ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା । [୩] ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ ।
ରଚନାବଳୀସମ୍ପାଦନ କରନ୍ତୁ
- ଜୀବନ ପଞ୍ଜିକା (ଆତ୍ମଜୀବନୀ)
- ବିବିଧ ସନ୍ଦର୍ଭ
କାବ୍ୟସମ୍ପାଦନ କରନ୍ତୁ
|
ଖଣ୍ଡ କବିତାସମ୍ପାଦନ କରନ୍ତୁ
|
ଉପନ୍ୟାସସମ୍ପାଦନ କରନ୍ତୁ
|
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ orissadiary.com: KABI SHEKHAR CHINTAMANI MOHANTY
- ↑ "KABI SHEKHAR CHINTAMANI MOHANTY". OrissaDiary. Retrieved 16 March 2015.
- ↑ ରାୟ, ଅପୂର୍ବ ରଞ୍ଜନ (୧୬ ମାର୍ଚ୍ଚ ୨୦୧୫). "କବିଶେଖର ଚିନ୍ତାମଣି ମହାନ୍ତି". ସୂର୍ଯ୍ୟପ୍ରଭା. p. ଆ.
{{cite news}}
:|access-date=
requires|url=
(help); Check date values in:|accessdate=
and|date=
(help)